ନୂଆ ବର୍ଷରେ ମା ଲକ୍ଷ୍ମୀ ଘରେ ପ୍ରବେଶ କରିବା ପୂର୍ବରୁ ଦେଇଥାନ୍ତି ଏହି 4 ସଂକେତ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଆମର ହିନ୍ଦୁ ଶାସ୍ତ୍ରରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ଏହା ସହିତ କୁହାଯାଏ କି ମାତା ଲକ୍ଷ୍ମୀ ବହୁତ ଚଞ୍ଚଲ ସ୍ଵଭାବର ହୋଇଥାନ୍ତି । ଯେଉଁ କାରଣରୁ କେବେ ବି ସେ କୌଣସି ଗୋଟିଏ ଘରେ ସ୍ଥାୟୀ ହୋଇ ରୁହନ୍ତି ନାହିଁ ଓ ସମୟ ସମୟରେ ସେ ସମସ୍ତ ଘର ଉପରେ ନିଜର କୃପା ଦ୍ରୁଷ୍ଟି ରଖିଥାନ୍ତି । କହିବାକୁ ଗଲେ ଆମ ଶାସ୍ତ୍ରରେ ଏମିତି ବହୂତ ଉପାୟ ବିଷୟରେ କୁହାଯାଇଛି ଯାହାକୁ କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

କିନ୍ତୁ ବିଷ୍ଣୁ ପୁରାଣ ଅନୁସାରେ ମାତା ଲକ୍ଷ୍ମୀଙ୍କ ବିଷୟରେ ଏମିତି କିଛି ତଥ୍ୟ ଉଲ୍ଲେଖନୀୟ ଅଛି ଯାହା ବିଷୟରେ ଜାଣିବା ବହୁତ ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ କହିବୁ ମାତା ଲକ୍ଷ୍ମୀ କୌଣସି ଘରେ ବାସ କରିବା ପୂର୍ବରୁ ସେହି ପରିବାରରେ ରହୁଥିବା ସଦସ୍ୟମାନଙ୍କୁ କୌଣସି ନା କୌଣସି ସଂକେତ ନିଶ୍ଚିତ ଦେଇଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏହି ସବୁ ସଂକେତ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଅନୁଭବ କରିବାର ଅର୍ଥ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷୀବାକୁ ଯାଉଛି । ଏହି ସବୁ ଜିନିଷ ମଧ୍ୟରୁ ଯଦି କୌଣସି ଗୋଟିଏ ଜିନିଷ କିମ୍ବା କିଛି ସଂକେତ ଦେଖା ଯାଉଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି  ଓ ମାତା ଲକ୍ଷ୍ମୀଙ୍କ କୃପାରେ ଆପଣଙ୍କୁ ଶୁଭଫଳ ମିଳିବାକୁ ଲାଗିବ ।

ବିଷ୍ଣୁ ପୁରୁଣାରେ କୁହାଯାଇଛି କି ପେଚା ମାତା ଲକ୍ଷ୍ମୀଙ୍କର ବାହନ ଅଟେ । ସେଥିପାଇଁ ଯଦି ଆପଣଙ୍କ ଘରର ଆଖପାଖରେ କେଉଁ ସ୍ଥାନରେ ପେଚା ନଜର ଆସୁଛି ତେବେ ବୁଝି ଯାଆନ୍ତୁ କି ମାତା ଲକ୍ଷ୍ମୀଙ୍କର ପାଦ ଆପଣଙ୍କ ଘରେ ପଡିବାକୁ ଯାଉଛି । ଯଦି ଆପଣ ସକାଳୁ ବାହାରିବା ସମୟରେ କୌଣସି ବ୍ୟକ୍ତିକୁ ଝାଡୁ ମାରୁଥିବାର ଦେଖିବେ ତେବେ ବୁଝି ଯାଆନ୍ତୁ କି ବହୁତ ଜଲ୍ଦି ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି ଓ ଆପଣଙ୍କର ଭାଗ୍ୟ ବଦଳିବାକୁ ଯାଉଛି ।

କାରଣ ଝାଡୁ ମାତା ଲକ୍ଷ୍ମୀଙ୍କୁ ବହୁତ ପ୍ରିୟ ହୋଇଥାଏ । ଯଦି ସକାଳୁ ଉଠିବା ମାତ୍ରେ ହିଁ ଶଙ୍ଖର ଶବ୍ଦ ଶୁଣିବାକୁ ମିଳୁଛି ତେବେ ଏହାର ଅର୍ଥ ଆପଣ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କୁ ମିଳି ଯାଇଛି । ଯଦି ଆପଣଙ୍କୁ ସକାଳ ସମୟରେ ଆଖୁ ନଜର ଆସୁଛି ତେବେ ବୁଝି ଯାଆନ୍ତୁ କି ଭବିଷ୍ୟତରେ ଧନ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ସଫଳତା ମିଳିବ । ଆୟର କୌଣସି ନୂତନ ସ୍ରୋତ ହାତରେ ଲାଗିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।