ସମସ୍ତେ ଭାବୁଥିଲେ ପୁରା ସିଧାସାଧା ଅଟେ ନୂଆ ବୋହୁ, କିନ୍ତୁ କାରନାମା ଦେଖି ପୁରା ଘରେ…

ବାହାଘର ସମସ୍ତଙ୍କ ଜୀବନ ପାଇଁ ଏକ ବହୁତ ବଡ ନିଷ୍ପତି ହୋଇଥାଏ । କହିବାକୁ ଗଲେ ବାହାଘର ପରେ ଜଣେ ମହିଳା ଡରିଥାଏ କି ତାର ନୂଆ ପରିବାର କେମିତି ହୋଇଥିବ ଓ ଜଣେ ଯୁବକକୁ ଏହା ଡରଥାଏ କି ତାହାର ପରିବାରରେ ଯିଏ ଆସିବ ସେ କେମିତି ହୋଇଥିବ । କିନ୍ତୁ ଯେତେବେଳେ ଯୁବକ ସହିତ କିଛି ଖରାପ ହୋଇଯାଏ ତେବେ ଏହାର ବ୍ୟଥା କେହି ବି ବୁଝି ନଥାନ୍ତି । ସ୍ଵାମୀ ଓ ଶଶୁରଘର ସହିତ ନୂଆ ବୋହୁ କରିଲା କିଛି ଏମିତି କାମ କି ତାହା ଦ୍ଵାରା ପୀଡିତ ସ୍ଵାମୀ ବହୁତ ଅଧିକ ନିରାଶ ହୋଇ ଯାଇଛି ।

ସ୍ଵାମୀ ଓ ଶଶୁର ଘର ସହିତ ନୂଆ ବୋହୂ କରିଲା ଏହିଭଳି କାମ

ଥାନା କାହନୂୱାନରେ ଏକ ବିବାହିତ ମହିଳା ନିଜର କିଛି ସାଥିମାନଙ୍କ ସହିତ ମିଶି ନିଜର ପୁରା ଶଶୁର ଘରକୁ ଲୁଟି ନେଲା । ଲୁଟି ଥିବା ଜିନିଷ ମଧ୍ୟରେ ୧୨ କିଲୋ ସୁନା, ୫ ଲକ୍ଷ ୩୫ ହଜାର ନଗଦ ରାଶି ଓ କିଛି ଜରୁରୀ କାଗଜ ପତ୍ର ଥିଲା । ପୀଡିତ ଗଗନ ଶର୍ମା କହିଲେ କି, “୯ ମାସ ପୂର୍ବରୁ ମୋର ବିବାହ ଦୀପ୍ତି ନାମକ ମହିଳା ସହ ହୋଇଥିଲା ଓ ମୁଁ ଗୁରୁଦାସପୁରରେ ଏକ ପ୍ରାଇବେଟ ଇଂଷ୍ଟିଚ୍ୟୁଟ କରି ନିଜର ପରିବାର ଚଳାଉଥିଲି ।

କହିଦେଉଛୁ କି ଦୀପ୍ତି ନିଜର ପ୍ରଥମ ସ୍ଵାମୀକୁ ୨୦୧୪ ରେ ଡିଭୋର୍ସ ଦେଇ ସାରିଛି । ଗଗନ ସହିତ ଦୀପ୍ତିର ଦ୍ଵିତୀୟ ବିବାହ ଥିଲା । ତାହା ବଦଳରେ ତାକୁ ୧୭ ଲକ୍ଷ ଟଙ୍କା ବି ମିଳିଥିଲା । ଏହି ସମସ୍ତ ଘଟଣା ପଛରେ ଗଗନ ନିଜର ଶଶୁର ଘର ପରିବାର ଲୋକମାନଙ୍କୁ ଦୋଷୀ କରିଛି ଓ କହିଛି କି ଯଦି ଏଥିରେ ମୋତେ ନ୍ୟାୟ ନ ମିଳେ ତେବେ ମୁଁ ଆତ୍ମହତ୍ୟା କରିନେବି ।

ସୋମବାର ଦିନ ଯେତେବେଳେ ଘରେ କେହି ନ ଥିଲେ କହିବାକୁ ଗଲେ କେବଳ ଦୁଇ ଜା ହିଁ ଥିଲେ ସେ ସେହି ସମୟରେ ଏହି କାମକୁ ନିଜ ସାଥିମାନଙ୍କ ସହିତ ମିଶି ଅଞ୍ଜାମ ଦେଇଛି ।

ପ୍ଲାଟର ରେଜିଷ୍ଟ୍ରି ପାଇଁ ରଖିଥିଲେ ଟଙ୍କା

ଗଗନ ପୋଲିସକୁ କହିଲା କି ତାହାର ପତ୍ନୀ ଯେଉଁ ୫ ଲକ୍ଷ ଟଙ୍କା ନେଇ ଯାଇଛି ସେ ସେହି ଟଙ୍କାକୁ ଏକ ଫ୍ଲାଟ ରେଜିଷ୍ଟ୍ରି କରିବା ପାଇଁ ରଖିଥିଲା । ଏହା ବିଷୟରେ ମୋତେ ଓ ଦୀପ୍ତିକୁ ହିଁ ଜଣାଥିଲା । ଗଗନ ଆଗକୁ କହିଲା କି ସେ ସବୁବେଳେ ଏହିଭଳି ଚୋରୀ କରୁଥିଲା କିନ୍ତୁ ସବୁବେଳେ ମୁଁ ଏହାକୁ ନଜର ଅନ୍ଦାଜ କରିଦିଏ । କିନ୍ତୁ ଏଥରର କାମ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।