ନୂଆ ବର୍ଷ 2022 ରେ ଘରକୁ ନେଇ ଆସନ୍ତୁ ଏହି 5 ଟି ଜିନିଷ, ଘରେ ବଢି ଚାଲିବ ଧନ ସମ୍ପତି, ମା’ ଲକ୍ଷ୍ମୀଙ୍କର ହେବ ଆଗମନ

ନୂଆ ବର୍ଷ ଆମ ପାଇଁ ଖୁବ ଭଲ ହୋଇ ଥାଏ ଆମେ ଏହି ଦିନ କିଛି ନା କିଛି ନୂଆ କାମ କରୁ । କର୍ମ ଅନୁସାରେ ଆମେ ଜାଣିଛେ କି ଏହାର ପରିଣାମ ମିଳିଥାଏ ଏହା ମଧ୍ୟ ସତ୍ୟ ଅଟେ କି ଆମେ ଯାହାଭି କାମ କରୁଛେ କିମ୍ବା ଆମ ପାଇଁ ଆଉ କେହି ମଧ୍ୟ ପ୍ରଭାବ ରେ ରହୁଛି । ଆଜି ଆମେ କହିବ ଆକି ନୂଆ ବର୍ଷ ରେ ସଭିଏ କିଛି ନୂଆ କରିବା ଏପାଇଁ ଚେଷ୍ଟା ଅକରନ୍ତି ତ କିଛି ଲୋକମାନେ ଏହାକୁ ଆନନ୍ଦର ସହ ମନାଇ ଥାନ୍ତି ।

ରାତିସାରା ଉଜାଗର ରହି ଏମାନେ ସକାଳୁ ସକାଳୁ ନୂଆ ବର୍ଷର ଅବଭି ନନ୍ଦନ ଜଣାଇ ନିଜ ପରିବାର ଓ ନିଜ ସାଙ୍ଗମାନଙ୍କୁ ସାହାଜ୍ଯ କରି ଥାନ୍ତି । ଆଜି ଆମେ କହିବା କି ନୂଆ ବର୍ଷ ରେ ଆମେ କେଉଁ ଭଳି କାମ କରିବା କଥା ଓ କଣ କଣ କରିବା ଅକଥା ନୁହେଁ । ଦେଖନ୍ତୁ ନୂଆ ବର୍ଷ କେବଳ ବର୍ଷକୁ ଠାରେ ଆସିଥାଏ ଆପଣ ଯଦି ଏହା ପାଇଁ ନୂଆ କିଛି ଚିନ୍ତାକରି ଛନ୍ତି ତେବେ ଏହା ଭଲ ମାତ୍ର ଆପଣ ଆଉ ଏକ କଥା ଜାଣି ନିଅନ୍ତୁ କି ନୂଆ ବର୍ଷ ହେଉଛି ନୂଆ ଯୁଗର ଆରମ୍ଭ କହିପାରିବା ।

ଆପଣ ଏହି ଦିନ କିଛି ଗରିବ ଲୋକଙ୍କୁ ଖାଇବା ଦିଅନ୍ତୁ । ଯଦି ଆପଣ ଏହି ଦିନ ଛୁଟି ନେଇ ରହିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଏହା କରନ୍ତୁ ନି ଆପଣ ଏହି ଦିନ କାମ ସଠିକ ଭାବେ କରନ୍ତୁ । ଯଦି ଆମେ ନୂଆ ବସ୍ତ୍ର ପିନ୍ଧୁଛେ ତେବେ ଏହା ଭଲ ହୋଇ ଥାଏ । ଆପଣ ଏହି ଦିନ ଭଗବାନଙ୍କୁ ପ୍ରଥମ ଥର ପାଇଁ ପୂଜା କରନ୍ତୁ ।

ଆପଣ ଯଦି ପାରୁଛନ୍ତି ଏହି ବର୍ଷ ଚେଷ୍ଟା କରନ୍ତୁ କି ଧାର ଉଧାର କରିବେଣୀ । ଆପଣ ପାରୁଛନ୍ତି ତ ଏହି ଦିନ ଘରକୁ ଖଣ୍ଡ ହଳଦୀ କିଣି ଆଣନ୍ତୁ । ଆପଣ ଜାଣି ନିଅନ୍ତୁ  କି ଏହା ସହ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇ ଥାଏ । ଏହା ପରେ ଆସେ ଆପଣ ଭଗବାନ ଶ୍ରୀ ଗଣେଶ ଙ୍କ ଫଟ । କୁହାଯାଏ କି ଭଗବାନ ଗଣେଶ ହେଉଛନ୍ତି ସାରା କଷ୍ଟ ର ବିନାସକ । ତେଣୁ ଆପଣ ଏହାଙ୍କୁ ଆଣିଲେ ଭଲ ।

ଆପଣ ଯଦି କିଛି ଚାନ୍ଦି ର ଜିନିଷ କିଣିବେ ଏହା ମଧ୍ୟ ଭଲ ହୋଇ ଥାଏ ଆପଣଙ୍କ ପାଇଁ । ଆପଣ ଏହା ସହ ମା ଲକ୍ଷ୍ମୀ ଙ୍କ ପ୍ରିୟା ପଦ୍ମ ଫୁଲର ମଞ୍ଜି ଆଣି ଏହାକୁ ପୂଜା କରି ଏହାକୁ ନିଜ ଟଙ୍କା ଥିବା ଜାଗାରେ ରଖୀ ଦିଅନ୍ତୁ । ଏହା ପରେ ଆପଣ ମନି ପ୍ଳାଣ୍ଟ ଗଛ ଆଣିକି ରଖନ୍ତୁ ଏହାକୁ ଆପଣ କିଣିକି ନ ଆଣି ଯଦି କାହା ଘରୁ ଆଣିବେ ଏହା ଆହୁରି ଭଲ ହୋଇ ଥାଏ । ଏହା ପରେ ଆସେ ଆପଣ ତୁଳାଷୀ ଗଛ ଯଦି ନୂଆ ବର୍ଷ ରେ ଆଣିବେ ଏହା ମଧ୍ୟ ଭଲ ହୋଇ ଥାଏ।