ନିର୍ବନ୍ଧରେ ଝିଅର ଡାନ୍ସ ଦେଖି କାନ୍ଦି ପକାଇଲେ ପାଖରେ ଛିଡା ହୋଇଥିବା ଥିବା ମା ବାପା, ସୋସିୟାଲ ମିଡିୟାରେ ଭାଇରାଲ ହେଲା ୨ ମିନିଟର ଏହି ଡାନ୍ସ, ଦେଖନ୍ତୁ

ଝିଅମାନେ ପରା ଧନ ଅଟନ୍ତି । ଏହି କଥା ମାତା ପିତା ଜାଣି ଥାନ୍ତି କିନ୍ତୁ ଅନୁଭବ ସେତେବେଳେ କରନ୍ତି ଯେତେବେଳେ ଝିଅକୁ ବିଦା କରିବା ପାଇଁ ତାଙ୍କ ପାଖରେ କେବଳ କିଛି ଘଣ୍ଟା ହିଁ ଥାଏ । ଗୋଟିଏ ଝିଅ ଆଜିକାଲି କୌଣସି ଜିନିଷରେ ପୁଅ ମାନଙ୍କ ଠାରୁ କମ ନୁହନ୍ତି । ଗୋଟିଏ ଝିଅ ପାଇଁ ମାତା ପିତା କେବେ ବି ବୋଝ ହୋଇ ନଥାନ୍ତି । ତାହାକୁ ବାହାଘର ପରେ ବି ଶଶୁରଘର ସହିତ ନିଜ ବାପା ମାଙ୍କର ବି ଧ୍ୟାନ ରଖିବାକୁ ପଡିଥାଏ ।

ସେଥିପାଇଁ ଯେତେବେଳେ ଝିଅ ବିଦା ହୋଇଯାଏ ତେବେ ସବୁଠୁ ଅଧିକ ଦୁଖ ମାତା ପିତାଙ୍କୁ ହିଁ ହୋଇ ଥାଏ ।

ଆଜିକାଲି ସୋସିୟାଲ ମିଡିୟା ଉପରେ ଅନେକ ଏମିତି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କନ୍ୟା ନିଜ ବାହାଘର ସମାରୋହରେ ଡାନ୍ସ କରୁ ଛନ୍ତି । ଆଜିକାଲି ଏହା ଏକ ଟ୍ରେଣ୍ଡ ହୋଇ ଗଲାଣି । କିନ୍ତୁ ଏହି ସବୁ ଭିଡିଓରେ ବହୁତ କମ ଦେଖାଯାଏ ଯେଉଁଠି ଝିଅମାନେ ନିଜର ମାତା ପିତାଙ୍କୁ ଗୀତ ଡେଡୀକେଟ କରନ୍ତି । ଏବଂ ତାଙ୍କ ପାଇଁ ସ୍ପେଶଲ ପରଫରମେଂସ ଦେଇଥାନ୍ତି ।

ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଡାନ୍ସ ପରଫରମେଂସ ଭିଡିଓ ନେଇ ଆସିଛୁ । ଯେଉଁଠି ଗୋଟିଏ ଝିଅ ନିଜ ନିର୍ବନ୍ଧ ଦିନ ନିଜ ମାତା ପିତାଙ୍କ ପାଇଁ ଡାନ୍ସ କରିଛନ୍ତି ।

ଝିଅର ଡାନ୍ସ ଦେଖି ଭାବୁକ ହୋଇଗଲେ ମାତା ପିତା

ଡାନ୍ସ ଆରମ୍ଭ ହେବା ପୂର୍ବରୁ ଝିଅର ଏକ ଇମୋଶନଲ ସ୍ପୀଚ ଆସୁଛି । ଯେଉଁଥିରେ ସେ ନିଜ ମାତା ପିତାଙ୍କୁ ଧନ୍ୟବାଦ ଦେଉଛି । ପ୍ରଥମେ ଝିଅ ଜଣକ ଫିଲ୍ମ ‘ରାଜୀ’ର ଏକ ଗୀତରେ ନାଚିଲେ । ଏହା ପରେ ସେ ନିଜ ଭଉଣୀ ସହିତ ଆଉ ଏକ ଗୀତରେ ନାଚିଲେ । ଏହି ପରଫରମେଂସ ଦେଖି ପିତା ମାତା ବହୁତ ଭାବୁକ ହୋଇଗଲେ । ଏହି ଭିଡିଓ ବହୁତ ଇମୋଶନଲ ଥିଲା ଏବଂ ଆମକୁ ବିଶ୍ଵାସ ଅଛି କି ଆପଣ ମାନେ ବି ଏହି ଭିଡିଓକୁ ଦେଖିଲେ ଆପଣ ମାନଙ୍କର ଆଖିରେ ଲୁହ ଚାଲି ଆସିବ ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୩୦ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି । ଏବଂ ଏହା ବହୁତ ଶୀଘ୍ର ଭାଇରାଲ ମଧ୍ୟ ହେଉଛି ।

ଦେଖନ୍ତୁ ଭିଡିଓ –

https://youtu.be/xlexUsnUOXY?t=86

ପୋଷ୍ଟଟି ଭଲ ଲାଗିଲେ ସେଆର କରିବେ ଓ ଆଗକୁ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଏବେହିଁ ଲାଇକ କରନ୍ତୁ ।