ଶୋଇବା ଘରୁ ଏହି ଜିନିଷଟି ବାହାର କରି ଦିଅନ୍ତୁ ଓ ଦେଖନ୍ତୁ ଚମତ୍କାର, କେବେବି ହେବ ନାହିଁ…

ସାଧାରଣତଃ ଆପଣ ମାନେ ଜାଣିଛନ୍ତି କି ଆଜିକାଲି ଯୁଗରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ କେତେ ତିକ୍ତତ୍ତା ସୃଷ୍ଟି ହେଉଛି । କହିବାକୁ ଗଲେ ଦୁଇ ଦିନ ସମ୍ପର୍କ ଭଲ ସବୁକିଛି ଚାଲୁଥିବା ବେଳେ ପୁଣି କିଛି ଦିନ ପରେ ଝଗଡା ଆରମ୍ଭ ହୋଇଯାଏ । ଯଦି ଆପଣଙ୍କ ଘରେ ଏହିଭଳି ଝଗଡା ହେଉଛି, ତେବେ ଆପଣ ଯେଉଁ ଘରେ ଶୋଇବାକାଉ ଯାଉଛନ୍ତି । ସେହି ଘରୁ କିଛି ଏମିତି ଜିନିଷ ଅଛି ଯାହାକୁ ବାହାର କରି ଦେଲେ ଆପଣଙ୍କ ଘରେ ଆଉ ଝଗଡା ହେବ ନାହିଁ ।

କହିବାକୁ ଗଲେ ଏହି ସବୁ ଜିନିଷ ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଏହା ବିଷୟରେ ଶାସ୍ତ୍ରରେ ବି ଲେଖା ହୋଇଛି ।

ଏମିତିରେ ଯଦି ଆପଣ ଶୋଇବା ଘରୁ ଏହି ପାଞ୍ଚଟି ଜିନିଷ ବାହାର କରି ଦେଉଛନ୍ତି । ତେବେ ଆପଣଙ୍କ ଘରେ କେବେ ବି ଝଗଡା ହେବ ନାହିଁ କି ନକରାତ୍ମକ ଶକ୍ତିର ପ୍ରଭାବ ବି ପଡିବ ନାହିଁ । ଆପଣଙ୍କ ବାସ୍ତୁ ଦୋଷ ବି ସମାପ୍ତ ହୋଇଯିବ । ଆସନ୍ତୁ ଜାଣିବା….

ଜୋତା ଓ ଚପଲ

କହିବାକୁ ଗଲେ ଆପଣ ଯେଉଁ ରୁମରେ ଶୋଉଛନ୍ତି ସେହି ରୁମରେ କେବେ ବି ଚପଲ କିମ୍ବା ଜୋତା ଭୁଲରେ ବି ରଖନ୍ତୁ ନାହିଁ । ଯଦି ଆପଣ ଏହିଭଳି କରୁଛନତି ତେବେ ସେଠି ନକରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଏହା ରହିବା ଦ୍ଵାରା ଆପଣଙ୍କ ଘରେ ବସ୍ତୁ ଦୋଷ ବି ସୃଷ୍ଟି ହୋଇଥାଏ । ଯେଉଁ କାରଣରୁ ଆପଣଙ୍କ ଘରେ ଝଗଡା ବି ସୃଷ୍ଟି ହୋଇଥାଏ ।

ଝାଡୁ

ଯଦି ଆପଣ ଘର ଓଳାଇ ସାରିବା ପରେ ଶୋଇବା ଘରେ ହିଁ ଝାଡୁ ରଖୁଛନ୍ତି ତେବେ ଏହା ଆପଣଙ୍କ ବିପଦ ସୃଷ୍ଟି କରିବା ସହ ଆପଣଙ୍କୁ କଙ୍ଗାଳ ବି କରିଦିଏ । ଏପରି କି ଆପଣ ଯାହା ବି ରୋଜଗାର କରୁଛନ୍ତି ତାହା ବି ଆପଣଙ୍କ ପାଖରେ ରହିବ ନାହିଁ । ଏହା ସହିତ ଘରେ ସବୁବେଳେ ଝଗଡା ହୋଇଥାଏ । ଏଥିପାଇଁ ଆପଣ ଶୋଇବା ଘରୁ ଝାଡୁକୁ ବାହାର କରି ଦିଅନ୍ତୁ ।

ଚିରା ଫଟା କପଡା

ବେଳେ ବେଳେ ଆପଣଙ୍କ ଶୋଇବା ଘରେ ଚିରା ଫଟା କପଡା ରହିଯାଏ । ଯଦି ବି ଆପଣ ଏହାକୁ ଘରେ ରଖୁଛନ୍ତି ତେବେ ଆପଣଙ୍କ ଘରେ ନକରାତ୍ମକ ପ୍ରଭାବ ପଡିବା ସହ ଆପଣ ଦରିଦ୍ର ବି ହୋଇଯିବେ । ସେଥିପାଇଁ ଘରୁ ଚିରା ଫଟା କପଡା ବାହାର କରି ଦିଅନ୍ତୁ ।

ଖାଲି ପଲିଥିନ

ଯଦି ଆପଣ ଶୋଇବା ଘରେ ଖାଲି ପଲିଥିନ ରଖିଛନ୍ତି ତେବେ ଏହା ଘରେ ନକରାତ୍ମକ ଊର୍ଜା ସୃଷ୍ଟି କରିଥାଏ । ଯେଉଁ କାରଣରୁ ଆପଣଙ୍କ ଘରେ ଝଗଡା ସୃଷ୍ଟି ହୋଇଥାଏ । ସେଥିପାଇଁ ଆପଣ ଏହାକୁ ବାହାରକୁ ବାହାର କରି ଦିଅନ୍ତୁ ।

ଖାଲି ଡବା

ନିଜର ଶୋଇବା ଘରେ ଟିଭି କିମ୍ବା ଖାଲି ଡବା ବି ରଖନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ଘରେ ସବୁବେଳେ କଳି ଝଗଡା ଲାଗିଥାଏ । ସେଥିପାଇଁ ଶୋଇବା ଘରୁ ଏହିଭଳି ସବୁ ଜିନିଷକୁ ବାହାରକୁ ବାହାର କରି ଦିଅନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।