ସାବତ ମାଙ୍କୁ ବହୁତ ଭଲ ପାଆନ୍ତି ବଲୀଉଡର ଏହି ୪ ଜଣ ଷ୍ଟାର, ଜଣେତ କହିଲେ କି ସେ ନିଜ ମା ପାଇଁ …

ବଲୀଉଡରେ ଆଜିକାଲି ଷ୍ଟାର କିଡ୍ସଙ୍କର ଜମାନା ଅଟେ । ଷ୍ଟାର କିଡ୍ସ ନିଜର ନାମ ଏବଂ ଅଭିନୟ ଦମରେ ବଲୀଉଡରେ ଏକ ନୂତନ ଜାଗା ତିଆରି କରିବାରେ ପ୍ରାୟତଃ ସଫଳ ହୋଇଥାନ୍ତି । କିନ୍ତୁ ସଫଳ ହେବା ପାଇଁ ତାଙ୍କୁ ବହୁତ ପରିଶ୍ରମ ବି କରିବାକୁ ପଡିଥାଏ । ଆଜି ଆମ ଆପଣଙ୍କୁ ସେହି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ସାବତ ମାଙ୍କୁ ବହୁତ ଭଲ ପାଆନ୍ତି । ବଲୀଉଡର କିଛି ଏମିତି ଷ୍ଟାର ଅଛନ୍ତି, ଯେଉଁମାନେ ଦ୍ଵିତୀୟ ବିବାହ କରିଛନ୍ତି । ଏବଂ ତାଙ୍କର ପିଲାମାନେ ତାଙ୍କ ଠାରୁ ଅଲଗା ରହୁଛନ୍ତି, କିନ୍ତୁ କିଛି ଏମିତି ଷ୍ଟାର କିଡ୍ସ ଅଛନ୍ତି, ଯେଉଁମାନେ ନିଜର ସାବତ ମାଙ୍କୁ ଘୃଣା କରିବା ପରବର୍ତ୍ତେ ତାଙ୍କୁ ନିଜ ମୁଣ୍ଡ ଉପରେ ରଖିଥାନ୍ତି ।

ଶାହିଦ କପୂର

Image courtesy: Google

ବଲୀଉଡରେ ଶାହିଦ କପୂର ବହୁତ ଫେମସ ଅଟନ୍ତି । ଶାହିଦ କପୂରଙ୍କର ପିତା ପଙ୍କଜ କପୁର ଦ୍ଵିତୀୟ ବିବାହ ସୁପ୍ରିୟା ପାଠକ ସହ କରିଥିଲେ, ଯାହାଙ୍କୁ ଶାହିଦ କପୂର ବହୁତ ଭଲ ପାଆନ୍ତି । କହିଦେଉଛୁ ଯେ ଶାହିଦ କପୂରଙ୍କର ମାଙ୍କର ନାମ ନୀଲିମା ଅଜୀମ ଅଟେ ।

ସନୀ ଦେଓଲ

Image courtesy: Google

ସନୀ ଦେଓଲଙ୍କର ପିତା ଧର୍ମେନ୍ଦ୍ର ବଲୀଉଡର ଜଣେ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତା ରହି ସାରିଛନ୍ତି । ଧର୍ମେନ୍ଦ୍ରଙ୍କର ପୁଅ ସନୀ ଦେଓଲ ବି ବଲୀଉଡରେ ବହୁତ ନାଁ କରିଛନ୍ତି । ଧର୍ମେନ୍ଦ୍ର ହେମା ମାଳିନୀଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ, ସନୀ ଦେଓଲ ହେମା ମାଳିନୀଙ୍କୁ ବହୁତ ଭଲ ପାଆନ୍ତି, ଏବଂ ସେ ପ୍ରାୟତଃ ନିଜର ସାବତ ମାଙ୍କ ସହ ରୁହନ୍ତି ।

ସାରା ଅଲି ଖାନ

Image courtesy: Google

ବଲୀଉଡର ନୂଆ ଅଭିନେତ୍ରୀ ସାରା ଅଲି ଖାନଙ୍କ ବିଷୟରେ ବିଶେଷ କିଛି କହିବାକୁ ପଡିବ ନାହିଁ । କାରଣ ସେ ଯେବେଠୁ ଅଭିନେତ୍ରୀ ହୋଇଛନ୍ତି, ସେବେଠୁ ତାଙ୍କର ଚର୍ଚା ଲଗାତାର ହେବାକୁ ଲାଗିଛି । କହି ଦେଉଛୁ ଯେ ସାରାଙ୍କର ମାଙ୍କର ନାମ ଅମୃତା ସିଂହ ଅଟେ, ଯାହାକୁ ସେ ବହୁତ ଭଲ ପାଆନ୍ତି, କିନ୍ତୁ ପିତା ସୈଫ ଅଲୀ ଖାନଙ୍କର ଦ୍ଵିତୀୟ ପତ୍ନୀ କରିନା କପୁରଙ୍କୁ ବି ସେ ବହୁତ ଭଲ ପାଆନ୍ତି । ମାନେ ସାରା ନିଜର ସାବତ ମାଙ୍କୁ ଘୃଣା କରନ୍ତି ନାହିଁ ।

ସଲମାନ ଖାନ

Image courtesy: Google

ସଲମାନ ଖାନଙ୍କର ଇସାରାରେ ଆଜି ବଲୀଉଡ ଚାଲୁଛି । ସଲମାନଙ୍କର ପିତା ୨ ଟି ବିବାହ କରିଛନ୍ତି । ସଲମାନ ଖାନ ପିତାଙ୍କର ଦ୍ଵିତୀୟ ପତ୍ନୀ ହେଲନଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ କେବେ ବି ନିଜ ମା ଏବଂ ସାବତ ମା ମଧ୍ୟରେ ପାର୍ଥକ୍ୟ କରନ୍ତି ନାହିଁ, ଦୁଇଜଣଙ୍କୁ ପୁରା ସମ୍ମାନ ଦିଅନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।