ନିଜ ପୁତୁରାକୁ ହିଁ ହୃଦୟ ଦେଇ ବସିଲା ମାଉସୀ, ବିବାହ କରିବା ପାଇଁ ଜିଦ ଧରିଲା, ଜାଣନ୍ତୁ ପୁଣି କଣ ହେଲା

ପ୍ରେମ ଏକ ଏମିତି ଜିନିଷ ଅଟେ ଯାହା ସମସ୍ତଙ୍କୁ ହୋଇଥାଏ । ଯେତେବେଳେ ବ୍ୟକ୍ତି ପ୍ରେମରେ ଥାଏ ତେବେ ତାହାର ହୃଦୟ ବୟସ, ରଙ୍ଗ, ଜାତି ଓ ସମ୍ପର୍କ କିଛି ବି ଦେଖେ ନାହିଁ । ଏହି କଥାର ଉଦାହରଣ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାର ଶିକୋହାବାଦରେ ଦେଖିବାକୁ ମିଳିଛି । ଏଠିକାର ଜଣେ ମହିଳାଙ୍କୁ ନିଜର ହିଁ ପୁତୁରା ସହ ଏହିଭଳି ପ୍ରେମ ହେଲା କି ସେ ସମସ୍ତ ଲଜ୍ୟା ଓ ସମ୍ପର୍କ ଭୁଲି ଯାଇ ତାହ ସହିତ ବିବାହ କରିବା ପାଇଁ ଜିଦ ଧରି ବସିଛି । ଏହା ପରେ ପରିବାର ଲୋକମାନଙ୍କୁ ପଞ୍ଚାୟତ ଠାରୁ ନେଇ ଥାନା ପର୍ଯ୍ୟନ୍ତ ବି ଚକ୍କର କାଟିବାକୁ ପଡିଲା । ଆସନ୍ତୁ ଏହି ପୁରା ମାମଲାକୁ ବିସ୍ତାର ରୂପରେ ଜାଣିବା ।

କହିବାକୁ ଗଲେ ନେହା (ପରିବର୍ତିତ ନାମ) ଶିକୋହାବାଦ ଏକ ମୋହଲ୍ଲେରେ ନିଜର ବଡ ଭଉଣୀ ସହ ରହୁଥିଲା ଓ ସେ ନିଜ ବଡ ଭଉଣୀ ଘରେ ପିଲାଦିନୁ ହିଁ ଅଛି । ନେହାର ବଡ ଭଉଣୀର ଏକ ପୁଅ ବି ଥିଲା । ଯାହାକି ସମ୍ପର୍କରେ ନେହାର ନିଜର ପୁତୁରା ହେବ । ଗୋଟିଏ ଘରେ ରହୁ ରହୁ ଦୁଇ ଜଣଙ୍କ ମଧ୍ୟରେ ଧୀରେ ଧୀରେ ପ୍ରେମ ସମ୍ପର୍କ ଗଢି ଉଠିଲା । ନେହା ନିଜର ପୁତୁରାର ପ୍ରେମରେ ପୂରାପୂରି ପାଗଳ ହୋଇ ଯାଇଥିଲା । ଏହି ଅଫେୟାର ବିଷୟରେ ପରିବାର ଲୋକମାନଙ୍କୁ କିଛି ବି ଜଣା ନ ଥିଲା ଓ ସବୁକିଛି ଠିକ ଠାକ ଚଳୁଥିଲା ।

କିନ୍ତୁ କିଛି ଦିନ ପରେ ନେହାର ବଡ ଭଉଣୀ ନିଜ ପୁଅର ବାହାଘର ଅନ୍ୟ ଏକ ଜାଗାରେ ଠିକ କରିଦେଲା । ଏହି କଥା ଉପରେ ରାଗି ଯାଇ ନେହା ନିଜ ବଡ ଭଉଣୀକୁ ନିଜ ହୃଦୟର କଥା କହିଦେଲା । ଏହ ପରେ ଘରେ ବହୁତ ହଙ୍ଗମା ହେଲା । କିନ୍ତୁ ପରିବାର ଲୋକମାନେ ନେହାକୁ ବହୁତ ବୁଝାଇବାକୁ ଚେଷ୍ଟା କରିଲେ କିନ୍ତୁ ସେ ମାନିଲା ନାହିଁ । ଏହା ପରେ ଏହି ମାମଲାଟି ସେତେବେଳେ ଖରାପ ହୋଇଗଲା ଯେତେବେଳେ ଏହି ମାମଲାଟି ପୁଲିସ ଥାନାକୁ ପହଞ୍ଚି ଗଲା ।

ସେଠି ନେହା ଓ ତାର ଘର ଲୋକମାନଙ୍କ ମଧ୍ୟରେ ବହୁତ ଝଗଡା ହେଲା । ଶେଷରେ ପୁଲିସ ଅଧିକାରୀମାନେ ଏହି ମାମଲାରେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା କରି ସମାଧନ ବାହାର କରିବା ପାଇଁ ଉପଦେଶ ଦେଲେ । ଏହା ପରେ ନେହା ନିଜ ଘର ଲୋକମାନଙ୍କ ସହିତ ଘରକୁ ଯିବା ପାଇଁ ରାଜି ହୋଇଗଲା ।

କହିବାକୁ ଗଲେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଏହିଭଳି ମାମଲା ସାମନାକୁ ଆସିଛି । ଏହ ପୂର୍ବରୁ ବି ଏହିଭଳି ମାମଲା ସାମନାକୁ ଆସିଛି ଯେଉଁଥିରେ ନିଜ ସମ୍ପର୍କୀୟମାନଙ୍କ ମଧ୍ୟରେ ବିବାହ ଓ ପ୍ରେମ ହୋଇଯାଏ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।