ନିଜ ସ୍ତ୍ରୀକୁ ସବୁଠୁ ଅଧିକ ପ୍ରେମ କରିଥାନ୍ତି ଏହି ସବୁ ରାଶିର ସ୍ଵାମୀ

ସ୍ଵାମୀ – ସ୍ତ୍ରୀର ସମ୍ପର୍କ ବହୁତ ପବିତ୍ର ଓ ସରଳ ହୋଇଥାଏ । ହିନ୍ଦୁ ଧର୍ମରେ ବିବାହ ପାଇଁ ପୁଅ ଓ ଝିଅର ଜାତକ ମେଳକ କରାଯାଇଥାଏ । କିନ୍ତୁ କିଛି ଥର ଜାତକ ମିଶିବା ପରେ ବି ସମ୍ପର୍କ ଭାଙ୍ଗି ଯାଇଥାଏ । ଏହାର ବହୁତ କାରଣ ବି ହୋଇଥାଏ । ଯଦି ସ୍ଵାମୀ ରୋମାଣ୍ଟିକ ହୋଇଥାଏ ତେବେ ସମ୍ପର୍କରେ ସବୁବେଳେ କିଛି ନୂଆ ଦେଖିବାକୁ ମିଳିଥାଏ । ରୋମାନ୍ସ ସ୍ଵାମୀ – ସ୍ତ୍ରୀଙ୍କ ସମ୍ପର୍କରେ ନୂତନ ଜୀବନ ଭରି ଦେଇଥାଏ ।

Image courtesy: Google

କିନ୍ତୁ କିଛି ସ୍ଵାମୀ ନିଜ ପତ୍ନୀଙ୍କୁ ନିଜ ପ୍ରେମ ବିଷୟରେ ଖୋଲି କରି କୁହନ୍ତି ତ କିଛି ଲୋକମାନେ ନିଜ ପ୍ରେମକୁ କହି ପାରନ୍ତି ନାହିଁ । କହିବାକୁ ଗଲେ ବ୍ୟକ୍ତିର ସ୍ଵଭାବ ଉପରେ ତାଙ୍କର ରାଶିର ବି ବହୁତ ଅଧିକ ପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଉଁ କେଉଁ ରାଶିର ସ୍ଵାମୀ ବହୁତ ଅଧିକ ରୋମାଣ୍ଟିକ ହୋଇଥାନ୍ତି ।

ଏହି ରାଶିର ସ୍ଵାମୀମାନେ ହୋଇଥାନ୍ତି ରୋମାଣ୍ଟିକ :

କୁମ୍ଭ ରାଶି :

ଏହି ରାଶିର ସ୍ଵାମୀ ନିଜ ଦୁନିଆରେ ହିଁ ମସ୍ତ ରହିଥାନ୍ତି । ଏମାନଙ୍କୁ ଏହି କଥାରେ ହୋସ ବି ନ ଥାଏ କି ତାଙ୍କର ଏକ ପତ୍ନୀ ବି ଅଛି । ଯାହା ତାଙ୍କର ପ୍ରେମର ଅପେକ୍ଷାରେ ଅଛି । ରୋମାନ୍ସ ମାମଲାରେ ଏମାନେ ଅଳ୍ପ ପଛୁଆ ଅଟନ୍ତି ।

ବୃଷ ରାଶି :

ଏହି ରାଶିର ସ୍ଵାମୀ ନିଜ ପତ୍ନୀଙ୍କର ସମସ୍ତ ଜିନିଷର ଧ୍ୟାନ ରଖନ୍ତି ଓ ତାହାକୁ ପୁରା ବି କରନ୍ତି । ଏମାନେ ନିଜ ପତ୍ନୀଙ୍କୁ କେବେ ବି ଧୋକା ଦିଅନ୍ତି ନାହିଁ । କିନ୍ତୁ ଏହିଭଳି ପୁରୁଷଙ୍କୁ କାବୁ କରିବା ବହୁତ କଷ୍ଟକର ହୋଇଥାଏ ।

Image courtesy: Google

କର୍କଟ ରାଶି :

କର୍କଟ ରାଶିର ସ୍ଵାମୀ, ସ୍ତ୍ରୀକୁ ସରପ୍ରାଇଜ ଦେବାକୁ ପସନ୍ଦ କରନ୍ତି । ଏମାନେ ନିଜ ପରିବାରର ଧ୍ୟାନ ରଖିବା ଜାଣିଥାନ୍ତି । କିନ୍ତୁ ଏହି ରାଶିର ପୁରୁଷମାନେ ବହୁତ ଅଧିକ ଦେଖେଇ ହୁଅନ୍ତି ।

ସିଂହ ରାଶି :

ସିଂହ ରାଶିର ପୁରୁଷ ସବୁଠୁ ଭଲ ସ୍ଵାମୀ ପ୍ରମାଣିତ ହୋଇଥାନ୍ତି । ଏହି ରାଶିର ଲୋକମାନଙ୍କୁ ନିଜର ପ୍ରଶଂସା ଶୁଣିବାକୁ ପସନ୍ଦ ଲାଗେ । ଏମାନେ ବହୁତ ଜଲ୍ଦି ମହିଳାଙ୍କ ଆଡକୁ ଆକର୍ଷିତ ହୋଇ ଯାଆନ୍ତି ।

ତୁଳା ରାଶି :

ଏହି ରାଶିର ପୁରୁଷମାନେ ବିବାହିତ ଜୀବନରେ ପ୍ରେମର ରସ ଘୋଳିବାକୁ ଭଲ ଭାବରେ ଜାଣିଥାନ୍ତି । ଏମାନେ ନିଜର ସମ୍ପର୍କକୁ ନେଇ ବହୁତ ଅଧିକ ବିଶ୍ଵାସୀ ହୋଇଥାନ୍ତି ।

Image courtesy: Google

ଧନୁ ରାଶି :

ଏହି ରାଶିର ପୁରୁଷ ଉପରେ ସହଜରେ ବିଶ୍ଵାସ କରିବା ଉଚିତ କରାଯାଇ ପାରିବ ନାହିଁ । ଏମାନେ କାହାର ସମ୍ପର୍କକୁ ବହୁତ ଜଲ୍ଦି ଭାଙ୍ଗି ଦେଇଥାନ୍ତି । ଜଲ୍ଦି ହିଁ ନିଜ ପାଇଁ ନୂଆ ପାର୍ଟନର ଖୋଜିବାକୁ ଲାଗନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।