ପସନ୍ଦ କରନ୍ତୁ ଗୋଟିଏ ବେଲୁନ ଓ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ଵ, ସ୍ଵଭାବ ବିଷୟରେ

ଆପଣ ମାନେ ଜାଣିଥିବେ ଯେମିତି ସବୁ ବ୍ୟକ୍ତିଙ୍କ ଚେହେରା ଓ ବ୍ୟବହାର ଅଲଗା ଅଲଗା ହୋଇଥାଏ ସେହିଭଳି ଏହି ଦୁନିଆର ସବୁ ବ୍ୟକ୍ତିଙ୍କ ପସନ୍ଦ ମଧ୍ୟ ଅଲଗା ଅଲଗା ହୋଇଥାଏ । କିଛି ଲୋକଙ୍କୁ ଶାନ୍ତି ଭଲ ଲାଗେ ତ ଆଉ କିଛି ଲୋକଙ୍କମାନଙ୍କୁ ଗହଳି ଚହଳି ଭଲ ଲାଗେ । ସେହିଭଳି ରଙ୍ଗ ମଧ୍ୟ ସମସ୍ତଙ୍କର ଅଲଗା ହୋଇଥାଏ । ଏମିତିକାରେ ରଙ୍ଗ ବିନା ମନୁଷ୍ୟ ଜୀବନ ନିରର୍ଥକ ହୋଇଥାଏ । ଆସନ୍ତୁ ଜାଣିବା ଏହି ରଙ୍ଗ ଦ୍ଵାରା ମନୁଷ୍ୟର ସ୍ଵଭାବ ବିଷୟରେ । ପସନ୍ଦ କରନ୍ତୁ ଏହି 7 ଟି ରଙ୍ଗର ବେଲୁନରୁ ଗୋଟିଏ ବେଲୁନକୁ ଆଉ ଜାଣନ୍ତୁ ନିଜ ବ୍ୟକ୍ତିତ୍ଵ ବିଷୟରେ ।

କଳା ବେଲୁନ

କଳା ରଙ୍ଗ ସଇତାନର ରଙ୍ଗ ବୋଲି ମାନନ୍ତି । କଳାରଙ୍ଗ ଡାର୍କ ବ୍ୟକ୍ତିତ୍ଵର ପରିଚୟ ଦେଇଥାଏ । କଳା ରଙ୍ଗ ମନୁଷ୍ୟ ଭିତରେ ଥିବା ଅଟଳତା ଓ ଦୃଢତା ଗୁଣକୁ ଦର୍ଶାଇଥାଏ । ଆପଣ ଜଣେ ଦୃଢ ମନବଳ ବ୍ୟକ୍ତି ଅଟନ୍ତି ଯାହାକି ନିଜର ସମସ୍ୟାକୁ ନିଜ ପ୍ରଗତିର ରାସ୍ତାରେ ଆସିବାକୁ ଦିଅନ୍ତି ନାହିଁ ।

ବାଇଗଣି ବେଲୁନ

ଏହି ରଙ୍ଗର ବ୍ୟକ୍ତିତ୍ଵ ଧୂମକେତୁ ଭଳି ଚମକ ଦେଖାଯାଏ କିନ୍ତୁ ସମୟ ବିତିବା ପରେ ଏହା ଚମକ ଉଡିଯାଏ । ଯଦି ଆପଣ ଏହି ରଙ୍ଗର ବେଲୁନକୁ ପସନ୍ଦ କରନ୍ତି ତେବେ ଆପଣ ଜୀବନର ସବୁଠୁ ଖୁସି ସମୟକୁ ଉପଭୋଗ କରୁଛନ୍ତି ଆପଣ ସବୁବେଳେ ଚେଷ୍ଟା କରନ୍ତୁ ଯେ ଆପଣ ସବୁବେଳେ ଜୀବନକୁ ଏହିପରି ଭାବେ ଉପଭୋଗ କରିବା ପାଇଁ ଯାହାଦ୍ୱାରା ଖୁସିଟି ଆପଣଙ୍କ ପାଖରେ ଥିବ ।

ଧଳା ବେଲୁନ

ଏହା ସୂର୍ଯ୍ୟ କିରଣ ଭଳି ଊର୍ଜା ପ୍ରବାହିତ କରେ ଏବଂ ଆପଣନାକ ଆତ୍ମାର ଶକ୍ତିକୁ ତାର ଚରମ ସୀମା ପର୍ଯ୍ୟନ୍ତ ନେଇଯିବା ପାଇଁ ସାହାଯ୍ୟ କରିଥାଏ । ଅର୍ଥାତ ଆପଣ ବହୁତ ଶାନ୍ତ ଓ ଆପଣ ସବୁବେଳେ ଏକାନ୍ତରେ ରହିବାକୁ ପସନ୍ଦ କରନ୍ତି । ଏହି ଧଳା ରଙ୍ଗ ସବୁବେଳେ ଛଳ କପଟ ଠାରୁ ଦୂରରେ ରହିବାର ପରିଚୟ ଦେଇଥାଏ ।

ନୀଳ ବେଲୁନ

ଏହି ରଙ୍ଗର ଅର୍ଥ ହେଲା କ୍ଷତ ଭରିବାର ନିଦର୍ଶନ ଅଟେ । ଏହି ଭଳି ଲୋକ ସେମାନଙ୍କୁ ରାସ୍ତା ଦେଖାନ୍ତି ଯେଉଁ ମାନେ ଠିକ ରାସ୍ତାରୁ ଭଟକି ଯାଇଥାନ୍ତି । ଏଥିପାଇଁ ନୀଳ ରଙ୍ଗକୁ ପାଖରେ ରଖିବା ଦ୍ଵାରା କ୍ଷତ ଭରିଯାଏ ।

ସବୁଜ ବେଲୁନ

ଏହି ରଙ୍ଗର ବେଲୁନକୁ ପସନ୍ଦ କରିଥିବା ଲୋକ ମାନେ ସମସ୍ତଙ୍କର ଦୁଖକୁ ବୁଝି ତାଙ୍କୁ ସେହି ଦୁଖରୁ ଉଧାର କରିଥାନ୍ତି ଏମାନଙ୍କ ପାଖରେ ଖାସ ପ୍ରକାରର କ୍ଷମତା ଥାଏ ଜେକି କାହାକୁ ବି ତାର ଦୁଖରୁ ଉଧାର କରିଥାନ୍ତି । ଏମାନଙ୍କୁ ପ୍ରକୃତି ମଧ୍ୟରେ ବୁଲିବାକୁ ରହିବାକୁ ପସନ୍ଦ କରିଥାନ୍ତି ।

ହଳଦୀ ବେଲୁନ

ହଳଦୀ ରଙ୍ଗ ସଂଚାର ର ପ୍ରତୀକ ଅଟେ । ଏହି ହଳଦିଆ ରଙ୍ଗର ବେଲନକୁ ପସନ୍ଦ କରୁଥିବା ଲୋକମାନେ ବହୁତ ଶାନ୍ତ ଚିତ୍ତର ଅଟନ୍ତି ।  ଏମାନେ ବୁଝି ବିଚାରୀ କାର୍ଯ୍ୟଟିକୁ କରନ୍ତି । ହଳଦିଆ ରଙ୍ଗ ମନେରଖିବା ଶକ୍ତିକୁ ମଜବୁତ କରିଥାଏ ।

ଲାଲ ବେଲୁନ

ଲାଲୀ ରଙ୍ଗ ଉର୍ମାଦନାର ପ୍ରତୀକ ଅଟେ । ଏହି ଉର୍ମା ଦନା ପ୍ରେମର ପ୍ରତୀକ ନ ହେଲେ ବି କୌଣସି କାମକୁ ନେଇକି କରିପାରେ । ଯେଉଁ ବ୍ୟକ୍ତି ଲାଲ ରଙ୍ଗର ବେଲନକୁ ପସନ୍ଦ କରିଛନ୍ତି ତେବେ ସେହି ବ୍ୟକ୍ତି ଯେଉଁ କାମରେ ପସିଛନ୍ତି । ତେବେ ସେ ମକୁଳିବା ପାଇଁ ନିଜ ବାଟ ନିଜେ ହିଁ ଖୋଜିନେବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।