ନିଜ ବାପାଙ୍କ ପାଇଁ କିଛି ବି କରି ପାରନ୍ତି ଏହି 3 ଟି ନାମର ଝିଅ- Jyotish Shastra

କଥାରେ ଅଛି ଝିଅମାନେ ବାପା ଓ ମା ଉଭୟଙ୍କର ପ୍ରିୟ ହୋଇଥାନ୍ତି । କିନ୍ତୁ ଝିଅମାନେ ବାପାଙ୍କର ଅଧିକ ପ୍ରିୟ ହୋଇଥାନ୍ତି । ଦୁନିଆରେ ଏମିତି କିଛି ଝିଅ ଅଛନ୍ତି ଯେଉଁମାନେ ନିଜ ଭାଇ ଭଉଣୀଙ୍କ ଠାରୁ ଅଧିକ ସ୍ପେଶାଲ ହୋଇଥାନ୍ତି । ଏହି ସ୍ଵଭାବ ଥିବା ଝିଅମାନେ ନିଜ ବାପାଙ୍କର ଅଧିକ ଲାଡଲି ହୋଇଥାନ୍ତି । ବାପାମାନେ ଏହି ଭଳି ଝିଅମାନଙ୍କର ଆଖିରେ କେବେ ବି ଲୁହ ଆସିବାକୁ ଦେଇ ନଥାନ୍ତି । ତାଙ୍କୁ କେବେ ବି ଦୁଖରେ ଦେଖି ପାରନ୍ତି ନାହିଁ ।  ଏହି ଭଳି ଝିଅମାନଙ୍କର ଛୋଟରୁ ବଡ ଇଛାକୁ ତାଙ୍କ ବାପାମାନେ ପୂରଣ କରିଥାନ୍ତି ।

ସେଥି ପାଇଁ ଏହି ଝିଅମାନେ ବାପାଙ୍କର ପରି ହୋଇଥାନ୍ତି । ଏପରି ଝିଅମାନଙ୍କର ସ୍ଵଭାବ ତାଙ୍କ ବ୍ୟବହାର ଓ ଚିନ୍ତାଧାରା ଉପରେ ନିର୍ଭର କରିଥାଏ । ଏହି ଝିଅମାନେ ନିଜ ପିତାଙ୍କର ଯତ୍ନ ନେବା ସହ ଅଧିକ ବିଶ୍ଵସ୍ତ ହୋଇଥାନ୍ତି । ତେବେ ଦର୍ଶକବନ୍ଧୁ ଆମେ ଆଜି ଆପଣଙ୍କୁ ୩ଟି ନାମ ଥିବା ଏହି ଝିଅମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ପିତାଙ୍କର ପରି ବା ଲାଡଲି ହୋଇଥାନ୍ତି ।

” S” ନାମରେ ଆରମ୍ଭ ହେଉଥିବା ଝିଅମାନେ :

ଏହି ନାମର ଝିଅମାନେ ନିଜ ପିତାଙ୍କର ଅଧିକ ପ୍ରିୟ ହୋଇଥାନ୍ତି । ସେମାନେ ନିଜ ପିତାଙ୍କୁ ନିଜର ହୀରୋ ବୋଲି ମାନିଥାନ୍ତି । ନିଜ ପିତାଙ୍କର ଯତ୍ନ ନେବା ସହ ତାଙ୍କ ଉପରେ ଗର୍ବ କରିଥାନ୍ତି । ଏହି ଝିଅମାନଙ୍କର ସବୁ ଇଛାକୁ ପୁରା କରୁବାକୁ ବାପାମାନେ ନିଜର ସବୁ କାମ କାର୍ଯ୍ୟ ବନ୍ଦ କରିଦେଇ ଥାନ୍ତି । ସେଥିପାଇଁ ବାପାମାନେ ତାଙ୍କର ସବୁ ପିଲାମାନଙ୍କ ଭିତରୁ ଏହି ନାମ ଥିବା ଝିଅଙ୍କୁ ଅଧିକ ଭଲ ପାଇଥାନ୍ତି । ଝିଅକୁ ଦରକାର ସମୟରେ ସାହାଜ୍ଯ କରିବା ପାଇଁ ତାଙ୍କ ବାପା ଆଗକୁ ଆସିଥାନ୍ତି । ଏହି ସବୁ କାରଣରୁ ଏହି ନାମର ଝିଅମାନେ ନିଜ ପିତାଙ୍କର ଲାଡଲି ହୋଇଥାନ୍ତି ।

“P” ନାମରେ ଆରମ୍ଭ ହେଉଥିବା ଝିଅମାନେ :

ଏହି ନାମର ଝିଅମାନେ ନିଜ ବାପାଙ୍କର ଭାବନାକୁ ସମାନ ଦେଇଥାନ୍ତି । ଘରର ସବୁ ସଦସ୍ୟ ବାପାଙ୍କର ବିରୁଦ୍ଧରେ ହୋଇଯାଇଥିଲେ ମଧ୍ୟ ଝିଅ ନିଜ ବାପାର ସମର୍ଥନ କରିଥାଏ । ଝିଅ ନିଜ ମୁହଁରେ କିଛି ନ କହିଲେ ବି ବାପା ତାର ମନ କଥାକୁ ଜାଣି ଦେଇଥାଏ । ସେହି ଭଳି ଝିଅ ମଧ୍ୟ ବାପାର ମନ କଥାକୁ ଜାଣି ତାଙ୍କୁ ଅସମାନ ହେଲା ଭଳି କୌଣସି କାମ କରି ନ ଥାଏ । ସେଥି ପାଇଁ ଏହି ଝିଅମାନେ ନିଜ ବାପାଙ୍କର ପ୍ରିୟ ହୋଇଥାନ୍ତି ।

“A” ନାମରେ ଆରମ୍ଭ ହେଉଥିବା ଝିଅମାନେ :

ଏହି ନାମରେ ଆରମ୍ଭ ହେଉଥିବା ଝିଅମାନେ ପିଲାଦିନୁ ନିଜ ବାପାଙ୍କର ଅଧିକ ପ୍ରିୟ ହୋଇଥାନ୍ତି । ତାଙ୍କ ମା କୌଣସି କାମ କରିବାକୁ କହିଥିଲେ ମଧ୍ୟ ଏହି ଝିଅମାନେ କରିନଥାନ୍ତି । ଏହି କଥାକୁ ତାଙ୍କ ବାପାମାନେ ସମର୍ଥନ କରିଥାନ୍ତି ।

ଏହି ଝିଅମାନଙ୍କର ସବୁ ଜିଦିକୁ ତାଙ୍କ ବାପାମାନେ ପୂରଣ କରିଥାନ୍ତି । ଏହି ନାମର ଝିଅମାନେ ନିଜ ମାଙ୍କ ଅପେକ୍ଷା ପିତାଙ୍କୁ ଅଧିକ ଭଲ ପାଇବା ସହ ତାଙ୍କ ଯତ୍ନ ନେଇଥାନ୍ତି । ଏହି କାରଣରୁ ଦୁହିଙ୍କ ଭିତରେ ଦୃଢ ସମ୍ପର୍କ ରହିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।