Special Report: ମହାନ ହେଇଗଲେ କାମିନୀ, ମୃତ୍ୟୁ ପୂର୍ବରୁ ୭ ଜଣଙ୍କୁ ଏମିତି ଦେଇଗଲେ ଜୀବନ ଦାନ

ନମସ୍କାର ବନ୍ଧୁଗଣ । ଆମ ଦେଶରେ କୋରୋନାର ଦିତୀୟ ଲହର ଯୋଗୁ ଲକ ଡାଉନ ହେବାରୁ ଅନେକ ସାଧାରଣ ଲୋକଙ୍କୁ ଏଥିପାଇଁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡୁଛି । ଏଥିପାଇଁ ଅନେକ ଲୋକଙ୍କର ପ୍ରା-ଣ ହା-ନି ହେଉଛି ।

କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଲକ ଡାଉନ ହେବାରେ ପ୍ରଥମ ଥର ପାଇଁ ଏପରି ଘଟିଛି । ଏହି ଘଟଣାଟି ସୁରାଟରେ ଘଟିଛି ଯେଉଁଠି ଜଣେ ମହିଳା ନିଜର ଅ-ଙ୍ଗ ଦାନ କରି ୭ଜଣ ଲୋକଙ୍କର ଜୀବନ ରକ୍ଷା କରି ପାରିଛନ୍ତି ଯାହା ସହଜରେ ଗ୍ରହଣ କରିବା ସମ୍ଭବ ନ ଥିଲେ ମଧ୍ୟ ଏହି ଘଟଣାଟି ସତ୍ୟ ଅଟେ । ଡାକ୍ତରୀ ଟିମ ୩୦୦୦କିମି ରାସ୍ତାର ଦୂରତାକୁ ୧୦୦ ମିନିଟରେ ପହଞ୍ଚି ଏଭଳି ଏକ ମହାନ କାମ କରି ଦେଖାଇଛନ୍ତି ଯାହାକୁ ନେଇ ସାରା ଦେଶରେ ଖୁବ ଚର୍ଚ୍ଚା ଚାଲିଛି ।

ହାଇଦ୍ରାବାଦର ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳର ନେତୃତ୍ବରେ ଅସମ୍ଭବ ଲାଗୁଥିବା କାମ ସମ୍ଭବ ହୋଇ ପାରିଛି । ଜଣେ ୪୬ ବର୍ଷୀୟା ମହିଳା ନିଜର ପୁସ୍ଫୁସ, ହାର୍ଟ ଓ କିଡନୀ ଦାନ କରି ଅନେକ ଲୋକଙ୍କର ଜୀବନ ବଞ୍ଚାଇ ପାରିଛନ୍ତି । ଯେଉଁ ସମୟରେ ସୁରାଟରେ କୋରୋନା ପାଇଁ ଲକ ଡାଉନ ଚାଲିଥିଲା ସେହି ସମୟରେ ଏହି ଡାକ୍ତରୀ ଟିମ କ୍ଷିପ୍ର ଗତିରେ ପହଞ୍ଚି ଏହି ଅସଫଳ କାମକୁ ସଫଳ କରିବାରେ ସକ୍ଷମ ହୋଇଛନ୍ତି ।

ସୂଚନା ଅନୁସାରେ ସୁରାଟ ବାସିନ୍ଦା କାମିନି ବ୍ରେନ୍ଥଙ୍କର ବ୍ରେନ ଡେଡ ପରେ ତାଙ୍କ ପରିବାର ଲୋକେ ତାଙ୍କର ଅଙ୍ଗ ଦାନ କରିବାକୁ ନିଷ୍ପତି ନେଇଥିଲେ । ଏହା ପରେ ପ୍ରଶାସନକୁ ଅବଗତ କରାଇବା ପରେ ଏହି ଅପେରସନ ଆରମ୍ଭ ହୋଇଥିଲା । ଏହା ପରେ ପ୍ରଶାସନ ପକ୍ଷରୁ ୩ଟି କୋରିଦାର ପ୍ରସ୍ତୁତ କରା ଯାଇଥିଲା ଓ ଆମ୍ବୁଲାନ୍ସରେ ସେହି ମହିଳା ଜଣଙ୍କର ଅ-ଙ୍ଗ ଗୁଡିକ ସ୍ଥାନାନ୍ତର ହୋଇଥିଲା ।

ମହାରାଷ୍ଟ୍ରର ଜଣେ ମହିଳାଙ୍କ କୋରୋନାରେ ଆକ୍ରାନ୍ତ ହୋଇ ତାଙ୍କର ଫୁସଫୁସ ନଷ୍ଟ ହୋଇଥିବାରୁ ତାଙ୍କୁ ହାଇଦ୍ରାବାଦ ହସପିଟାଲରେ ଭର୍ତ୍ତି କରାଯିବା ପରେ ମୃ-ତ କାମିନିଙ୍କର ଫୁସଫୁସ ତାଙ୍କ ଠାରେ ଦାନ କରା ଯାଇଥିଲା । ଅହମଦାବାଦ ଷ୍ଟଲିଙ୍ଗ ହସପିଟାଲରେ ଜଣେ ରୋଗୀଙ୍କୁ ମୃ-ତ କାମୀନିଙ୍କର କିଡନୀ ଦାନ କରା ଯାଇଛି । କେବଳ ଏତିକି ନୁହେ ବରଂ ସୁରଟର ବାସିନ୍ଦା ଦ୍ରଷ୍ଟିକ ଚକ ସୁବେଙ୍କୁ ଆଖି ଦାନ କରା ଯାଇଛି ।

ଏହା ସହ ସୁରତର ବାଡଲି ତହସିଲର ଏକ ଛୋଟ ଗାଁରେ ରହୁଥିବା କାମିନି ବେନ୍ଥ ପଟେଲଙ୍କର ସିଟି ସ୍କ୍ଯାନ ରିପୋର୍ଟରେ ବ୍ରେନରେ ରକ୍ତସ୍ରାବ ହେବା ପରେ ତାଙ୍କର ବ୍ରେନ ଡେ-ଡ ହୋଇଥିବା ଡାକ୍ତର ମାନେ କହିଥିଲେ । କାମୀନିଙ୍କର ପୁଅ ଅନିମେଷ ପଟେଲ କହିଛନ୍ତି ଯେ ତାଙ୍କ ମା ମୃ-ତ୍ୟୁ ପରେ ମଧ୍ୟ ଅମର ହେବା ସହ ସମସ୍ତଙ୍କ ହୃଦୟରେ ଏକ ସ୍ମୃତି ହୋଇ ରହିଗଲେ । କାମିନି ମୃ-ତ ପରେ ମଧ୍ୟ ଏତେ ବଡ ମହାନ କାମ କରି ଯାଇଛନ୍ତି ଯାହା ପାଇଁ ଆମେ ସମସ୍ତେ ଗର୍ବ କରିବା ଉଚିତ ।

ତେବେ ଏହି ମହିଳାଙ୍କର ଏପରି ମହତ କାନ ଉପରେ ଆପଣଙ୍କ ମତାମତ କଣ ଆମକୁ ଜଣାନ୍ତୁ ଓ ତାଙ୍କ ପାଇଁ ଗୋଟିଏ ଲାଇକ ଓ ଶେୟାର କରି ସମସ୍ତଙ୍କୁ ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ