ନିଜର ୩ଟି ଝିଅଙ୍କ ବିରୁଦ୍ଧରେ ମୁକଦ୍ଦମା କରିବା ପାଇଁ ଏସପି ଙ୍କ ପାଖରେ ପହଞ୍ଚିଲେ ମା’ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପୀଡ଼ିତା ତାଙ୍କର ୫ ଟି ଝିଅଙ୍କ ମଧ୍ୟରେ ସମାନ ଭାବରେ ସମ୍ପତି ବାଣ୍ଟିବାକୁ ଚାହୁଁଥିଲେ । ହେଲେ ତାଙ୍କର ୩ ଟି ଝିଅ ଅର୍ଚନା ଦେବୀ, ଅଞ୍ଜଳି ଦେବୀ ଓ ସନ୍ତୋସୀ କୁମାରୀ ତାଙ୍କୁ ଧୋକା ଦେଇ ଜମିବାଡି ସବୁ ସେମାନଙ୍କ ନାମରେ କରେଇ ନେଇଛନ୍ତି । ପିଡିତାଙ୍କର ଶେଷ ଇଛା ହେଉଛି ସବୁ ସମ୍ପତି ସମସ୍ତଙ୍କୁ ସମାନ ଭାବରେ ଦେବେ ।

ସେଥିପାଇଁ ପୀଡ଼ିତା ପୋଲିସର ସହାୟତା ନେଇଛନ୍ତି ଓ ତାଙ୍କର ୩ ଟି ଝିଅଙ୍କ ବିରୁଦ୍ଧରେ ମୁକଦ୍ଦମା ରୁଜୁ କରିଛନ୍ତି । ସେ କହିଛନ୍ତି କି ମୋର ୩ ଝିଅ ମୋ ସମ୍ପତିକୁ ହଡପ କରିଛନ୍ତି, ପୀଡ଼ିତା ୩ ଝିଅଙ୍କ ସ୍ଵାମୀମାନଙ୍କ ଉପରେ ସନ୍ଦେହ କରିଛନ୍ତି । ସେ କହିଛନ୍ତି ସ୍ଵାମୀମାନଙ୍କ କଥାରେ ଆସି ମୋର ୩ ଝିଅ ତାଙ୍କ ଭଉଣୀମାନଙ୍କୁ ଓ ମୋତେ ଧୋକା ଦେଇଛନ୍ତି ।

ସମ୍ପତି ମୋର, ୫ ଝିଅଙ୍କୁ ସମାନ ମିଳୁ । କାରଣ ପୀଡ଼ିତାଙ୍କର ପୁଅ ନଥିବାରୁ ଲକ୍ଷ ଲକ୍ଷ ଟଙ୍କାର ଜମି ବାଡି ଝିଅ ମାନଙ୍କୁ ସମାନ ମିଳୁ ବୋଲି ପୀଡ଼ିତା ଚାହୁଁଛନ୍ତି । ସେଥିପାଇଁ ସେ ଏ.ସି.ପି ଙ୍କୁ ସାହାର୍ଯ୍ୟ ମାଗିଛନ୍ତି ।