ପ୍ରତିଦିନ ନିଦ ଯଦି ଭଲରେ ହେଉନାହିଁ ତେବେ ଆପଣାନ୍ତୁ ଏହି ଉପାୟ, ଜଲ୍ଦି ନିଦ ଆସିଯିବ

ଆମେ ଠିକ ସେ ଶୋଇଲେ ଆମର ସବୁ କ୍ଲାନ୍ତପଣ ଦୂର ହୋଇଯାଏ । ଯଦି ଆମର ନିଦ ପୁରା ହେଉ ନଥିବ ତେବେ ଆମର ଦିନ ଠିକ ସେ ଯାଇ ନଥାଏ, କାରଣ ହେଲା ଆମର ଭଲ ଜୀବନ ପାଇଁ ପୁରା ନିଦ ନେବା ନିହାତି ଆବଶ୍ୟକତା ଅଟେ । ନହେଲେ ପୁରା ଦିନ ଆମକୁ ବାଧା ହୋଇଥିଲା ଭଳି ମନେ ହୁଏ । ମୁଣ୍ଡବିନ୍ଧା ହେବା, କୌଣସି ବି କାମରେ ମନ ନ ଲାଗିବା ଓ ପୁଣି ଏହି ସବୁ କାରଣରୁ ଆମକୁ ବିରକ୍ତ ବା ଚିଡ-ଚିଡାପଣ ଅନୁଭବ ହୋଇଥାଏ । ଆଜି ଆମେ ନିଦ ନ ଆସିବାର କାରଣ ଉପରେ ଆପଣଙ୍କ ପାଇଁ ଉପାୟ ଆଣିଛୁ, ଯେଉଁଟା ଆପଣଙ୍କୁ ପୁରା ସାହାଯ୍ୟ କରିବ ।

ନିଦ ନ ଆସିବାର ପ୍ରଥମ କାରଣ

ଦେଖନ୍ତୁ ନିଦ ନ ଆସିବାର ଏହା ବି ଏକ କାରଣ ହୋଇଥାଏ କି ଆପଣ ଯଦି ପେଟ ପୂରା ଖାଦ୍ୟ ନଖାନ୍ତି ଓ ଶୋଇବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ଶୋପାରନ୍ତି ନାହିଁ । ଏହା ମଧ୍ୟ ଏକ କାରଣ ଅଟେ କି ଆମକୁ କୌଣସି ନା କୌଣସି ଖାଇବାକୁ ପସନ୍ଦ ହୋଇ ନଥାଏ । ଆମକୁ ସେ ପରିବାକୁ ଖାଇବାକୁ ଇଛା ନଥାଏ କିନ୍ତୁ ବାଧ୍ୟରେ ଖାଉ ଓ ତାକୁ ସଂପୂର୍ଣ୍ଣ ଖାଇ ପାରି ନଥାଉ ।

ଏହି କାରଣରୁ ଆମ ପେଟ ସଂପୂର୍ଣ୍ଣ ଭରି ନଥାଏ ମାନେ ଆମର ଭୋକ ମରି ନଥାଏ । ସେଥିପାଇଁ ନିଦ ଠିକ ସେ ହୋଇନଥାଏ ତେବେ ଆପଣ ପେଟ ପୁରା ଖାଆନ୍ତୁ । ଦେଖିବେ ନିଦ ଠିକ ହେବ ।

ନିଦ ନ ଆସିବାର ଦ୍ଵିତୀୟ କାରଣ

ଆଜି ଆମ୍ଭ ମାନଙ୍କର ଲାଇଫ ଷ୍ଟାଇଲ ଏମିତି ହେଇଯାଇଚ୍ଚି କି , ଆମେ ବହୁତ ଅଳସୁଆ ହେଇ ଯାଇଛୁ । ଆମେ କୌଣସି ବି କାର୍ଯ୍ୟ ପାଇଁ ଆମ ଶରୀରର ବ୍ୟବହାର କରି ନଥାଉ । ଛୋଟ ରୁ ଛୋଟ କାମ ପାଇଁ ଆମକୁ ସାହାରା ଦରକାର ପଡ଼ିଥାଏ । କୁଆଡେ ଯିବାକୁ ହେଲେ ଗାଡ଼ି ଦରକାର । ଏମିତି ବି କିଛି ବାଟ ଚାଲିଗଲେ ହାଲିଆ ଲାଗିଥାଏ । ଆମକୁ ଯଦି ହାଲିଆ ଲାଗିଥାଏ, ତେବେ ଭଲ ନିଦ ଆସିବାର ଏହା ମଧ୍ୟ ଗୋଟେ କାରଣ ଅଟେ ।

ଯଦି ଆପଣଙ୍କୁ ଭଲ ନିଦ ଆସୁ ନାହିଁ ତେବେ ଆପଣ ଖାଦ୍ୟ ଖାଇ ସାରିବା ପରେ ଦେଢ଼ କିଲୋମିଟର ପାଦରେ ଚାଲନ୍ତୁ, ଏହା ଦ୍ଵାରା ଏହା ହୋଇଥାଏ କି ଆପଣଙ୍କ ଶରୀରକୁ ହାଲିଆ ଲାଗିବାରୁ ନିଦ ଭଲସେ ଆସିଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।