Interesting GK Questions: ନୀଳ ରଙ୍ଗର ସେଓ କେଉଁଠାରେ ଦେଖିବାକୁ ମିଳେ ? ଏହିପରି ଆହୁରି 15+ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- କେଉଁ ପଶୁ ସବୁଠୁ ଅଧିକ କ୍ରୋଧୀ ସ୍ଵଭାବର ହୋଇଥାଏ ?

ଉ: ଜଙ୍ଗଲି ଗଧିଆ ।

2- କାହାର କାର୍ ରେ କୌଣସି ନମ୍ବର ପ୍ଳେଟ ଲାଗି ନଥାଏ ?

ଉ: ରାଷ୍ଟ୍ରପତିଙ୍କ କାର୍ ରେ ।

3- କେଉଁ ଦେଶର ସରକାର ଛୁଆ ଜନ୍ମ କରିବା ପାଇଁ ପୁରସ୍କାର ଦେଇଥାନ୍ତି ?

ଉ: ସିଙ୍ଗାପୁର ।

4- ଭାରତର କେଉଁ ସ୍ଥାନ ଆମ୍ବ ର ସହର ଭାବେ ବେଶ ପରିଚିତ ?

ଉ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ।

5- କେଉଁ ଜୀବ କେବେବି ମରେ ନାହିଁ ?

ଉ: ଅକ୍ଟୋପସ ।

6- ଗୋଲାପ ଫୁଲର ସହର କାହାକୁ କୁହାଯାଏ ?

ଉ: ଚଣ୍ଡିଗଡ ।

7- କେଉଁ ପଶୁ ନିଜ ଜିଭରେ ନିଜ କାନ ସଫା କରିଥାଏ ?

ଉ: ଓଟ ।

8- ଭାରତର କେଉଁ ରାଜ୍ୟରେ ରାବଣର ମନ୍ଦିର ରହିଛି ?

ଉ: ରାଜସ୍ଥାନ ରେ ।

9- ଭାରତରେ କିଏ ଫାଶୀଦଣ୍ଡ ପାଇଁ କ୍ଷମା ପ୍ରଦାନ କରିପାରିବେ ?

ଉ: ରାଷ୍ଟ୍ରପତି ।

10- କେଉଁ ଦେଶରେ ମୋଟାପଣ ବଢିବାକୁ ବେଆଇନ ବୋଲି ମାନାଯାଏ ?

ଉ: ଜାପାନ ରେ ।

11- କେଉଁ ଖାଦ୍ଯ ସାମଗ୍ରୀରୁ ସର୍ବାଧିକ ପ୍ରୋଟିନ ମିଳିଥାଏ ?

ଉ: ସୋୟାବିନ ।

12- କୋକା କୋଲା କେଉଁ ଦେଶର କମ୍ପାନୀ ?

ଉ: ଆମେରିକା ।

13- କେଉଁ ରାଜ୍ୟକୁ ଭାରତର ହୃଦୟ ବୋଲି କୁହାଯାଏ ?

ଉ: ମଧ୍ୟ ପ୍ରଦେଶ ।

14- ଗୌତମ ବୁଦ୍ଧଙ୍କ ପୁଅର ନାମ କଣ ଥିଲା ?

ଉ: ରାହୁଲ ।

15- କେଉଁ ଦେଶ ନିଜ ଦେଶର ଏକ ଫୁଲର ନାମ ମୋଦି ରଖିଛି ?

ଉ: ଇସ୍ରାଏଲ ।

16- 10 ଟଙ୍କିଆ ନୋଟରେ କେଉଁ ମନ୍ଦିରର ଫଟୋ ଛପା ହୋଇଛି ?

ଉ: କୋଣାର୍କ ସୂର୍ଯ୍ୟ ମନ୍ଦିରର ଫଟୋ ।

17- କେଉଁ ଦେଶର ଲୋକ ସବୁଠୁ ଅଧିକ ଏସି ବ୍ୟବହାର କରନ୍ତି ?

ଉ: ଆମେରିକା ।

18- ଚଷମାକୁ ହିନ୍ଦୀରେ କଣ କୁହାଯାଏ ?

ଉ: ଏନକ ।

19- ସାପମାନଙ୍କ ରାଜା କିଏ ?

ଉ: କିଙ୍ଗ କୋବ୍ରା ।

20- ନୀଳ ରଙ୍ଗର ସେଓ କେଉଁଠାରେ ଦେଖିବାକୁ ମିଳେ ?

ଉ: ଗାଢ ନୀଳ ରଙ୍ଗର ଏହି ଫଳ ସବୁଠୁ ଦୁର୍ଲଭ ପ୍ରକାରର ସେଓ ଅଟେ । ଏହାକୁ “ବ୍ଲାକ ଡାଇମଣ୍ଡ ଆପଲ୍” ନାମରେ ଜଣାଯାଏ । ଏହି ସେଓ ର ଚାଷ ତିବ୍ବତ ର ପାହାଡ ଉପରେ ସମୁଦ୍ର ପତନ ଠାରୁ 3100 ମିଟର ଉଚ୍ଚରେ କରାଯାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।