କ୍ୟାମେରାରେ କଏଦ ହେଲା 5 ଟି ଲୋମ ଟାଙ୍କୁରେଇ ଦେବା ଭଳି ଘଟଣା, ଯାହାକୁ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ Video

ଦୁନିଆରେ ପ୍ରତିଦିନ ଅନେକ ପ୍ରକାର ପ୍ରାକୃତିକ ଘ-ଟ-ଣା ଘଟିଥାଏ । ସେଥିମଧ୍ୟରୁ କିଛି ଘଟଣା ଜାଣତ ବା ଅଜାଣତରେ କ୍ୟାମେରାରେ କଏଦ ହୋଇଯାଏ । ଆଜି ଆମେ ଆପଣଙ୍କୁ କ୍ୟାମେରାରେ କଏଦ କିଛି ପ୍ରାକୃତିକ ଘଟଣା ଦେଖାଇବୁ ଯାହା ଦେଖିଲେ ଆପଣଙ୍କ ହୃଦୟ ଦୋହଲିଯିବ ଓ ପ୍ରକୃତି ଚାହିଁଲେ କେବଳ କିଛି କ୍ଷଣ ମଧ୍ୟରେ ସମଗ୍ର ସୃଷ୍ଟି ନଷ୍ଟ କରି ଦେଇପାରେ, ଏହି ଉକ୍ତିକୁ ଆପଣ ମଧ୍ୟ ବିଶ୍ଵାସ କରିବାକୁ ଲାଗିବେ । ଚାଲନ୍ତୁ ଆରମ୍ଭ କରିବା ।

ୟୁନାଇଟେଡ ଷ୍ଟେଟସର ନ୍ୟାସନାଲ ୱେଦର ଡିପାର୍ଟମେଣ୍ଟ କୁହେ, “when thunder roars, go indoor” ଅର୍ଥାତ ବିଜୁଳି ମା-ରି-ଲେ ଶୀଘ୍ର ଘର ଭିତରକୁ ପଳେଇ ଯାଆନ୍ତୁ । ଅଗଷ୍ଟ ୨୦୧୭ରେ କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଥିଲା କି, ଜଣେ ବ୍ୟକ୍ତି ଘର ଭିତରକୁ ଯାଉଛନ୍ତି । ସେ ଘରକୁ ପ୍ରବେଶ କରିବା ମାତ୍ରେ ଘର ବାହାରେ ଥିବା ଏକ ପାଇନ୍ ଗଛକୁ ବି-ଜୁ-ଳି ମା-ରୁ-ଛି ଓ ଦେଖି ଦେଖୁ ପୁରା ଗଛଟି ଧରାଶାୟୀ ହୋଇଯାଉଛି । ବ୍ୟକ୍ତି ଜଣଙ୍କ ଭାଗ୍ୟ ଭଲ ଥିଲା ନଚେତ ସେ ଏହି ଦୁ-ର୍ଘ-ଟ-ଣା-ର ଶି-କା-ର ହୋଇ ଯାଇଥାନ୍ତେ ।

୮ ଏପ୍ରିଲ ୨୦୨୧ ରେ ଏପରି ଏକ ଘ-ଟ-ଣା ୟୁଏସ ର ଓସାରା ଦେଶର ଭଲ୍ଟୋମା ହାଇସ୍କୁଲ ବାହାରେ ଥିବା ଏକ ଗଛକୁ ସକାଳ ୮ଟା ସମୟରେ ଅଚାନକ ବି-ଜୁ-ଳି ମା-ରି-ଥି-ଲା । ମାତ୍ର ୨-୩ ସେକେଣ୍ଡ ମଧ୍ୟରେ ଗଛଟି ଜଳି ଧ୍ଵଂସ ହୋଇଗଲା । ସୌଭାଗ୍ୟ ବଶତଃ ଏହି ପ୍ରାକୃତିକ ଘ-ଟ-ଣା-ରେ ମଧ୍ୟ କାହାକୁ ଆ-ଘା-ତ ଲାଗିନାହିଁ ।

ୟୁଏସ ର ନ୍ୟାସନାଲ ଆର୍ଥକ୍ଵେକ ଇନଫରମେସନ ସେଣ୍ଟର ମୁତାବକ ଦୁନିଆରେ ପ୍ରତିଦିନ ପ୍ରାୟ ୫୫ ଓ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୨୦ ହଜାରରୁ ଅଧିକ ଭୂକମ୍ପ ହୋଇଥାଏ । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକ ସମସ୍ଯାର ସମୁଖୀନ ହୁଅନ୍ତି । ୨୫ ଏପ୍ରିଲ ୨୦୧୫ରେ ନେପାଳରେ ଭିକ୍ଟର ସ୍କେଲରେ ୭.୯ ଡେନସିଟିର ଭୟଙ୍କର ଭୂକମ୍ପ ଆସିଥିଲା । ନେପାଳ ସରକାରଙ୍କ ରିପୋର୍ଟ ଅନୁଯାୟୀ ସେହି ଭୂକମ୍ପରେ ପ୍ରାୟ ସାଢେ ସାତ ହଜାର ଲୋକ ମୃ-ତ୍ୟୁ-ବରଣ କରିଥିଲେ ଓ ୧୪୫୦୦ ରୁ ଅଧିକ ଲୋକ ଆ-ହ-ତ ହୋଇଥିଲେ ।

ସେହି ସମୟରେ ଗୋଟିଏ ସ୍ଵିମିଂ ପୁଲ୍ ରେ କିଛି ଲୋକ ମଉଜ କରୁଥିଲେ । କିନ୍ତୁ ଭୂକମ୍ପରେ ସ୍ଵିମିଂ ପୁଲ୍ ଏଭଳି ରୁଦ୍ର ରୂପ ଧାରଣ କରିଥିଲା ଯେ ସେଠାରେ ଥିବା ସମସ୍ତ ଲୋକ ଭୟରେ ଥରିବାକୁ ଲାଗିଥିଲେ । ଏହି ସମୟର ଭିଡିଓ କ୍ୟାମେରାରେ ରେକର୍ଡ କରାଯାଇଥିଲା ।

ଏହି ଯେଉଁ ପ୍ରାକୃତିକ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ଏପରି ଘଟଣା ଆପଣ କେବେ ମଧ୍ୟ ଦେଖି ନଥିବେ । ୟୁଏସର ଦକ୍ଷିଣ ଲୁଇସିଆନା ଦେଶରେ ପ୍ରାୟ ୨୫ ପ୍ରକାରର ବାୟୋକରୋନେ ନାମକ ସିଙ୍କ ହୋଲ୍ ରହିଛି । ଯାହାକୁ ଅଗଷ୍ଟ ୨୦୨୧ରେ ଆବିଷ୍କାର କରାଯାଇଛି । କିନ୍ତୁ ଏହି ସିଙ୍କ ହୋଲ୍ ଲୋକଙ୍କ ଧ୍ୟାନ ସେତେବେଳେ ଆକର୍ଷଣ କରିଥିଲା ଯେତେବେଳେ ଜଜ୍ ବୋଡ୍ରିଅକ୍ସ ନାମକ ଜଣେ ବ୍ୟକ୍ତି ଅଗଷ୍ଟ ୨୦୧୩ରେ ଏହାର ଏକ ଭିଡିଓ ରେକର୍ଡ କରିଥିଲେ ।

ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ସିଙ୍କ ହୋଲ କିପରି ଡେଙ୍ଗା ଗଛଗୁଡିକୁ ଗି-ଳି ପକାଉଛି । ଆଉ କିଛି କ୍ଷଣ ମଧ୍ୟରେ ଏତେ ଫୁଟ ଲାମ୍ବା ଗଛ ସିଙ୍କ ହୋଲରେ ଗାୟବ ହୋଇ ଯାଇଥିଲା । ସୁନାମୀ ଏପରି ଏକ ବିପର୍ଯ୍ୟୟ ଅଟେ ଯାହା କିଛି କ୍ଷଣରେ ପୁରା ସହର ଧ୍ଵଂସ କରି ଦେଇପାରେ । ଫେବୃୟାରୀ ୨୦୧୬ରେ ତେଜ ପବନ ନ୍ୟୁୟର୍କ ସହରକୁ ଧ୍ଵସ୍ତବିଧ୍ଵସ୍ତ କରି ଦେଇଥିଲା । ପୁରା ସହର ଏହାର ଶି-କା-ର ହୋଇଥିଲା ।

ଏହା ମଧ୍ୟରେ ନିଆଗ୍ରା ଫଲ ପୋଲିସ ଏକ ଫୁଟେଜ ସେୟାର କରିଥିଲା, ଯେଉଁଥିରେ ବରଫ ସୁନାମୀ ଆସିବା ଯୋଗୁଁ ଏରି ହ୍ରଦର ବରଫ ତୀବ୍ରଗତିରେ ଉପକୂଳ ଆଡକୁ ମାଡି ଆସୁଥିଲା । ଏତେ ବଡ ବଡ ବରଫ ଖଣ୍ଡ ଭାସି ଆସିଥିଲେ ଯେ ଏରି ହ୍ରଦ କୂଳରେ ୩୫ ଫୁଟ ଲମ୍ବର ବରଫ ବନ୍ଧ ତିଆରି ହୋଇ ଯାଇଥିଲା । ଏପରି ପ୍ରାକୃତିକ ବିପର୍ଯ୍ୟୟ ଖୁବ କମ ଦେଖିବାକୁ ମିଳେ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।