ଗୋଟିଏ ନାରୀ ଶରୀରର କେଉଁ ଅଂଶଟି ପବିତ୍ର ହୋଇଥାଏ

ଆଜି ଆମେ ସ୍ତ୍ରୀ ବିଷୟରେ କିଛି ବିଶେଷ କଥା ଜାଣିବା । ଆପଣ ସମସ୍ତେ ଜାଣି ଛନ୍ତି ଗୋଟିଏ ନାରୀ ବହୁତ ବିଚିତ୍ର ହୋଇଥାଏ, ତାକୁ ବୁଝିବା ବହୁତ କଠିନ ହୋଇ ଥାଏ । ନା ଆଜି ପର୍ଯ୍ୟନ୍ତ ତାକୁ କେହି ବୁଝି ପାରିଛନ୍ତି ନା ତା ଶକ୍ତିକୁ ମାପି ପାରିଛି । ଆଜି ଆମେ ଜାଣିବା କି ଗୋଟିଏ ନାରୀ ର କେଉଁ ଭାଗଟି ପବିତ୍ର ହୋଇ ଥାଏ । ତେବେ ଆସନ୍ତୁ ଜାଣିବା । ଆମ ଋଷିମୁନିମାନଙ୍କର କହିବା ଅଟେ କି ଗୋଟିଏ ବ୍ରାହ୍ମଣ ର ପାଦ ପବିତ୍ର ହୋଇଥାଏ, ଗୋଟିଏ ଗାଈ ର ପଛ ଭାଗ ପବିତ୍ର ହୋଇଥାଏ ଓ ଗୋଟିଏ ଛେଳି ବା ଘୋଡାର ମୁହଁ ପବିତ୍ର ହୋଇଥାଏ କିନ୍ତୁ

Image courtesy: Google

ଗୋଟିଏ ନାରୀ କଥା କହିଲେ ତେବେ ସେ ସବୁ ସ୍ଥାନରୁ ପବିତ୍ର ହୋଇଥାଏ । ଏମିତି ଆମର ଋଷିମୁନି ମାନଙ୍କର କହିବା ଅଟେ ।

Image courtesy: Google

ତେବେ ଆପଣ ଏହି ବିଚାରଧାରାକୁ ମନରୁ ବାହାର କରି ଦିଅନ୍ତୁ କି କୌଣସି ନାରୀ ପବିତ୍ର ନୁହେଁ । ଗୋଟିଏ ନାରୀ ସବୁ ସ୍ଥାନରୁ ପବିତ୍ର ହୋଇଥାଏ । ଏହାର ଉଦାହରଣ ବି ଆମ ପାଖରେ ଅଛି ।

Image courtesy: Google

ଭାରତ ର କେରଳ ରାଜ୍ୟ ଯେଉଁଠାରେ ନାରୀର ପୂଜା କରାଯାଇଥାଏ, ଗୋଟିଏ ମା’ ରୂପରେ, ପତ୍ନୀ ରୂପରେ ଓ ଲକ୍ଷ୍ମୀ ରୂପରେ । ସେଠାରେ ଗୋଟିଏ ପୁରୁଷ ନିଜ ସ୍ତ୍ରୀର ପାଦ ମଧ୍ୟ ଛୁଇଁ ଥାଏ ଯେଉଁଠି ଉତ୍ତର ଭାରତରେ ଏମିତି କରିବା ପାପ ବୋଲି କୁହାଯାଏ । କିନ୍ତୁ କେରଳରେ ଏହା କରାଯାଇଥାଏ । କେରଳ କୁ ଇଶ୍ଵରଙ୍କର ନିଜ ସ୍ଥାନ ବୋଲି ସଜ୍ଞା ମଧ୍ୟ ଦିଆଯାଇଛି ।

Image courtesy: Google

ତେବେ ଆପଣ ଭାବନ୍ତୁ ସେଠାରେ ଭଗବାନ କାହିଁକି ବାସ କରିବେ ନାହିଁ ଯେଉଁଠି ନାରୀକୁ ଏତେ ସମ୍ମାନ ଓ ଆଦର ଦିଆ ଯାଉଛି । ତେବେ ଶେଷରେ ଆମେ ଏହା ହିଁ କହିବୁ କି ଗୋଟିଏ ନାରୀ ସବୁ ସ୍ଥାନରୁ ପବିତ୍ର ହୋଇଥାଏ ଓ ତା’ର ସମ୍ମାନ କରନ୍ତୁ, ଇଜ୍ଜତ ଦିଅନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।