ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଆପଣଙ୍କର ଜାତକରେ ଅଛି କେତେ ସନ୍ତାନର ଯୋଗ

ବାହା ହେବ ପରେ ପିଲା ହେବା ଭାରତୀୟ ପରମ୍ପରାର ଏକ ଅଭିନ୍ନ ଅଙ୍ଗ ଅଟେ । ଏହି ଦୁନିଆର ସବୁଠୁ ବଡ ସୁଖ ହେଉଛି ସନ୍ତାନର ସୁଖ ଅଟେ । ଏମିତିରେ ସମସ୍ତେ ନିଜ ଜୀବନରେ ସନ୍ତାନ ସୁଖ ପାଇବା ପାଇଁ ଚାହାନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଆନୁସାରେ ବ୍ୟକ୍ତିଙ୍କର ନାମର ପ୍ରଥମ ଅକ୍ଷର ବି ବହୁତ କିଛି କହିଥାଏ ।

ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଅକ୍ଷର ବିଷୟରେ କହିବାକୁ ଯାଉଛୁ କି ତାଙ୍କ ଭବିଷ୍ୟତରେ କେତୋଟି ସନ୍ତାନର ଯୋଗ ଅଛି । ତେବେ ଚାଳନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ?

ବ୍ୟକ୍ତିର ନାମ ଯେଉଁ ପ୍ରକାରରେ ତାହାର ସ୍ଵଭାବ ବିଷୟରେ କହିଥାଏ, ଠିକ ସେହି ଭଳି ତାହ ସହିତ ଜଡିତ ଅନ୍ୟ ରହସ୍ୟ ବିଷୟରେ ମଧ୍ୟ କହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ପ୍ରଥମ ଅକ୍ଷର ତାହାର ସନ୍ତାନର ସୁଖ ବିଷୟରେ କହିଥାଏ । ସମସ୍ତେ ନିଜ ଜୀବନରେ ସନ୍ତାନ ସୁଖ ଚାହିଁଥାନ୍ତି । ସେଥିପାଇଁ ପ୍ରାୟତଃ କିଛି ଲୋକମାନେ ନିଜର ଜାତକ ନେଇ ଜ୍ୟୋତିର୍ବିଦମାନଙ୍କୁ ଦେଖାଇଥାନ୍ତି ।

କିନ୍ତୁ ଆଜି ଆମେ ଆପଣମାନଙ୍କୁ ଆପଣଙ୍କର ପ୍ରଥମ ଅକ୍ଷର ଦ୍ଵାରା କହିଦେବୁ କି ଆପଣଙ୍କ ଜାତକରେ କେତୋଟି ସନ୍ତାନର ଯୋଗ ଅଛି ?

A, S ଏବଂ M

ଯେଉଁ ବ୍ୟକ୍ତିଙ୍କର ନାମ A, S ଏବଂ Mରୁ ଆରମ୍ଭ ହୋଇଥାଏ ସେମାନଙ୍କର ଜାତକରେ ଦୁଇଟି ପିଲାର ଯୋଗ ହୋଇଥାଏ । ଏହି ପ୍ରକାର ବ୍ୟକ୍ତି ଭଉତ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କ ଜୀବନରେ ଟଙ୍କାର ସମସ୍ୟା ନଥାଏ । ଏତିକି ନୁହେଁ ଏମାନଙ୍କୁ ସନ୍ତାନ ସୁଖ ଭଲ ଭାବରେ ପ୍ରାପ୍ତ ହୁଏ ।

I, V ଏବଂ Y

ଯେଉଁ ବ୍ୟକ୍ତିଙ୍କର ନାମ I, V ଏବଂ Yରୁ ଆରମ୍ଭ ହୋଇଥାଏ ସେମାନେ ଭଲ ପାଇବା ଉପରେ ବହୁତ ବିଶ୍ଵାସ କରନ୍ତି । କହିଦେଉଛୁ ଯେ ଏମାନେ ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥାନ୍ତି । ସନ୍ତାନର କଥା କହିଲେ ଏମାନଙ୍କର ଜାତକରେ ଗୋଟିଏ ସନ୍ତାନର ଯୋଗ ଅଛି । ଏମାନଙ୍କର ଗୋଟିଏ ସନ୍ତାନ ଏମାନଙ୍କର ବହୁତ ସେବା କରିଥାଏ ।

D, P ଏବଂ B

ଯେଉଁ ଲୋକମାନଙ୍କର ନାମ D, P ଏବଂ Bରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ଜୀବନରେ ଗୋଟିଏ ସନ୍ତାନ ହିଁ ମିଳିଥାଏ । କିନ୍ତୁ ଯଦି ଏମାନଙ୍କର ପାର୍ଟନର ନାମ Sରୁ ଆରମ୍ଭ ହୋଇଥାଏ ତେବେ ଏମାନଙ୍କ ଜୀବନରେ ୩ ଟି ସନ୍ତାନର ଯୋଗ ଅଛି । ଏମାନଙ୍କୁ ସନ୍ତାନର ସୁଖ ପ୍ରାପ୍ତ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।