ଯେଉଁ ଲୋକମାନଙ୍କ ନଖରେ ଏହି ଚିହ୍ନ ଥାଏ, ସେହି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି

ଆଜି ଆମେ ଜାଣିବା ନଖରେ ଅର୍ଦ୍ଧ ଚନ୍ଦ୍ର ଚିହ୍ନ ଅଛି ତେବେ ଏହାର କଣ ଅର୍ଥ  ହୋଇଥାଏ । ନଖ ମଣିଷର ହାତ ଓ ଗୋଡ଼ର ଆଙ୍ଗୁଳିମାନଙ୍କର ଶେଷ ଭାଗରେ ଉପରି ଭାଗରେ ଏକ ଶକ୍ତିଶାଳୀ କବଜ ଭଳି କାମ କରିଥାଏ । ଏହା ସହିତ ସମସ୍ତ ଜୀବ ଜନ୍ତୁମାନଙ୍କ ମଧ୍ୟ ନଖ ଥାଏ । ନଖ ଆମ ଶରୀରର ପ୍ରୋଟିନ ଓ କ୍ୟାରୋଟିନ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଏହିଭଳି ପଦାର୍ଥ ଆପଣଙ୍କୁ ପଶୁମାନଙ୍କ ସିଙ୍ଘରେ ବି ମିଳିଯିବ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରର ପ୍ରତ୍ୟକ ଚିହ୍ନର ଅଲଗା ଅଲଗା ମହତ୍ଵ ଥାଏ । ବ୍ୟକ୍ତି କପାଳର ରେଖା ଠାରୁ ନେଇ ହାତର ରେଖା, ଶରୀରର କଳାଜାଇ ଏବଂ ବ୍ୟକ୍ତିର ନଖ ତାହର ଜୀବନର ଚରିତ୍ର ସହିତ ଜଡିତ ହୋଇଥାଏ ।

ଏହି ସବୁ ଚିହ୍ନ ଆପଣଙ୍କ ବିଷୟରେ ବହୁତ କିଛି ସୂଚନା ଦେଇଥାଏ । ଏହା ସହିତ ଆପଣଙ୍କ ଭବିଷ୍ୟତ ବିଷୟରେ ବି କିଛି ସଂକେତ ଦେଇଥାଏ । ଆପଣ ଏହି ସମସ୍ତ ଚିହ୍ନ ମାଧ୍ୟମରେ ନିଜର ଭବିଷ୍ୟତରେ କଣ ସବୁ ଘଟିବ ସେହି ସମସ୍ତ ବିଷୟରେ ଜାଣି ପାରିବେ ।

ଆପଣ ପ୍ରାୟତଃ ଦେଖିଥିବେ କି ଆକାଶରେ ଥିବା ଚନ୍ଦ୍ରପ ରି ବ୍ୟକ୍ତିର ନଖରେ ବି ଅଧା ଚନ୍ଦ୍ରର ଚିହ୍ନ ଥାଏ । କିନ୍ତୁ ପ୍ରାୟତଃ କାହାକୁ ଏବି ଏହାର ଅର୍ଥ ଜଣା ନାହିଁ । ଏହି କର୍ମରେ ଆଜି ଆମେ ଆପଣଙ୍କୁ ବ୍ୟକ୍ତିର ନଖରେ ଥିବା ଅଧା ଚନ୍ଦ୍ରର ଚିହ୍ନ ବ୍ୟକ୍ତିର ଆଗାମୀ ଭବିଷ୍ୟତ ବିଷୟରେ କଣ ସଂକେତ ଦେଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯେଉଁ ବ୍ୟକ୍ତିମାନଙ୍କ ନକହରେ ଏହିଭଳି ଅଧା ଚନ୍ଦ୍ରମାର ଚୀନ ଥାଏ ତାଙ୍କ ପାଖରେ ଯେତେ ବି ଧନ ଥିଲେ ମଧ୍ୟ ତାଙ୍କ ଜୀବନ ବହୁତ କଷ୍ଟଦାୟକ ହୋଇଥାଏ ।

ଏହି ବ୍ୟକ୍ତିମାନଙ୍କ ହୃଦୟ ବହୁତ କୋମଲ ହୋଇଥାଏ । ସବୁବେଳେ ଏମାନେ ଅନ୍ୟମାନଙ୍କ ବହୁତ ସାହାଯ୍ୟ କରିଥାନ୍ତି । ଅର୍ଥାତ ଏମାନେ ପରୋପକାରୀ ହୋଇଥାନ୍ତି । ଯେଉଁ ବ୍ୟକ୍ତିଙ୍କ ଏହିପରି ଅଧା ଚନ୍ଦ୍ର ଚିହ୍ନ ନଖରେ ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନର ଆରମ୍ଭରେ ବହୁତ ସମସ୍ୟାର ସମ୍ମୁଖୀନ କରିଥାନ୍ତି । କିନ୍ତୁ ସେମାନେ ଯେତେବେଳେ କଠିନ ପରିଶ୍ରମ କରନ୍ତି ତାଙ୍କର ଜୀବନ ବହୁତ ଖୁସିରେ କଟିଥାଏ ଓ ଜୀବନରେ ଏମାନେ ସବୁ କାର୍ଯ୍ୟରେ ସଫଳତା ପାଇ ଥାଆନ୍ତି । ସମସ୍ତ କାର୍ଯ୍ୟ ଏମାନଙ୍କ ପାଇଁ ସହଜ ହୋଇଯାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।