ଏମାନେ ହେଲେ 9 ଇଣ୍ଡିଆନ କ୍ରିକେଟରଙ୍କ ଡୁପ୍ଲିକେଟ, Sehwag ଓ Bumrah ଙ୍କ ଡୁପ୍ଲିକେଟଙ୍କୁ ଦେଖିଲେ ଆପଣ ବି ଖାଇଯିବେ ଧୋକା

ଭାରତୀୟ କ୍ରିକେଟରେ ଖେଳୁଥିବା ଖେଳାଳି ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । କିନ୍ତୁ ଏମିତି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ଦେଖିବାକୁ ପୁରା କ୍ରିକେଟରଙ୍କ ଭଳି ।

ଦୁନିଆରେ ଏମିତି କିଛି ସାଧାରଣ ଲୋକେ ଅଛନ୍ତି ଯେଉଁ ମାନଙ୍କର ଚେହେରା ବିଲକୁଲ କ୍ରିକେଟରଙ୍କ ଭଳି ଦେଖିବାକୁ ସମାନ ଅଟେ । ସେହି କ୍ରିକେଟର ଓ ବ୍ୟକ୍ତି ମାନେ କିଏ ଯେଉଁ ମାନଙ୍କର ଚେହେରା ଦେଖିବାକୁ ପୂରାପୂରି ଏକା ଭଳି ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ।

ଲସିଥ ମାଲିଙ୍ଗା- ଏହି ପ୍ଲେୟାର ଜଣକ ବହୁତ ସାନଦାର ବୋଲିଂ କରନ୍ତି । ଶ୍ରୀଲଙ୍କା ଏହି ଖେଳାଳୀଙ୍କର ଖେଳିବା ଷ୍ଟାଇଲ କିଛି ଅଲଗା ଧରଣର ହୋଇଥାଏ । କିନ୍ତୁ ଏ ଦୁନିଆରେ ତାଙ୍କ ଭଳି ଦେଖିବାକୁ ଆଉ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କର ନାମ ଓମକାର ଦାସ ଯିଏ ବଲିଉଡରେ ଜଣେ ଅଭିନେତା ଅଟନ୍ତି ।

ସାହିଦ ଆଫ୍ରିଦ – ପାକିସ୍ତାନର ଅଲ ରାଉଣ୍ଡର ଭାବେ ଏହି ଖେଳାଳୀ ଜଣକ ପରିଚିତ ଅଟନ୍ତି । ତାଙ୍କ ଭଳି ଏକା ଚେହେରା ଥିବା ଜଣେ ବ୍ୟକ୍ତି ଏ ଦୁନିଆରେ ଅଛନ୍ତି ଯାହାଙ୍କର ନାମ ହେଉଛି ଉମେର ଖାନ ଯିଏ ଇସଲାମବାଦରେ ରୁହନ୍ତି ।

ସଚିନ ତେନ୍ଦୁଲକର – ଭାରତ ରତ୍ନ ପୁରାସ୍କାର ପ୍ରାପ୍ତ ଏହି ଖେଳାଳୀ ଜଣକ ଭାରତ ଟିମର ଶାନ ଅଟନ୍ତି । ତାଙ୍କ ଭଳି ଦେଖିବାକୁ ଆଉ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ନାମ ହେଉଛି ବଲବିତ ଚନ୍ଦ୍ର ଯିଏ ବର୍ତ୍ତମାନ ବହୁତ ଫେମସ ହୋଇଛନ୍ତି ।

ଜସପ୍ରିତ ବୁମରାହ – ଏହି ଖେଳାଳି ଜଣକ ଭାରତ ଟିମର ଜଣେ ବେଷ୍ଟ ବୋଲର ଅଟନ୍ତି । ପାକିସ୍ତାନରେ ଜଣେ ବାସିନ୍ଦାଙ୍କ ଚେହେରା ଦେଖିବାକୁ ଠିକ ଏହି ପ୍ଲେୟାର ଜଣକ ଭଳି ଯାହା ଆଗରୁ କେହି କେବେ ଦେଖିନଥିବେ ।

ବିରେନ୍ଦ୍ର ସେହୱାଗ – ଭାରତୀୟ କ୍ରିକେଟର ଷ୍ଟାର ପ୍ଲେୟାର ଭାବେ ଏହି ପ୍ଲେୟାର ଜଣକ ପରିଚିତ ଅଟନ୍ତି । ତାଙ୍କର ଜଣେ ହମସକଲ ଅଛନ୍ତି ଯିଏ ଦେଖିବାକୁ ବିଲକୁଲ ସେହୱାଗଙ୍କ ଭଳି ସମାନ ଅଟନ୍ତି ।

ଶିଖର ଧାୱନ – ଭାରତ ଟିମର ଜଣେ ଭଲ ପ୍ଲେୟାର ଭାବେ ଏହି ଖେଳାଳୀ ଜଣକ ପରିଚିତ ଅଟନ୍ତି । ତାଙ୍କ ଚେହେରା ଭଳି ଦେଖିବାକୁ ଜଣେ ବ୍ୟକ୍ତି ଅଛନ୍ତି ଯିଏ ଫିଲ୍ମ ଇଣ୍ଡଷ୍ଟ୍ରିରେ ଟେକନିଶିୟାନ ଭାବେ କାମ କରନ୍ତି ।

ବିରାଟ କୋହଲି – ଭାରତ ଟିମର କପ୍ତାନ ଓ ନିଜର ଲୁକ, ପର୍ଶନାଲିଟି ପାଇଁ ବିରାଟ କୋହଲି ପରିଚିତ ଅଟନ୍ତି । ତାଙ୍କ ଭଳି ଏକା ଦେଖିବାକୁ ଜଣେ ବ୍ୟକ୍ତି ଅଛନ୍ତି ଯିଏ ଗୌରବ ଅରୋଡା ସୋସିଆଲ ମିଡିଆରେ ଛୋଟ ବିଡିଓ କରନ୍ତି ।

ଯୁବରାଜ ସିଂ – ଭାରତ ଟିମର ସାନଦାର ଖେଳାଳି ଭାବେ ଏହି ପ୍ଲେୟାର ଜଣକ ପରିଚିତ ଅଟନ୍ତି । ଗୋଟେ ମ୍ଯାଚରେ ତାଙ୍କ ଭଳି ସମାନ ଚେହେରା ଥିବା ଜଣେ ବ୍ୟକ୍ତିଙ୍କୁ ଦେଖା ଯାଇଥିଲା ।

ମାର୍ଟିନ ଗୁପଟିଲ – ନ୍ୟୁଜଲ୍ୟାଣ୍ଡ ଟିମ ତରଫରୁ ଏହି ଖେଳାଳି ଜଣକ ବ୍ୟାଟିଂ କରୁଥିବା ବେଳେ ସାଉଥ ଆଫ୍ରିକାର ପ୍ଲେୟାର ହ୍ୟାଣ୍ଡ ରିଚ ଖେଳିବାକୁ ଆସିଥିଲେ ସେତେବେଳେ ଦୁହିଙ୍କର ଚେହେରା ଏକା ଭଳି ମନେ ହେଉଥିଲା ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ