ନାଗ-ଢମଣାଙ୍କ ଜବରଦସ୍ତ ଖେଳ, ଦେଖନ୍ତୁ ଭାଇରାଲ Video

ଆପଣ ମାନେ ଜାଣିଥିବେ କି ଆମ ଦୁନିଆରେ ଏଭଳି କିଛି ଜୀବ ଅଛନ୍ତି ଯଦି ସେମାନେ ଚାହିଁବେ ତାହେଲ ଏହି ଦୁନିଆ ଖୁବ ଜଲ୍ଦି ନଷ୍ଟ ହୋଇ ଯାଇ ପାରେ । ସେହି ଭଳି ଜୀବ ମାନଙ୍କ ମଧ୍ୟରୁ ପ୍ରଥମ ହେଉଛି ସାପ ।

ଦ୍ଵିତୀୟ ହେଉଛି ସିଂହ ଓ ତୃତୀୟ ହେଉଛି ବ୍ରାହ୍ମଣ । ଯଦି ଜେନ ବ୍ରାହ୍ମଣ କାହାକୁ ଅଭିଶାପ ଦିଏ ତାହେଲେ ଖୁବ ଜଲ୍ଦି ଏହା ଫଳ ହୋଇ ଯାଏ । ଏହା ସହ ବ୍ରାହ୍ମଣ ହେଉଛନ୍ତି ଜ୍ଞାନର ଦେବତା । ସେ ଯଦି ନିଜ କାମ ଠିକ ଭାବେ କରିବେନି ତାହେଲେ ଆପଣ କେବେବି ଠିକ ଭୁଲ ଜ୍ଞାନ ପାଇ ପାରିବେ ନି । ଏହି ଭାବେ ଆପଣ ବିନାଶ କୁ ପ୍ରାପ୍ତି ହୋଇ ଥାଏ । ତେବେ ଆପଣ ଜାଣିଥିବେ କି ଏହା କରିବା ସାମର୍ଥ ଥାଇ ମଧ୍ୟ ସେ କଣ ପାଇଁ କ୍କିଛି କରି ପାରେ ନା ଏହାର କାରଣ ହେଉଛି କି ବ୍ରାହ୍ମଣ ସବୁବେଳେ ଲୋଭୀ ହୋଇ ଥାଏ ।

ଏହା ସହ ସିଂହ ଯଦି ଚାହିଁବ ତେବେ ଗୋଟେ ଦିନରେ ପୁରା ଜଙ୍ଗଲ ସଫା କରି ଦେଇ ପାରେ ଏତେ ଶକ୍ତି ଅଛି ତା ପାଖେ । ମାତ୍ର ସେ ଏଭଳି କିଛି କରି ପାରେନି । ଏହାର କାରଣ ହେଉଛି କି ସେ ଖୁବ ଅଳସୁଆ ଅଟେ । ଏହା ପରେ ଆସେ ସାପର ପାଳି ସେ ଯଦି ଚାହିଁବ ଏକ ଦିନରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ଦଂଶନ କରି ପାରିବେ । ମାତ୍ର ଏହା କରିବା ପାଇଁ ନିଜକୁ ସାମର୍ଥ୍ୟ ନ ଥାଏ କାରଣ ସେ ଖୁବ ଡେରେ ଅନ୍ୟ ମାନଙ୍କୁ ଦେଖିକି ।

ଆଜ୍ଞା ହଁ ଆମେ ସାପକୁ ଦେଖିଲେ ଡରିଥାଉ ଯେମିତି ସେହିଭଳି ସାପ ମଧ୍ୟ ଆମକୁ ଦେଖିକି ଡଋ ଯାଇଥାଏ । ତେବେ ଆମେ ହିନ୍ଦୁ ଶାସ୍ତ୍ର ଅନୁସାରେ ଯଦି ଦେଖିବା ତାହେଲେ ଜାଣି ପାରିବା କି ଆମର ଭାରତରେ ସାପକୁ ପୂଜା କରାଯାଏ । ତେବେ ଆପଣ ଯଦି ଦେଖିବେ ଏଭଳି ଅନେକ ଲୋକ ମାନ୍ୟତା ଅଛି । ଯାହାକୁ ଆମେ ଜାଣିବା ନିହାତି ଦରକାର । ଗାଁ ମାନଙ୍କରେ ଆଗରୁ ସାପ ମାନଙ୍କ ଯୋଡିକୁ ଦେଖିଲେ ଶୁଭ ବୋଲି କହିଥାଉ ।

କାରଣ ହେଉଛି କି ଆମେ କହି ଥାଉ । ସାପ ହେଉଛି ଭଗବାନ ଶିବଙ୍କ ଅଳଙ୍କାର । ବିଶେଷ ଭାବେ ନାଗ ସାପକୁ ଖୁବ ମହତ୍ଵ ଦିଆ ଯାଏ । ମାତ୍ର ଏହି ଦ୍ରୁଶ୍ଯ ଅନେକ ସମୟରେ ବିରଳ ଥାଏ । କାରଣ ଏହା ଘଞ୍ଚ ଜଙ୍ଗଲ ମଧ୍ୟରେ ଦେଖା ଯାଇଥାଏ । ମାତ୍ର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ରେ ।

ତେବେ ଏଭଳି ଦ୍ରୁଶ୍ଯ ଦେଖିକି ଅନେକ ଲୋକ ଗହଳି ମଧ୍ୟ ହୋଇ ଥିଲା । ଡରରେ କେହି ଦୁଇ ଯୋଡି ଙ୍କ ପାଖକୁ ଯାଇ ନଥିଲେ । ଫଟ ଉଠାଇ ଥିଲେ  ଓ ଏହାକୁ ଭାଇରାଲ କରିଥିଲେ । ତେବେ ଏହି ଦୃଶ୍ୟ ସତରେ ଦେଖିଲେ ଶୁଭ କି ନା ଜନତା ଭଲ ଭାବେ ଜାଣିଥିବେ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ