ମନ୍ତ୍ରୀ Naba Das ଙ୍କ ଝିଅ Deepali କୁ ଖବରକାଗଜରେ ଦେଖି କାନ୍ଦିଲା ଗୋପାଳ, ଜାଣନ୍ତୁ କଣ ରହିଛି କାରଣ…

ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ଅଭିଯୁକ୍ତ ଗୋପାଳ ଦାସ ଏବେ କଟକ ଚୌଦ୍ବାର ଜେଲରେ ରହିଛି । ସକାଳେ ଆଜି ତା’ ପାଖକୁ ଖବରକାଗଜ ଆସିଥିଲା । ଖବରକାଗଜର ପୃଷ୍ଠା ଓଲଟାଉ ଥିବାବେଳେ ଗୋପାଳ ହଠାତ ଆଜି ଗୋପାଳ ଅଟକି ଯାଇଥିଲା । ଆଉ ତା’ ଆଖିରୁ ଲୁହ ଝରି ଆସୁଥିବାର ଦେଖିବାକୁ ମିଳିଥିଲା । ସେହି ଲୁହ କୁଆଡେ ନବ ଦାସଙ୍କ ଝିଅ ଦୀପାଳି ପାଇଁ ଆଖିରୁ ଝରି ପଡିଥିଲା । ଗୋପାଳର ଗୋଟିଏ ଚରମ ପଦକ୍ଷେପ ଆଜି ଦୀପାଳି ଦାସ ଏବଂ ତାଙ୍କ ଭାଇ ବିଶାଳ ଦାସଙ୍କୁ ବାପ ଛେଉଣ୍ଡ କରିଦେଇଛି ।

ଯଦିଓ ସେ ବ୍ୟକ୍ତିଗତ କାରଣକୁ କେନ୍ଦ୍ର କରି ନବ ଦାସଙ୍କୁ gulee ମା-ରି-ଥି-ଲା, ତଥାପି ତା’ ଭିତରେ ଏବେବି ଗୋଟିଏ ବାପାର ହୃଦୟ ରହିଛି । ଗୋପାଳର ବି ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି ଓ ତା’ର ନିଜର ଗୋଟିଏ ସଂସାର ଅଛି । ଗୋପାଳ ବିନା ତା’ ସ୍ତ୍ରୀ, ପୁଅ ଓ ଝିଅ କିଭଳି ଦିନ କାଟୁଥିବେ ତାହା ମଧ୍ୟ ଜାଣିଛି ଗୋପାଳ । ସେଥିପାଇଁ ବୋଧ ହୁଏ ଆଉ ଗୋଟିଏ ଝିଅର ଫଟୋ ପେପରରେ ଦେଖି ସେ ସଂବେଦନଶୀଳ ହୋଇପଡିଛି ।

ଚୌଦ୍ବାର ଜେଲ ମଣ୍ଡଲ କାରାଗାରରେ କଏଦୀ ଭାବେ ରଖାଯାଇଛି ଗୋପାଳକୁ । ସବୁଦିନ ସକାଳ ହେଲେ ସେ ପେପର ପଢିବା ପାଇଁ ଅନୁମତି ମାଗେ । ଦେଶ ଦୁନିଆର ଖବର ସହ ରାଜ୍ୟରେ କଣ ସବୁ ଘଟୁଛି ସେସବୁ ପେପରରୁ ହିଁ ପଢି ଜାଣେ ଗୋପାଳ । ସେ ଆଜି ପେପରରେ ଦେଖିଲା କି ନବ ଦାସଙ୍କ ଝିଅ ଦୀପାଳି ଦାସ ବାପାଙ୍କ ସ୍ମୃତିରେ ଆମ୍ବୁଲାନ୍ସରେ ଦେଇଛନ୍ତି ।

ଏହାସହ ତଦନ୍ତ ରିପୋର୍ଟକୁ ମଧ୍ୟ ଅପେକ୍ଷା କରି ରହିଛନ୍ତି । ଦୀପାଳିଙ୍କ ଫଟୋ ଦେଖି ଗୋପାଳ କିନ୍ତୁ ଭାବପ୍ରବଣ ହୋଇ ଉଠିଲା । ବ୍ୟକ୍ତିଗତ କାରଣରୁ ଗୋପାଳ ସିନା ନବ ଦାସଙ୍କୁ gulee ମା-ରି-ଦେ-ଲା ହେଲେ ନବଙ୍କ ପରିବାର ପ୍ରତି ଯାହା କଲା ତାହା ଜମା ବି ଠିକ ନୁହେଁ । ଏକଥା ହୁଏତ ନିଜେ ହୃଦୟଙ୍ଗମ କରୁଛି ଗୋପାଳ ।

ସେଥିପାଇଁ ତ ତା ଆଖିରୁ ଦୀପାଳିକୁ ଦେଖି ଲୁହ ଝରି ଆସିଲା । ତା’ର ବି ଗୋଟିଏ ଝିଅ ଅଛି ତେଣୁ ସେ ଆଉ ଗୋଟିଏ ଝିଅର ଦୁଃଖ ବେଶ ଭଲ ଭାବେ ବୁଝି ପାରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।