ମୁଁ ସବୁଜ, ମୋ ଛୁଆ କଳା, ଲୋକେ ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି, ମୁଁ କିଏ ? ଏହା ସହିତ ଆହୁରି 10 Gk Questions & Answers

ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ବିଭିନ୍ନ ପ୍ରକାରର ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ପଚରା ଯାଉଛି । ଅତି ସହଜ ପ୍ରଶ୍ନର ଉତ୍ତର ଦେଇ ନପାରି ଅନେକ ପରୀକ୍ଷାର୍ଥୀ ଫେଲ୍ ହୋଇ ଯାଉଛନ୍ତି । ଏପରିକି ସାଧାରଣ ଚାକିରି ଗୁଡିକରେ ମଧ୍ୟ ଏହି ପ୍ରଶ୍ନୋତ୍ତର ପଚରା ଯାଉଛି । ସେଥିପାଇଁ ଆପଣ ଯଦି କୌଣସି ଚାକିରି ବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ଚାଲନ୍ତୁ ଆରମ୍ଭ କରିବା ।

୧- କେଉଁ ଜୀବ ଉଭୟ ଲିଙ୍ଗୀ ହୋଇଥାଏ ?

ଉ: ଜିଆ ଏପରି ଏକ ଜୀବ ଯାହା ଉଭୟ ଲିଙ୍ଗୀ ହୋଇଥାଏ ।

୨- କେଉଁ ଅମେରୁ ଦଣ୍ଡୀ ପ୍ରାଣୀ ଅମର ଅଟେ ?

ଉ: ଏମିବା ଏପରି ଏକ ଆମେତୁ ଦଣ୍ଡୀ ପ୍ରାଣୀ ଯାହା ଅମର ବା କେବେ ମଧ୍ୟ ମରେ ନାହିଁ ।

୩- ପିମ୍ପୁଡି କେତେ ଓଜନର ଜିନିଷ ବୋହି ପାରେ ?

ଉ: ପିମ୍ପୁଡି ନିଜ ଓଜନ ଠାରୁ ୫୦ ଗୁଣ ଅଧିକ ଓଜନର ଜିନିଷ ବୋହି ନେଇ ଯାଇ ପାରେ ।

୪- ଆଖି ବନ୍ଦ ନକରି କିଏ ଶୋଇପାରେ ?

ଉ: ମାଛ ଏପରି ଏକ ପ୍ରାଣୀ ଯିଏ ଆଖି ବନ୍ଦ ନକରି ମଧ୍ୟ ଶୋଇପାରେ ।

୫- କେଉଁ କୀଟ ମାଂସ ଖାଇଥାଏ ?

ଉ: ବୁଢିଆଣୀ ଏପରି ଏକ କୀଟ ଯାହା ମାଂସ ଖାଇଥାଏ ।

୬- ଚିଙ୍ଗୁଡିର ପାକସ୍ଥଳୀ କେଉଁଠି ଥାଏ ?

ଉ: ଚିଙ୍ଗୁଡିର ପାକସ୍ଥଳୀ ତା’ର ମୁଣ୍ଡରେ ଥାଏ ।

୭- ସବୁଠୁ ବୁଦ୍ଧିମାନ ପ୍ରାଣୀ କିଏ ?

ଉ: ସିମ୍ପାଜି ହେଉଛି ସବୁଠାରୁ ବୁଦ୍ଧିମାନ ପ୍ରାଣୀ ।

୮- ଓଡିଶାର ସବୁଠୁ ବଡ ଉଚ୍ଚ ବିଦ୍ୟାଳୟର ନାମ କଣ ?

ଉ: ରାଣୀ ହାଟ ଉଚ୍ଚ ବିଦ୍ୟାଳୟ ହେଉଛି ଓଡିଶାର ସବୁଠୁ ଉଚ୍ଚ ବିଦ୍ୟାଳୟ ।

୯- ଆୟତନ ଅନୁସାରେ ଓଡିଶାର ସବୁଠୁ ବଡ ଜିଲ୍ଲାର ନାମ କଣ ?

ଉ: ମୟୂରଭଞ୍ଜ

୧୦- ମୁଁ ସବୁଜ, ମୋ ଛୁଆ କଳା, ଲୋକେ ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି । ମୁଁ କିଏ ?

ଉ: ଗୁଜୁରାତି

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।