ପୁଲୱାମା ଆକ୍ରମଣ ପରେ ବର୍ତ୍ତମାନ ପିଏମ ମୋଦୀଙ୍କ ପାଇଁ ମସୂଦ ଅଜହର ଦେଲା ଆଶ୍ଚର୍ଯ୍ୟ କରିଦେବା ଭଳି ବୟାନ, ଦେଖନ୍ତୁ କଣ କହିଲା ସେ

୧୪ ଫେବ୍ରୁୟାରୀ ୨୦୧୯ରେ ପୁଲୱାମାରେ ଆତଙ୍କବାଦୀମାନେ ସିଆରପିଏଫ ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲେ । କହିଦେଉଛୁ ଯେ ଏହି ଆକ୍ରମଣର ଜିମ୍ମେଦାରୀ ଜୈଶ-ଏ-ମୋହମ୍ମଦ ଆତଙ୍କି ସଂଗଠନ ନେଇଛି ଏବଂ କୁହାଯାଉଛି କି ଏହି ଆକ୍ରମଣ ପରେ ଜୈଶ ସଂସ୍ଥାପକ ମସୂଦ ଅଜହର ଏକଦମ ଶାନ୍ତ ହୋଇ ବସି ଯାଇଛି ।

କିନ୍ତୁ ଏହି ଘଟଣା ପରେ କିଛି ଦିନ ପରେ ହିଁ ଯେଉଁ ଅନ୍ଦାଜରେ ଭାରତ ଗୋଟି ପରେ ଗୋଟିଏ ଜବାବ ଦେଇଛି ଶେଷରେ ସେ ନିଜର ଚୁପ୍ପୀ ଭାଙ୍ଗିଛି । ଏବଂ ପିଏମ ମୋଦୀଙ୍କୁ ନେଇ ଆଶ୍ଚର୍ଯ୍ୟ କରିଦେବା ଭଳି ବୟାନ ଦେଇଛି ।

ଗୁରୁବାର ଦିନ ନୂଆ ଅଡିଓ ଜାରି କରିଛି

କହିଦେଉଛୁ ଯେ ପୁଲୱାମାର ମୁଖ୍ୟ ଆରୋପି ଜୈଶର ସରଗନା ଆତଙ୍କି ମସୁଦ ଅଜହର ଶେଷରେ ନିଜର ଚୁପ୍ପୀ ଭାଙ୍ଗି ଏକ ନୂଆ ଅଡିଓ ଜାରି କରିଛି ଏବଂ ଯେଉଁଥିରେ ତାର ବୟାନ ରେକର୍ଡ କରାଯାଇଛି । ଆପଣଙ୍କୁ କହିଦେଉଛୁ ଯେ ଏହି ଅଡିଓରେ ସେ ବଡ ହିଁ ଚାଲକିରେ ପୁଲୱାମା ଆକ୍ରମଣରେ ଜୈଶର କୌଣସି ପ୍ରକାରର ବି ହାତ ନାହିଁ ବୋଲି କହିଛି ।

ନିଜର ଏହି ଅଡିଓରେ ସେ ଏହା ବି କହିଛି କି ପାକିସ୍ତାନ ସରକାର ଏବଂ ପାକିସ୍ତାନୀ ମିଡିୟା ତଥା ପାକିସ୍ତାନର ପିଏମ ଇମରାନ ଖାନ, ଏହି ସମସ୍ତଙ୍କୁ ଡରପୋକ ବୋଲି କହିଛି ।

ଏହା ଛଡା ମସୂଦ ଅଜହର ପାକିସ୍ତାନର ହୁକୁମତକୁ କହିଛି କି ସେ ଭାରତ ଠାରୁ ଡରିବା ଦରକାର ନାହିଁ । ଭାରତ ଉପରେ ହୋଇଥିବା ଏହି ଆକ୍ରମଣରେ ତାହାର କୌଣସି ହାତ ନାହିଁ ଏବଂ ସେ ଏହା ବି କହିଛି କି ସେ ଆଦିଲ ଅହମଦ ଡାର ସହ ଆଜି ପର୍ଯ୍ୟନ୍ତ ଦେଖା ବି କରି ନାହିଁ । ଯିଏ ଏହି ପୁଲୱାମା ଆକ୍ରମଣକୁ ଅଞ୍ଜାମ ଦେଇଥିଲା । ସେ ଦୁଖିତ ଅଛି କି ସେ କାହିଁକି ତାହା ସହିତ ଦେଖା କରି ପାରିଲା ନାହିଁ ।

ପିଏମ ମୋଦିଙ୍କୁ ନେଇ ଦେଲେ ବଡ ବୟାନ

ଆପଣ ଜାଣିବା ନିମନ୍ତେ କହିଦେଉଛୁ ଯେ ପିଏମ ମୋଦୀଙ୍କର ସରକାର ଯେତେବେଳେ ପାକିସ୍ତାନକୁ ଏହି ଆକ୍ରମଣର ଜବାବ ଦେବାକୁ ଆରମ୍ଭ କରିଲେ ତେବେ ମସୂଦ ଅଜହର ପୂରାପୂରି ଚିନ୍ତିତ ହୋଇଯାଇଛି । ବର୍ତ୍ତମାନ ମସୂଦ ପିଏମ ମୋଦୀଙ୍କ ପାଇଁ ଏକ ବଡ ବୟାନ ଦେଇଛି । ତାର କହିବା ଅଟେ କି ମୋଦୀଙ୍କର କାଶ୍ମୀରରେ ଯାହା ବି ନୀତି ଅଛି ତାହାକୁ ଦେଖିବାକୁ ଗଲେ ସେ ଗୁଡିକ ପୂରାପୂରି ନିଷ୍କ୍ରିୟ ହୋଇ ଯାଇଛି ।

ସେ ଏହା ବି କହିଛି କି ପୁଲୱାମା ଆକ୍ରମଣ ପରେ ଭାରତରେ ଏହି ବର୍ଷ ହେବାର ଥିବା ବିଧାନସଭା ଇଲେକ୍ସନରେ ମୋଦୀଙ୍କୁ ବହୁତ କ୍ଷତି ହେବାର ଅଛି । କେବଳ ଏତିକି ନୁହେଁ ସେ ଏହା ବି କହିଛି କି ସେ ନିଜ ଦେଶ ପାକିସ୍ତାନ ସହିତ ଅଛନ୍ତି ଏବଂ ପାକିସ୍ତାନକୁ କାହା ଠାରୁ ବି ଡରିବା ଦରକାର ନାହିଁ ।

ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।