ଯେତେବେଳେ ଆପଣ ଜାଣିବେ ମୋଟି ଝିଅଙ୍କ ସହିତ ବିବାହ କରିବାର ଏହି ଫାଇଦା, ତ ପତଳା ଝିଅଙ୍କୁ ବୁଲିକି ବି ଚାହିଁବେ ନାହିଁ !

ବିବାହକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ସ୍ଵପ୍ନ ଥାଏ । ସମସ୍ତ ପୁଅମାନଙ୍କ ମନରେ ଝିଅମାନଙ୍କୁ ନେଇ ଏକ ଇଚ୍ଛା ଥାଏ । କିଛି ଯୁବକ ପତଳା ଝିଅଙ୍କ ସହ ବିବାହ କରିବାକୁ ଇଚ୍ଛା କରନ୍ତି ତ କିଛି ଯୁବକ ମୋଟି ଝିଅଙ୍କ ସହ । କିନ୍ତୁ ପ୍ରାୟତଃ ଦେଖା ଯାଇଛି କି ଯୁବକମାନେ ପତଳା ଝିଅଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଓ ଏହି କାରଣ ଅଟେ କି ବିବାହ ପାଇଁ ସେମାନେ ପତଳା ଝିଅକୁ ହିଁ ଚାହାଁନ୍ତି ।

Image courtesy: Google

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ସତ କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ବି ପତଳା ଝିଅଙ୍କ ସହିତ ବିବାହ କରିବାକୁ ଚିନ୍ତା ବି କରିବେ ନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମୋଟି ଝିଅ ସହିତ ବିବାହ କରିବା ଦ୍ଵାରା ଏତେ ଲାଭ ମିଳିଥାଏ କି ଆପଣ ସ୍ଵପ୍ନରେ ବି ପତଳା ଝିଅଙ୍କ ବିଷୟରେ ସେହିଭଳି କିଛି ଚିନ୍ତା କରି ନ ଥିବେ । ମୋଟି ଝିଅ ସହିତ ବିବାହ କରିବା ଦ୍ଵାରା କେବଳ ଲାଭ ହିଁ ଲାଭ ଅଛି ।

ମୋଟି ଝିଅ ସହିତ ବିବାହ କରିବା ଦ୍ଵାରା ଶପିଙ୍ଗର ଖର୍ଚ କମ ହୋଇଯାଏ କାରଣ ମୋଟି ଝିଅମାନେ କପଡା ମାମଲାରେ ବହୁତ ସିଲେକ୍ଟିବ ହୋଇଥାନ୍ତି । ଏହି ମାମଲାରେ ସେମାନଙ୍କର ମୁଣ୍ଡ ଅଧିକ କାମ କରେ ନାହିଁ ଓ ନା ହିଁ ସ୍ଵାମୀଙ୍କୁ ଅଧିକ ଡିମାଣ୍ଡ କରିଥାନ୍ତି ।

Image courtesy: Google

ମୋଟି ଝିଅ ପତଳା ଝିଅଙ୍କ ଅପେକ୍ଷା ହୃଦୟରୁ ଅଧିକ ଭଲ ହୋଇଥାନ୍ତି ଓ ସେମାନେ ମସ୍ତିସ୍କ ରୁ ଚିନ୍ତା କରିବା ପରିବର୍ତ୍ତେ ହୃଦୟର ସହିତ ଚିନ୍ତା କରନ୍ତି । ମୋଟି ଝିଅଙ୍କ ମନରେ କାହା ପ୍ରତି ଘୃଣା ନ ଥାଏ । ଏହା ସହିତ ସେମାନେ ଶଶୁର ଘରେ ବି ସମସ୍ତଙ୍କର ଧ୍ୟାନ ରଖନ୍ତି ।

Image courtesy: Google

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମୋଟି ଝିଅମାନେ ଅସୁବିଧା ସମୟରେ ହୃଦୟରୁ ଚିନ୍ତା ନ କରି ନିଜ ମସ୍ତିସ୍କ ଲଗାଇ ଥାଆନ୍ତି । ସେମାନଙ୍କ ହୃଦୟରେ କାହା ପ୍ରତି ଶତୃତା ମନୋଭାବ ନ ଥାଏ । ଏମାନେ ନିଜର ଶଶୁରଘରର ଲୋକମାନଙ୍କ ମନରେ ବିବାହର ପ୍ରଥମ ଦିନରୁ ହିଁ ଜାଗା କରି ନିଅନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।