ସବୁଠୁ ବଡ ଷ୍ଟାଡିୟମ ମୋତେରାକୁ ଦେଖି ଏମିତି କହିଲେ ଇଂଲଣ୍ଡର ଖେଳାଳି

ଏବେ ମୋଟେରା ଷ୍ଟାଡିୟମର ଆଖି ଝଳସୁ ଥିବା ଦୃଶ୍ୟ ଦେଖିବାକୁ ମିଳୁଛି । କାରଣ ଆଉ କିଛି ଦିନ ମଧ୍ୟରେ ଏହି ଠାରେ ଟେଷ୍ଟ ମ୍ୟାଚ ଖେଳ ହେବାକୁ ଯାଉଛି । ଗୁଜୁରାଟର ଅହମଦା ବାଦର ଫୋଟୋ ଏବେ ଦେଖିବାକୁ ବହୁତ ସୁନ୍ଦର ଲାଗୁଛି । ଆପଣ ମାନେ ଜାଣିଛନ୍ତି କି ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ଟି ଟେଷ୍ଟ ମ୍ୟାଚ ଖେଳ ସରିଲାଣି । ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ବରାବର ଥିବା ବେଳେ ଏବେ ତୃତୀୟ ଟେଷ୍ଟରେ କିଏ ଜିତିବ ଓ କିଏ ହାରିବ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

କାରଣ ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇର ଏମ ଚିତାବର୍ମରେ ଖେଳା ଯାଇଥିଲା । କିନ୍ତୁ ଏହାପରେ ଯେଉଁ ମ୍ୟାଚ ଖେଳା ଯିବ ସେଇଟା କିନ୍ତୁ ଗୁଜୁରାଟରେ ଥିବା ଅହମଦା ବାଦର ମଟେରାରେ ଥିବା ବିଶ୍ଵର ସବୁଠୁ ବଡ ଷ୍ଟାଡିୟମ ଭାବରେ ପରିଚିତ ଓ ସେହିଠାରେ ମ୍ୟାଚ ଖେଳା ଯିବାର ଶୁଣାଯାଉଛି ।

ଏବେ ସେହି ଷ୍ଟାଡିୟମ ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହେବାରେ ଲାଗିଛି । ବିଶେଷ କରି ବୁଧବାର ଦିନ ଖେଳ ହେବାକୁ ଯାଉଥିବା ମ୍ୟାଚ, ଏବେ ଗୁଜୁରାଟର ସବୁଠୁ ବଡ ଷ୍ଟାଡିୟମରେ ଖେଳାଯିବ । ଏବେ ଏଥିରେ ହୋଇଥିବା ଗୋଲାପି ରଙ୍ଗ ଯୋଗୁଁ ଏହାର ଚର୍ଚା ସାରା ଦେଶ ଓ ବିଦେଶରେ ଏହାକୁ ଦେଖିବା ପାଇଁ ବହୁତ ଲୋକେ ଅପେକ୍ଷା କରିଛନ୍ତି ।

ଏହି ଦୁଇଟି ଯାକ ମ୍ୟାଚ ପାଇଁ ଗୁଜୁରାଟର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ୫୦ ଶତକଡା ମ୍ୟାଚ ଦେଖିବା ପାଇଁ ସୁବିଧା କରାଇଛନ୍ତି । ୨୦୧୬ରେ ଏହି ଷ୍ଟାଡିୟମର ସୌଦର୍ଯ୍ୟ ପାଇଁ କାର୍ଯ୍ୟ ଆରମ୍ଭ କରା ଯାଇଥିଲା । ଏହି ବର୍ଷ ସେସ ହେଉଥିବା ଶୁଣାଯାଉଛି । ଏହି ଷ୍ଟାଡିୟମରେ ଏକ ଲକ୍ଷ ୧୦୦୦୦ ଲୋକେ ବସି ଖେଳ ଦେଖି ପାରିବେ ।

ଯେହେତୁ ଏତେ ଲୋକେ ସେଠାରେ ବସି ମ୍ୟାଚ ଦେଖି ପାରିବେ ତେଣୁ ଏହାକୁ ବିଶ୍ଵର ସବୁଠୁ ବଡ ଷ୍ଟାଡିୟମ ବୋଲି କୁହା ଯାଉଛି । ଏହାଛଡା ସବୁ ଭଲ କଥା ହେଉଛି ଭାରତ ଖେଳାଳି ଅପେକ୍ଷା ଇଂଲଣ୍ଡର ଖେଳାଳି ମାନେ ଏହାକୁ ଦେଖି ମୋଟେରାର ସୌଦର୍ଯ୍ୟ କରଣ ଦେଖି ବହୁତ ଖୁସି ହୋଇଥିଲେ ଓ ଆଶ୍ଚର୍ଯ୍ୟ ହେଉଛନ୍ତି ।

ତାଙ୍କ ମଧ୍ୟରେ ଥିବା ଷ୍ଟୁଅଟ ଓ ବେନ ଷ୍ଟୋକ ପର୍ଯ୍ୟନ୍ତ ସମସ୍ଥେ ଏହାକୁ ଦେଖି ଟୁଇଟ କରିଛନ୍ତି ଓ ଏହାର ଫୋଟୋକୁ ସେୟାର କରିଛନ୍ତି । ବିଶ୍ଵର ସବୁଠୁ ବଡ ଷ୍ଟାଡିୟମ ସୁନ୍ଦର ଭାବରେ ପରିଚିତ ବୋଲି ଇଂଲଣ୍ଡର ଖେଳାଳି ମାନେ କହିଛନ୍ତି । ଭାରତୀୟ ଖେଳାଳି ମାନଙ୍କ ମଧ୍ୟରେ ଥିବା ରିସବ ପନ୍ତ ଓ ଅକ୍ଶର ପଟେଲ ଭଳି ପ୍ରମୁଖ ଖେଳାଳି ମାନେ ସେହି ଷ୍ଟାଡିୟମର ଫୋଟୋ ଉଠାଇ ଛାଡି ଥିବାର ଦେଖାଯାଉଛି ଓ ପ୍ରଶଂସକଙ୍କୁ ଏହାର ଝଲକ ଦେଖାଇଛନ୍ତି ।

ଏପରି କହିବାକୁ ଗଲେ ଇଂଲଣ୍ଡର ପୂର୍ବତନ ଖେଳାଳି ପିଟର ସନ ସେହି ଷ୍ଟାଡିୟମର ଫୋଟୋ ସେୟାର କରି କହିଛନ୍ତି ଯେ ଏହା ଏକେ କ୍ରିକେଟ ଖେଳର ରଙ୍ଗ ମଞ୍ଚ ଅଟେ । ଏହା ନବ ନିର୍ମିତ ଷ୍ଟାଡିୟମ ଭାରତ ଓ ଇଂଲଣ୍ଡ ଖେଳା ଯାଉଥିବା ଟେଷ୍ଟ ମ୍ୟାଚ ସେଠାରେ ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ଟେଷ୍ଟ ମ୍ୟାଚ ଖେଳା ହେବା ସହିତ ୫ ଟିକିଆ ଟି ୨୦ ମ୍ୟାଚ ଖେଳା ଯିବାକୁ ନେଇ ଶୁଣାଯାଉଛି । ଏଣୁ ଚଳିତ ମାସ ଠାରୁ ୨୪ ତାରିକରୁ ହିଁ ଲଗାତାର ୭ ଟି ଆନ୍ତର ଜାତୀୟ ମ୍ୟାଚ ଖେଳାଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।