ମତେ ଏଇଠୁ ଶୀଘ୍ର ନେଇଯାଅ ନେହେଲେ ଏମାନେ ମତେ ମାରିଦେବେ… ଏମିତି କାହିଁକି କହିଲେ Sura Routray ? ଦେଖନ୍ତୁ video

ଗତ ଜାନୁୟାରୀ 29 ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜନଗହଳି ଭିତରୁ guli କରି ହତୟଆ କରିଥିଲେ ବହିଷ୍କୃତ ପୋଲିସ ASI ଗୋପାଳକୃଷ୍ଣ ଦାସ । ହତୟଆର ପ୍ରକୃତ କାରଣକୁ ନେଇ ଏବେ ବି ଲୋକଙ୍କ ମନରେ ନାନା ପ୍ରକାର ସନ୍ଦେହ ଉପୁଜିବାରେ ଲାଗିଛି । କାରଣ ଗୋପାଳର ନବ ଦାସଙ୍କ ସହ କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା । ହେଲେ ମନ୍ତ୍ରୀ ନବ ଦାସ ସାଧାରଣ ଲୋକଙ୍କୁ ଡରେଇ ଧମ-କେଇ କଲବଲ କରୁଥିଲେ ଯାହାକି ଗୋପାଳ ସହି ପାରୁ ନଥିଲା ବୋଲି ତା’ ବୟାନରେ କହିଛି ।

ସେଥିପାଇଁ ସୁଯୋଗ ଦେଖି ସେ ନବ ଦାସଙ୍କ ଉପରକୁ guliମାଡ କରିଥିବା କହିଛି । ତେବେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ହାତରେ ନବ ଦାସଙ୍କ ହତୟଆ ମାମଲାର ତଦନ୍ତ ଭାର ଦେଇଥିବା ବେଳେ ଏନେଇ ଅସନ୍ତୁଷ୍ଟ ଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଏନେଇ ସୁର କହିଛନ୍ତି କି, ନବ ଦାସଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସାନ୍ତ୍ଵନା ଦେବା ବେଳେ ମୁଁ ସେଠି ଥିଲି । ଏଇଟା ବେଶ ଭଲ କଥା ହେଲେ ନବ ଦାସଙ୍କ ହତୟଆ ମାମଲା ଠିକ ଭାବେ କାହିଁକି ତଦନ୍ତ କରା ଯାଉନାହିଁ ?

ଜଣେ ଅବସରପ୍ରାପ୍ତ ଜଜ୍ ଙ୍କୁ କାହିଁକି ଏହି ମାମଲା ଦିଆଯାଇଛି ? ନବ ଦାସ ହତୟଆ ମାମଲାରେ ହାଇକୋର୍ଟରେ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ । ଅନ୍ୟପଟେ ଅଭିଯୁକ୍ତ ଗୋପାଳ ଦାସକୁ ଶୀଘ୍ର ହତୟଆ କରିବାର ଯୋଜନା କରୁଛନ୍ତି । ଗୋପାଳକୁ ମୋହରା କରି ନବ ଦାସଙ୍କୁ ହତୟଆ କରା ଯାଇଥିବା ସ୍ପଷ୍ଟ ଭାବେ କହିଛନ୍ତି ସୁର ରାଉତରାୟ ।

ସେଥିପାଇଁ ଗୋପାଳ ମଧ୍ୟ ନିଜେ ଏବେ ଭୟ କଲାଣି । ସେ ଭୟରେ କହୁଛି ମୋତେ ଏଇଠୁ ନେଇଯାଅ ନହଲେ ମୋତେ ମାରିଦେବେ । ଗୋପାଳ ଦ୍ଵାରା ନବ ଦାସଙ୍କୁ ହତୟଆ ଷଡଯନ୍ତ୍ର କରାଯାଇଛି । ଆଉ ଏବେ କେସକୁ ଦବେଇବା ସହ ଗୋପାଳକୁ ମଧ୍ୟ ରାସ୍ତାରୁ ହେଟେଇ ଦେବେ ।

ସେଥିପାଇଁନ ଗୋପାଳ ଏବେ ବିକଳରେ କାନ୍ଦି ବୋବେଇ କହୁଛି, ମୋତେ ଏଇଠୁ ନେଇଯାଅ ନହେଲେ ଏମାନେ ମାରିଦେବେ । ନବ ଦାସଙ୍କ ମୃତ୍ୟୁର ତଦନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋର ଅବହେଳା ହେଉଛି ବୋଲି କହିଛନ୍ତି ସୁର । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।