ପ୍ରଧାନମନ୍ତ୍ରୀଙ୍କ ଦିନକୁ ଖାଇବା ର ଖର୍ଚ୍ଚ କେତେ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଖାଇବା ଖର୍ଚ୍ଚ କେତେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁଠାରେ ସାଧାରଣ ଲୋକଙ୍କ ତୁଳନାରେ ଏହା ଯଥେଷ୍ଟ ଅଧିକ ଅଟେ । ଏହି ତଥ୍ୟ ଏକ RTI ଦ୍ୱାରା ମିଳିଥିଲା । କେରଳ ର ଜଣେ ବ୍ୟକ୍ତି RTI ଦ୍ୱାରା ଭାରତ ସରକାର ଙ୍କୁ ପଚାରିଥିଲେ ଯେ ନରେନ୍ଦ୍ର ମୋଦି ଙ୍କ ଖାଇବା ଖର୍ଚ୍ଚ କେତେ ଏବଂ ପ୍ରଧାନମନ୍ତ୍ରୀ ନିଜ ଦୈନିକ ରୁଟିନ୍ ରେ କଣ କଣ ଖାଇଥାନ୍ତି । ତାପରେ ଯାହା ତଥ୍ୟ ସରକାର ଙ୍କ ତରଫ ରୁ ଆସିଲା ଜାଣିଲେ ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ ।

ଆଜି ଆମେ ଆପଣଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୈନିକ ଭୋଜନର ମୂଲ୍ୟ ବିଷୟରେ କହିବୁ । ପ୍ରତିଦିନ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୭: ୦୦ ରେ ପ୍ରସ୍ତୁତ ହୁଅନ୍ତି ଏବଂ ଜଳଖିଆ ଖାଇବାକୁ ୩୦ ମିନିଟ୍ ନେଇଥାନ୍ତି ଏବଂ ଜଳଖିଆ ପାଇଁ ହାଲକା କିଛି ଖାଇବାକୁ ପସନ୍ଦ କରନ୍ତି ଯେପରିକି ଇଟଲି, ସମ୍ବର, ଉପମା, ପାପଡ଼, ଧୋକଲା କିମ୍ବା ପୋହା ଯାହାର ମୂଲ୍ୟ ₹ ୫୦ ରୁ ₹ ୬୦ ଅଟେ । ଯଦିଓ ବର୍ତ୍ତମାନ ସାରା ଦେଶରେ ସ୍ଥିତି ଖରାପ ପଡିଛି କରୋନା ଯୋଗୁଁ ଲାକଡାଉନ ଚାଲିଛି, ଦେଶର ସ୍ଥିତି ବହୁତ ବଦଳିଛି କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡାଏଟ୍ ଯୋଜନାରେ ଏହା ଅପରିବର୍ତ୍ତିତ ରହିଛି ।

ମଧ୍ୟାହ୍ନ ଭୋଜନ କଥା କହିବା ଯଦି ମୋଦି ଜି ପ୍ରାୟ ଦିନ ୧ .୦୦ ରେ ତାଙ୍କ ମଧ୍ୟାହ୍ନ ଭୋଜନ ଖାଇଥାନ୍ତି । ମୋଦିଜି ଙ୍କ ମଧ୍ୟାହ୍ନ ଭୋଜନ ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ । ଏହି ମିଲ ର ଦାମ ₹ ୭୦୦ ଟଙ୍କା ରୁ ପ୍ରାୟ ₹ ୧୦୦୦ ଟଙ୍କା ଅଟେ । ମୋଦିଜି ଙ୍କ ରୋଷେଇ ପ୍ରଧାନମନ୍ତ୍ରୀ କ୍ୟାଣ୍ଟିନ୍ ରୁ ଆସିଥାଏ । ଏଥିପାଇଁ ଅନେକ ଲୋକ କାମ କରିଥାନ୍ତି । ସମୟ ଅନୁସାରେ ହିଁ ମୋଦି ଜି ଙ୍କୁ ଖାଇବା ପାଇଁ ନିମନ୍ତ୍ରଣ କରାଯାଇଥାଏ ।

ମୋଦି ଜି ଙ୍କ ମଧ୍ୟାହ୍ନ ଭୋଜନ ରେ ଆଇଟମ ସବୁ ରହିଛି, ଫ୍ରାଇଡ଼ ରାଇସ୍, ମୁଙ୍ଗ ଡାଲି, କୋବି ଚିଲି ଫ୍ରାଇଡ଼, ପନୀର ଟୀକା, ମସୃମ ତରକାରୀ, ରାଜମା, ଏବଂ ସଲାଡ଼ । ଏହା ପରେ ମୋଦି ଜି ଶେଷ ରେ କାଜୁ କଟିଲ କିମ୍ବା ବଙ୍ଗଳା ଛେନା ରସଗୋଲା ଖାଇଥାନ୍ତି । ମୋଦିଜି ଅପରାହ୍ନ ବା ସ୍ନାକ୍ସ ରେ କଣ ଖାଅନ୍ତି?

ଅପରାହ୍ନରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋହା ଭଳି ହାଲୁକା ଖାଇବାକୁ ପସନ୍ଦ କରନ୍ତି ଏବଂ ଏହାର ମୂଲ୍ୟ ମଧ୍ୟ ₹ ୫୦ ପାଖାପାଖି ରହିଛି । ରାତ୍ରୀ ଭୋଜନରେ ପ୍ରଧାନମନ୍ତ୍ରୀ ମୋଦୀ ରୋଟି, ମସୁର ଡାଲି, ଦହି ଭଳି ହାଲୁକା ଖାଦ୍ୟ ଖାଉଛନ୍ତି ଯାହାର ମୂଲ୍ୟ ୧୦୦ ରୁ ₹ ୨୦୦ ମଧ୍ୟରେ ରହିଛି । ଏହା ଥିଲା ଆମ ମୋଦିଜି ଙ୍କ ଖାଇବା ରୋଟିନ୍ ଏବଂ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।