ସାବଧାନ ! ଆପଣଙ୍କ ମୋବାଇଲରେ ଅଛି କି ଏହି ଆପ ? ତୁରନ୍ତ କରି ଦିଅନ୍ତୁ ଡ଼ିଲିଟ ନହେଲେ…

ନମସ୍କାର ବନ୍ଧୁଗଣ । ଆଜିକାଲି ମୋବାଇଲରେ ଅନେକ ପ୍ରକାରର ଆପ ଦେଖିବାକୁ ମିଳିଛି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଏହି ମୋବାଇଲ ଆପକୁ ନେଇ ଆଧାରିତ ଅଟେ ।

ସୂଚନା ଅନୁସାରେ ଗୁଗୁଲ ପ୍ଲେ ଷ୍ଟୋରରେ କିଛି ଖ-ତ-ର-ନା-କ ଆପ ରହିଥିବାର ତଥ୍ୟ ସାମନାକୁ ଆସିଛି । ଏହି ଖ-ତ-ର-ନା-କ ଆପରେ ଆପଣଙ୍କର ଆଡି ପାସ୍ୱାର୍ଡ ଓ କଣ୍ଟାକ୍ଟ ନମ୍ବର ଚୋ-ରୀ ହୋଇପାରେ । ଏହି ଅପକୁ ୫୦ ଲକ୍ଷରୁ ଅଧିକ ଥର ଡାଉନ ଲୋଡ କରାଯାଇ ସାରିଲାଣି । ଯଦି ଆପଣ ଏହି ଆପ ନିଜ ମୋବାଇଲରେ ଡାଉନ ଲୋଡ କରିଛନ୍ତି ତେବେ ତୁରନ୍ତ ଡ଼ିଲିଟ କରି ଦିଅନ୍ତୁ । ତେଣୁ ଏହି ବି-ପ-ଦ-ଜ-ନ-କ ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡ଼ିଲିଟ କରି ଦେଇଛି । ତେବେ ଆସନ୍ତୁ ଜାଣିବା ଏହି ଆପ ଗୁଡିକର ନାଁ କଣ ରହିଛି ।

ଏହି ଆପ ଗୁଡିକ ହେଉଛି ଡେଲି, ପ୍ରୋସେସିଙ୍ଗ ଫୋଟୋ, ଆପ ଲକ କିପ, ରାବିଶ କ୍ଳିନର, ହରସ୍କୋପ ପି, ଆପ ଲକ ମ୍ୟାନେଜର, ଲକଇଟ ମାଷ୍ଟର, ଇନୱେଲ ଫିଟନେସ, ପିପ ଫୋଟୋ । ଯଦି ଆପଣ ଏହି କିଛି ଆପ ଗୁଡିକ ମଧ୍ୟରୁ କିଛି ବି ବ୍ୟବହାର କରୁଛନ୍ତି ତେବେ ତୁରନ୍ତ ଡ଼ିଲିଟ କରନ୍ତୁ ।

ନଚେତ ଆପଣଙ୍କର କିଛି ଜରୁରୀ ତଥ୍ୟ ଚୋ-ରୀ ହେବର ସମ୍ଭାବନା ରହିଛି । ଏବେ ଆସନ୍ତୁ ଜାଣିବା ଏହି ଆପ ଗୁଡିକ କିପରି କ୍ଷ-ତି କରାଯାଇ ପାରିବ । ଏହି ଆପ ଖୋଲିଲେ ୟୁଜରକୁ ଫେସବୁକ ଲଗିନ କରିବାକୁ ମାଗିଥାଏ ।

କିଛି ଫେବୁକ ଆଡି ନିଜ ଅଜାଣତରେ ଫେସବୁକ ଆଦିକୁ ଲଗିନ କରି ଦିଅନ୍ତି । ଫେସବୁକ ଲଗିନ ହେବା ପରେ ଏହି ଆପକୁ ସ୍ପେଶାଲ ସେଟିଙ୍ଗ ମିଳି ଯାଇଥାଏ । ଏହା ସାହାଜ୍ଯରେ ଏହି ଆପ ଗୁଡିକ ଫୋନରେ ଡାଟା ଚୋ-ରୀ କରି ନିଅନ୍ତି ।

ତେଣୁ ଆପଣଙ୍କ ମୋବାଇଲରେ ଯଦି ଏହି ଆପ ଗୁଡିକ ରହିଛି ତେବେ ତୁରନ୍ତ ଏହାକୁ ଡ଼ିଲିଟ କରି ଦିଅନ୍ତୁ । ନଚେତ ଆଗକୁ ଯାଇ ଆପଣଙ୍କୁ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡିବ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।