ମିଠା ବାଣ୍ଟିବାକୁ ରେଡ୍ଡି ହୋଇଯାନ୍ତୁ, 23 ମାର୍ଚ୍ଚ ରୁ 31 ମାର୍ଚ୍ଚ ଏହି ରାଶିଙ୍କର ଭାଗ୍ୟ ଖୋଲିଦେବେ ପ୍ରଭୁ ହନୁମାନ (Astrology)

ଭଗବାନ ହନୁମାନ ଏକମାତ୍ର ଦେବତା ଯିଏ ଏବେବି ଅଜୟ ଅମର ବର ପାଇଥିବାରୁ ଧରାପୃଷ୍ଠରେ ସ୍ଵଦେହରେ ଅବସ୍ଥାନ କରନ୍ତି ବୋଲି ବିଶ୍ଵାସ କରାଯାଏ । ପବନପୁତ୍ର ହନୁମାନ ତାଙ୍କ ଭକ୍ତଙ୍କ ଉପରେ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି ଓ ସେମାନଙ୍କ ରକ୍ଷା କରିବାକୁ ସର୍ବଦା ଆଗେଇ ଆସନ୍ତି । ତେବେ ଗ୍ରହ ମାନଙ୍କରେ କିଛି ପରିବର୍ତ୍ତନ ଯୋଗୁଁ ଭଗବାନ ହନୁମାନ କେତେକ ଭାଗ୍ୟଶାଳୀ ରାଶିଙ୍କ ଉପରେ ପ୍ରସନ୍ନ ହୋଇ ସାରିଛନ୍ତି । ଆସନ୍ତା 23 ତାରିଖ ରୁ ମାର୍ଚ୍ଚ 31 ଯାଏଁ ଏହି ରାଶିର ସବୁ ସଙ୍କଟ ଦୂର କରିବେ ପ୍ରଭୁ ହନୁମାନ ।

ଆପଣଙ୍କୁ କହିରଖୁଛୁ ଯେ ଆପଣଙ୍କ ଉପରେ ଭଗବାନ ହନୁମାନଙ୍କ ଶୁଭ ଦୃଷ୍ଟି ପଡିସାରିଛି ଓ ଆପଣଙ୍କ ଘରେ ପ୍ରଭୁ ହନୁମାନଙ୍କ ପାଦ ଖୁବ ଶୀଘ୍ର ପଡିବାକୁ ଯାଉଛି । ଏବେ ଠାରୁ ହନୁମାନଙ୍କ ନାମ ନେଇ ଯେଉଁ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚୟ ସଫଳ ହେବେ । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ମାତାପିତାଙ୍କ ସମର୍ଥନ ମିଳିବ । ଆପଣ ଅନେକ ଦିନ ଧରି ଯେଉଁ କାର୍ଯ୍ୟରେ ଲାଗିଛନ୍ତି ତାହା ଖୁଭ ଶୀଘ୍ର ସଫଳ ହେବାକୁ ଯାଉଛି ।

ଏହି ସମୟ ଠାରୁ କମ୍ ପରିଶ୍ରମରେ ମଧ୍ୟ ଦଶଗୁଣା ଫଳ ମିଳିବ । ଅନେକ ବର୍ଷ ଧରି ଯେଉଁ କାର୍ଯ୍ୟ ଅଟକି ରହିଥିଲା ଏବେ ତାହା ପୂରଣ ହେବ । ଆଗାମୀ ସମୟ ଆପଣଙ୍କ ପାଇଁ ଅନେକ ସାରା ଖୁସି ନେଇକରି ଆସୁଛି । ଆପଣଙ୍କୁ ଅଚାନକ ଆର୍ଥିକ ଲାଭ ପ୍ରାପ୍ତ ହେବ ଓ ଧନ ସମ୍ବନ୍ଧିତ ଯାହା ବି ସ୍ମାସ୍ୟା ଥିଲା ଦୂର ହେବ ।

ଏହି ସମୟରେ ଆପଣ ମାନସିକ ଭାବେ ବେଶ ଖୁସି ରହିବେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତ ହେବ ଓ ଆପଣ କୌଣସି ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରି ପାରନ୍ତି । ଚାକିରି କ୍ଷେତ୍ରରେ ଆପଣଙ୍କର ଖୁବ ଶୀଘ୍ର ପ୍ରମୋଶନ ହେବାର ଯୋଗ ରହିଛି । ଏହି ସମୟରେ ଆପଣଙ୍କ କ୍ଯାରିୟରରେ ଉତ୍ତରୋତର ଉନ୍ନତି ଦେଖିବାକୁ ମିଳିବ ।

ଆପଣ ଯେଉଁ କାର୍ଯ୍ୟରେ ମଧ୍ୟ ହାତ ଦେବେ ସେଥିରେ ନିଶ୍ଚିତ ଭାବେ ସଫଳ ହେବେ । ଏହି ସମୟରେ ଆପଣଙ୍କ ପ୍ରେମ ଜୀବନ ମଧ୍ୟ ବେଶ ଭଲ ରହିବ । ଆପଣ ତାଙ୍କୁ ନିଜ ମନକଥା କହିବାରେ ସଫଳ ହେବେ । ଏହି ସମୟରେ ପ୍ରେମ ବିବାହ କଥା ଆଗେଇବାର ମଧ୍ୟ ଯୋଗ ରହିଛି । ପାରିବାରିକ ଓ ଦାମ୍ପତ୍ୟ ଜୀବନ ପାଇଁ ମଧ୍ୟ ଏହି ସମୟ ଅତ୍ୟନ୍ତ ଖୁସି ନେଇ ଆସୁଛି ।

ଘର ନିର୍ମାଣ କରିବାକୁ ଚାହୁଁଥିଲେ ଏହି ସମୟରେ ତାହା କରିପାରିବେ । ଆପଣ ନିଜ ଜୀବନକୁ ନେଇ ଯାହା ବି ଯୋଜନା କରିଛନ୍ତି ତାହା ଏହି ସମୟରେ କାର୍ଯ୍ୟକାରୀ କରିପାରିବେ । ଏହି ସମୟରେ ହନୁମାନଙ୍କ କୃପାରୁ ଆପଣଙ୍କ ଶତ୍ରୁମାନେ ଆପଣଙ୍କ ଠାରୁ ଦୂରେଇ ରହିବେ ଓ ଆପଣଙ୍କର ସବୁ ଖରାପ ସମୟର ଅନ୍ତ ହୋଇଯିବ ।

ତେବେ ସେହି ଭାଗ୍ୟଶାଳୀ ରାଶୀମାନେ ହେଉଛନ୍ତି ମେଷ ରାଶି, ମିଥୁନ ରାଶି, ଧନୁ ରାଶି, କୁମ୍ଭ ରାଶି, କନ୍ୟା ରାଶି ଓ ମୀନ ରାଶି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।