ଭାରତୀୟ ବାୟୁସେନା ମିରାଜ ୨୦୦୦ ସହିତ ମୁକାବାଲା କରିବା ପାଇଁ ଆସିଥିଲେ ପାକର F – ୧୬, ହେଲେ ତା ପରେ ହେଲା ଏମିତି…

ସମସ୍ତେ ବର୍ତ୍ତମାନ ଜାଣି ସାରିଛନ୍ତି କି ଆଜି ସକାଳେ ଭାରତୀୟ ବାୟୁସେନା ୧୪ ଫେବ୍ରୁୟାରୀର ପ୍ରତିଶୋଧ ନେଇ ସାରିଛି । କହିବାକୁ ଗଲେ ଆଜି ସକାଳେ ଭାରତୀୟ ବାୟୁସେନାର ମିରାଜ – ୨୦୦୦ ପାକିସ୍ତାନ ଭିତରେ ପଶି ୩.୩୦ରେ ଆତଙ୍କବାଦୀମାନଙ୍କର ଠିକଣା ଗୁଡିକ ଉପରେ ଏୟାର ଷ୍ଟ୍ରାଇକ କରିଛନ୍ତି ।

ମିରାଜ – ୨୦୦୦ ଦ୍ଵାରା ନଷ୍ଟ କରା ଯାଇଥିବା ଲକ୍ଷ୍ୟ ମଧ୍ୟରୁ ଗୋଟିଏ ପାକିସ୍ତାନର ଖୈବର ପଖ୍ତୂନଖ୍ୱା କ୍ଷେତ୍ର ବି ଥିଲା । ପାକିସ୍ତାନର ଖୈବର ପଖ୍ତୂନଖ୍ୱାରେ ଏୟାର ଷ୍ଟ୍ରାଇକ ପାଇଁ ଭୂମିରୁ ଖୁଫିୟା ସ୍ରୋତୋଂ ଦ୍ଵାରା ସୂଚନା ମିଳିଥିଲା । ଏତିକି ନୁହେଁ ଏହା ବି କହି ଦେଉଛୁ ଯେ ଆକ୍ରମଣରେ ପାକିସ୍ତାନର ଫାଇଟର ଜେଟ F – ୧୬କୁ ଭାରତୀୟ ବାୟୁସେନାକୁ ମିରାଜ – ୨୦୦୦ ବିରୁଦ୍ଧରେ ଜବାବି କାର୍ଯ୍ୟକାରୀ କରିବା ପାଇଁ ପଠା ଯାଇଥିଲା, କିନ୍ତୁ ଆପଣ ଜାଣି ଖୁସି ହେବେ କି ମିରାଜ – ୨୦୦୦ ଆଗରେ F – ୧୬ ବି ନିଜର ମୁଣ୍ଡ ନୂଆଁଇ ଦେଇଥିଲା । ଏବଂ ଫେରି ଯାଇଥିଲା । ସେମାନେ ମିରାଜ – ୨୦୦୦ ଆଇଏଏଫ ର ଫୋରମେସନ ଦେଖି ଫେରି ଯାଇଥିଲେ । ୱେସ୍ଟର୍ନ ଏୟାର କମାଣ୍ଡ ଏହି ଅପରେସନର ବିଷୟରେ କହିଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ କହି ଦେଉଛୁ ଯେ ଏହି ପୁରା ଅପରେସନକୁ ଭାରତୀୟ ବାୟୁସେନା କେବଳ ୪୦ ମିନିଟରେ ହିଁ ସଫଳ କରିଥିଲେ ଏବଂ ଏହା ପରେ ସବୁ ଫାଇଟର ପ୍ଲେନ ଫେରି ଆସିଥିଲେ । ବାୟୁସେନାର ମିରାଜ – ୨୦୦୦ ମୁଜଫ୍ଫରାବାଦ, ବାଲାକୋଟ, ଚକୋଟୀ, ଗଢୀ ହବୀବୁଲ୍ଲାହର ଆତଙ୍କି ଆଡା ଗୁଡିକ ଛଡା ଖୈବର ପଖ୍ତୂନଖ୍ୱାରେ ଅବସ୍ଥିତ ଆଡା ଉପରେ ବି ଏୟାର ଷ୍ଟ୍ରାଇକ କରିଥିଲେ ।

ସେନାମାନେ ଏହି ଜାଗାରେ ଆଟାକ କରିବା ପାଇଁ ଲେଜର ଗାଇଡେଡ ବମର ବ୍ୟବହାର କରିଥିଲେ । ଏବଂ ମିରାଜ ୨୦୦୦ ଏକ ହଜାର କିଲୋର ୧୦ ଟି ବାମ ପକାଇଥିଲେ । ଏହି ଅପରେସନ ପରେ ପାକିସ୍ତାନ ସେନା ମାନିଛନ୍ତି କି ଭାରତୀୟତ ସେନା POKରେ ଦାଖିଲ ହୋଇଥିଲା । ଏହା ସହିତ ଭାରତୀୟ ସେନାର ବିମାନ ଲାଇନ ଅଫ କଣ୍ଟ୍ରୋଲର ବି ଉଲ୍ଲଂଘନ କରିଛି ।

ଗର୍ବରେ ଗୋଟେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।