ଏଠି ଗୋଟିଏ ମାସରେ ମିଳିଥାଏ ୧୨ ଲକ୍ଷ ଟଙ୍କା ସ୍ୟାଲେରୀ, ତା ପରେ ବି କେହି କରିବା ପାଇଁ ଚାହାନ୍ତି ନାହିଁ ଏଠି କାମ, ଜାଣନ୍ତୁ କାହିଁକି ?

ବର୍ତ୍ତମାନ ସମୟରେ ଯେଉଁଠି ଗୋଟିଏ ପଟେ ଜନସଂଖ୍ୟା ଲଗାତାର ବଢି ଚାଲିଛି । ଏବଂ ପଢା ଲେଖା ପରେ ବି ପ୍ରାୟତଃ ଯୁବକମାନେ ବେରୋଜଗାର ଅଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଚାକିରି ବିଷୟରେ କହିବାକୁ ଯାଉଛୁ, ଯାହାକୁ ସପ୍ତାହରେ ମାତ୍ର ୪ ଦିନ କାମ କରିବାକୁ ପଡିଥାଏ ଏବଂ ବାକି ଦିନରେ ଛୁଟି ମିଳିଥାଏ । ଏତିକି ନୁହେଁ କମ୍ପାନୀରେ କାମ କରୁଥିବା ଲୋକମାନଙ୍କୁ ୧୨ ଲକ୍ଷ ଟଙ୍କା ପ୍ରତି ମାସରେ ଅଫର ମିଳିଥାଏ ।

ଏତେ ସ୍ୟାଲେରୀ କେବଳ ୪ ଦିନ ପାଇଁ ଆପଣଙ୍କର ମନରେ ବି ପ୍ରଶ୍ନ ଉଠଥିବ ଯେ ଏହା କେଉଁ ଚାକିରି ଅଟେ ।

କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ ଏତେ ସୁଖ ସୁବିଧା ମିଳିବା ସତ୍ବେ ବି ଏହି କମ୍ପାନୀରେ ଚାକିରି କରିବା ପାଇଁ କେହି ମିଳନ୍ତି ନାହିଁ । କହିଦେଉଛୁ ଯେ ଏହା ଏକ ଟ୍ରାଫିକ କଣ୍ଟ୍ରୋଲ ଅଟେ । ଏଥିପାଇଁ କମ୍ପାନୀ ୯୫ ହଜାର ଡଲାର ମାନେ ୬୭ ଲକ୍ଷ ୬୫ ହଜାର ଟଙ୍କା ଦେବା ପାଇଁ ପ୍ରସ୍ତୁତ ଅଛି । ଏତିକି ନୁହେଁ ଯଦି କୌଣସି ବ୍ୟକ୍ତି କମ୍ପାନୀରେ ଭଲ କମ କରିଥାଏ ତେବେ ତାହାର ସ୍ୟାଲେରୀ ବଢି ୧.୪୨ କୋଟି ଟଙ୍କା ମିଳିଥାଏ । ତଥାପି ଏହି କମ୍ପାନୀରେ କେହି କାମ କରିବା ପାଇଁ ପ୍ରସ୍ତୁତ ନୁହନ୍ତି ।

ଏହି ଚାକିରି ପାଇଁ କୌଣସି କ୍ୱାଲିଫିକେଶନ କିମ୍ବା ଡିଗ୍ରୀ ଦରକାର ହୋଇ ନଥାଏ ଏହାକୁ ଆବେଦନ କରିବା ପାଇଁ କେବଳ ୨୦ ବର୍ଷ ହୋଇଥିବା ଦରକାର । କହିଦେଉଛୁ ଯେ ନ୍ଯୂଜୀଲୈଂଡର ଏୟାର ଟ୍ରାଫିକ କଣ୍ଟ୍ରୋଲର ଚାକିରି କରିବା ପାଇଁ ଯୋଗ୍ୟତା ପୂର୍ଣ ଲୋକ ଦରକାର ଅଛି । ଏମିତିରେ ଏୟରବେସର ଟ୍ରାଫିକ ଜନେରାଲ ମ୍ୟାନେଜର ଟୀମ ବୟଲଙ୍କର କହିବା ଅଟେ କି ଏହି କାମ କରିବା ପାଇଁ ଲୋକ ଦରକାର ଅଛି ।

ଏବଂ ଏମିତିରେ କମ୍ପାନୀ ସେହି ଲୋକମାନଙ୍କୁ ଚାନ୍ସ ଦେବାକୁ ଚାହୁଁଛି, ଯେଉଁମାନେ ଏହି କମ କରିବା ପାଇଁ ଚିନ୍ତା କରୁଛନ୍ତି ।

ସେ ଆଗକୁ କହିଲେ କି ମାତ୍ର ୧୦୦ ଲୋକମାନଙ୍କ ମଧ୍ୟରୁ କେବଳ ୩ ଜଣ ଲୋକମାନେ ହିଁ ଏହି ପରୀକ୍ଷାକୁ ପାସ କରି ପାରନ୍ତି । ଏଥିରେ ଲୋକମାନଙ୍କର ବୁଦ୍ଧିମତାକୁ ଦେଖାଯାଏ । ଏହି ସବୁ ପ୍ରଶ୍ନ ପହେଲି ଟାଇପ ର ହୋଇଥାଏ ଯାହା ଏକ ସିକୁଏନ୍ସ ଦେଇ ଗତି କରିଥାଏ, ଯାହାର ଉତ୍ତର ଦେବା ବହୁତ କଠିନ ହୋଇ ଥାଏ । ଆଉ ସବୁ ପରେ ଏତେ କମ ପଦବୀ ଥାଏ ଯେ ଏଥିରେ ଜଏନ କରିବା ପାଇଁ କେହି ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଏହି ପହେଲିର ପରୀକ୍ଷା କୁ ଯିଏ ପାସ କରିପାରେ ତାଙ୍କୁ ୧୨ ମାସର ପେଡ ଟ୍ରେନିଗ ଦିଆ ଯାଇଥାଏ । ଯଦି ଆପଣ ମାନେ ଚିନ୍ତା କରୁଛନ୍ତି କି ଆପଣ ବି ଏହି ପରୀକ୍ଷା ପାଇଁ ନିଜକୁ ଯୋଗ୍ୟ ମନେ କରୁଛନ୍ତି ତେବେ ଆପଣମାନେ ବି ପରୀକ୍ଷା ଦେଇ ପାରିବେ ।

ପୋଷ୍ଟଟି ଭଲ ଲାଗିଲେ ଶେୟାର କରିବେ । ଏମିତ ଅନେକ ଇନ୍ଫୋରମେଟିଭ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।