ମେଥି ଦାନାର ଉପକାରିତା, ଜାଣିବେ ତ ବିଶ୍ଵାସ କରି ପାରିବେ ନାହିଁ

ଭାରତୀୟ ଆୟୁର୍ବେଦରେ ମେଥି ଦାନାକୁ ଏକ ବହୁତ ଅଦ୍ଭୁତ ଔଷଧୀ ବୋଲି ଜଣା ଯାଏ । ଏହା ହାରାହାରି ୫୦ ରୁ ଅଧିକ ରୋଗର ଚିକିଶ୍ଚା କରି ପାରେ । ଯେମିତିକି ସୁଗାର, ଶରୀରରେ କେଉଁଠି ବି ବିନ୍ଧା, ଆଣ୍ଠୁ ଗଣ୍ଠି ବିନ୍ଧା, କାନ ବିନ୍ଧା, କୁକୁର କାମୁଡିଲେ, ନିଦ ନ ଆସିବା, ବାରମ୍ବାର ପରିସ୍ରା ଲାଗିବା, ବ୍ୟାଡ କୋଲେଷ୍ଟ୍ରୋଲ, ହାଇ ବିପି, କବ୍ଜ ଆଦି ଅନେକ ରୋଗରେ ମେଥି ଦାନା ଉପଯୋଗୀ ଅଟେ । ଏହି ସମସ୍ତ ରୋଗ ପାଇଁ ମେଥି ଦାନା ଅଲଗା ଅଲଗା ରୂପରେ କାମ କରିଥାଏ । ଆଜି ଏହି ସବୁ ରୋଗରେ ମେଥି ଦାନାକୁ କେମିତି ବ୍ୟବହାର କରିବେ ତାହା ବ ଇଶୟରେ ଜାଣିବା ।

ସୁଗାର

Image courtesy: Google

ସୁଗାର ରୋଗ ପାଇଁ ମେଥି ଦାନା ଏକ ବହୁତ ଭଲ ଔଷଧୀ ଅଟେ । ଏଥିପାଇଁ ଗୋଟିଏ ଚାମଚ ମେଥି ଦାନାକୁ ଗୋଟିଏ ଗ୍ଳାସ ପାଣିରେ ସାରା ରାତି ବତୁରାଇ ରଖନ୍ତୁ । ସକାଳୁ ଉଠି କିଛି ଖାଦ୍ଯ ନ ଖାଇ ପ୍ରଥମେ ଏହି ମେଥି ପାଣିକୁ ପିଅନ୍ତୁ । ତା ପରେ ବଞ୍ଚିଥିବା ମେଥି ଦାନାକୁ ଧୀରେ ଧୀରେ ଚୋବାଇ ଖାଆନ୍ତୁ ।

୩ ମାସ ମଧ୍ୟରେ ବିନା କୌଣସି ଔଷଧରେ ସୁଗାର ଠିକ ହୋଇଯିବ । ଏହାକୁ ଖାଇବା ପରେ ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ ଓ ଚା’ ମଧ୍ୟ ପିଇବେ ନାହିଁ । ଆପଣ ମେଥିର ଏହି ପ୍ରକାରର ପ୍ରୟୋଗ ହାଇ କୋଲେଷ୍ଟ୍ରୋଲ, ହାଇ ବିପି ଓ ଆଁଠୁ ଗଣ୍ଠି ଦରଜ ରୋଗରେ ମଧ୍ୟ କରି ପାରିବେ ।

କାନ ବିନ୍ଧା

Image courtesy: Google

ପ୍ରାୟତଃ ବହୁତ ପିଲାଙ୍କ କାନ ବିନ୍ଧା ହୋଇଥାଏ ଓ ସେଥିପାଇଁ ଡାକ୍ତର ପେନକିଲର ଲେଖି ଦିଅନ୍ତି । ଯେ ପର୍ଯ୍ୟନ୍ତ ତାର ପ୍ରଭାବ ରହିଥାଏ ତ କାନ ଠିକ ଥାଏ । ପ୍ରଭାବ ଶେଷ ହୋଇଗଲେ ପୁଣି କାନବିନ୍ଧା ଆରମ୍ଭ ହୋଇଯାଏ । କିନ୍ତୁ ମେଥିଦାନା କାନ ବିନ୍ଧା ପାଇଁ ଅଦ୍ଭୁତ ଅଟେ ।

ଏଥିପାଇଁ ଆପଣ ଗୋଟିଏ ଚାମଚ ଶୋରିଷ ତେଲ ବା ନଡିଆ ତେଲ ବା ଦେଶୀ ଗାଈ ଘିଅ ନେଇ ସେଥିରେ ୫-୭ ଟି ମେଥି ଦାନ ପକାଇ ଦିଅନ୍ତୁ ଓ ତାହାକୁ ଗରମ କରିନେବେ ଯାହା ଦ୍ଵାରା ମେଥିଦାନାର ସବୁ ଗୁଣ ତେଲରେ ଆସିଯିବ । ତେଲକୁ ଥଣ୍ଡା କରି ନିଅନ୍ତୁ ଓ ତାହାର ଏକ ବା ଦୁଇ ବୁନ୍ଦା କାନରେ ପକାନ୍ତୁ । ୫ ମିନିଟ ଭିତରେ ହିଁ କାନ ବିନ୍ଧା ଭଲ ହୋଇଯିବ ଓ ଦୁଇ ତିନି ଥର ପକାଇବା ଦ୍ଵାରା କାନ ବିନ୍ଧା ସବୁଦିନ ପାଇଁ ଭଲ ହୋଇଯିବ ।

ନିଦ ନ ଆସିବା

Image courtesy: Google

ଏହା ଆଜିର ସମୟରେ ବହୁତ ବଡ ସମସ୍ଯା ଅଟେ ଓ ଏଥିପାଇଁ ଲୋକ ପ୍ରାୟତଃ ନିଦ ର ଟାବ୍ଲେଟ ଖାଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମେଥି ଦାନା ଏକ ବହୁତ ବଡ ଔଷଧୀ ଅଟେ ନିଦ ଆସିବା ପାଇଁ । ଏଥିପାଇଁ ଆପଣ ହାତର ବୁଢା ଆଙ୍ଗୁଠିର ନଖର ଦୁଇ କଣରେ ମେଥି ଦାନା ରଖନ୍ତୁ ଓ ତାହାକୁ ଏକ ସେଲୋ ଟେପ ଦ୍ଵାରା ବାନ୍ଧି ଦିଅନ୍ତୁ , ଏହିପରି ଦୁଇ ହାତରେ କରିବେ । ୧୫-୨୦ ମିନିଟ ଭିତରେ ଆପଣଙ୍କୁ ଏମିତି ନିଦ ଆସିବ ଯେମିତି ବହୁତ ଦିନ ହେବ ଆପଣ ଶୋଇ ନାହାଁନ୍ତି ।

ଶରୀରରେ କୌଣସି ଜାଗାରେ ବିନ୍ଧା ହେଉଥିଲେ

Image courtesy: Google

ଯଦି ଆପଣଙ୍କର ଆଁଠୁ ବିନ୍ଧା ହେଉଛି ବା କାନ୍ଧ ବିନ୍ଧା ହେଉଛି ବା ମାଇଗ୍ରେନ ପ୍ରୋବ୍ଲେମ ଅଛି ବା ଗୋଡ ବିନ୍ଧା ହେଉଛି ତେବେ ଏହି ମେଥି ଦାନା ତାହା ପାଇଁ ଏକ ବହୁତ ଭଲ ଔଷଧୀ ଅଟେ । କାରଣ ଏଥିରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ ଫୋର୍ସ ବହୁତ ଅଛି ଯାହା ଆପଣଙ୍କ ବିନ୍ଧାକୁ ଟାଣି ନେଇଥାଏ । ଏଥିପାଇଁ ଆପଣ ମେଥି ଦାନାକୁ ବିନ୍ଧା ସ୍ଥାନରେ ରଖି ଟେପ ସାହାର୍ଯ୍ୟରେ ବାନ୍ଧି ଦିଅନ୍ତୁ । ଅଧ ଘଣ୍ଟା ଭିତରେ ଆପଣଙ୍କର ବିନ୍ଧା ଭଲ ହୋଇଯିବ ।

Image courtesy: Google

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।