MDH ମସଲା ଓ ତାର ଫାଉଣ୍ଡରଙ୍କ ବିଷୟରେ 10 ରୋଚକ କଥା, ଯାହା ଆଗରୁ ଆପଣ କେବେ ଶୁଣି ନଥିବେ

୧:-ଭାରତର ଫେମସ ମସଲା ବ୍ରାଣ୍ଡ MDH ର ପୁରା ନାମ ଅଟେ ମହାଶୟା ଡି ହଟ୍ଟି ଯାହାର ଅର୍ଥ ଅଟେ ସଭ୍ୟ ଲୋକଙ୍କ ଦୋକାନ । ୨:-MDH ମସଲାର ସଂସ୍ଥାପକ ଅଟନ୍ତି ମହାଶୟ ଧରମ୍ପାଲ ଗୁଲାଟ୍ଟି, ତାଙ୍କର ଜନ୍ମ ୨୭ ମାର୍ଚ୍ଚ ୧୯୨୩ ରେ ରୀୟଲକୋଟ ପଞ୍ଜାବ ରେ ହୋଇଥିଲା ଯାହା ଆଜି ପାକିସ୍ଥାନ ରେ ରହିଛି । ୩:- ଧରମ୍ପାଲ ଙ୍କ ପିତା ଚୁନୀ ଲାଲ ମଧ୍ୟ ରିଆଲକୋଟ ରେ ନିଜର ମସଲା ର ବ୍ୟାପାର କରୁଥିଲେ । ଯାହାକୁ ଦିଗି ମିର୍ଚ୍ଚ ୱାଲା ବୋଲି କୁହାଯାଏ ।

୪:- ୧୯୪୭ ରେ ଭାରତ ପାକିସ୍ଥାନ ବିଭାଜନ ସମୟରେ ତାଙ୍କୁ ନିଜର ସବୁ କିଛି ଛାଡ଼ି ମାତ୍ର ୧୫୦୦ ତାଙ୍କ ନେଇ ଭାରତ ଆସିବାକୁ ପଡ଼ିଥିଲା । ଯୋଇଥିରେ ସେ ଦିଲ୍ଲୀରେ ନିଜ ଭଉଣୀ ଘରେ ଏହି ନିଜର ଭୋକ ମେଣ୍ଟେଇବାକୁ ୧୦୦୦ ଟଙ୍କାରେ ଗୋଟେ ଘୋଡ଼ା ଗାଡ଼ି ନେଇଥିଲେ ।

୫:- ଏହା ପରେ ଦିଲ୍ଲୀରେ ହିଁ ସେ ନିଜର ସେହି ନାମରେ ରେଡିମେଡ ମସଲା ପ୍ୟାକେଟ ର ଦୋକାନ ଖୋଲିଲେ । ଯାହାର ପ୍ରଚାର ଖବର କାଗଜ ଦ୍ଵାରା ମଧ୍ୟ ବହୁତ ଜୋର ସୋର ରେ ଚାଲିଥିଲେ । ଏବଂ ତାଙ୍କୁ ଏଥିରେ ସଫଳତା ପ୍ରତି ହେବାରେ ଲାଗିଲା ।

୬:- ୧୯୫୯ ରେ ଦିଲ୍ଲୀର କୀର୍ତ୍ତି ନଗରରେ ଜାଗା କିଣି ସେ ନିଜର ପ୍ରଥମ ମନ୍ୟୁଫେକ୍ଟାରିଂ ୟୁନିଟ ଆରମ୍ଭ କରିଥିଲେ । ଆଜି ଦେଶ ସାରା ତାଙ୍କର କମ୍ପାନୀ ରହିଛି ।

୭:- ନିଜ କମ୍ପାନୀ ର CEO ଥିବାରୁ ତାଙ୍କୁ ୩୨ କୋଟି ଟଙ୍କାର ସାଲେରି ମିଳୁଥିଲା । ସେ ନିଜର ଏହି ସଫଳତା ପାଇଁ ବହୁତ ଖୁସି ଥିଲେ ଏବଂ ପ୍ରଶଂସା ମଧ୍ୟ ପାଇଥିଲେ ।

୮:- ସେ ନିଜ ପିତାଙ୍କ ନାମର ଗୋଟେ ଟ୍ରଷ୍ଟ ମଧ୍ୟ ତିଆରି କରିଥିଲେ । ଯାହା ମାଧ୍ୟମରେ ଦେଶ ସରେ ପ୍ରାଇମେରୀ ଏବଂ ସେକେଣ୍ଡାରୀ ଏଡୁକେସନ ର ସୁଧାର ପାଇଁ ୨୦ଟି ବିଦ୍ୟାଳୟ, ଗରିବ ଲୋକଙ୍କ ଚିକିତ୍ସା ପାଇଁ ୨୦୦ ବେଡ ର ଆୟୋଜନ ରେ ଡାକ୍ତରଖାନା କଲେ । ଏମାନେ ନିଜ ୱାର୍କର ମାନଙ୍କୁ ମଧ୍ୟ ବହୁତ କିଛି ଦେଇଛନ୍ତି ।

୯:- ନିଜର ସଫଳ ବିଜନେସ ଓ ଚମତ୍କାର କାର୍ଯ୍ୟପାଇଁ ତାଙ୍କୁ ତୃତୀୟ ସର୍ବୋଚ୍ଚ । ସିଭିଲିଆନ ନାଗରିକ ସମ୍ମାନ ପଦ୍ଭୂଷଣ ଦ୍ଵାରା ମଧ୍ୟ ସମ୍ମାନ କରାଯାଇଥିଲା ।

୧୦:- ନିଜ ଫିଟନେସ ପାଇଁ ପ୍ରସିଦ୍ଧ ଏବଂ ସଫଳ ବିଜନେସ ମ୍ୟାନ ଧରମପାଲ ଗୁଲଟି ୯୭ ବର୍ଷ ମାନେ ୩ ଡିସେମ୍ବର ରେ ଆମ ସମସ୍ତଙ୍କଠାରୁ ବିଦାୟ ନେଇଥିଲେ ।

ତେବେ ଏହା ଥିଲା MDH କମ୍ପାନୀ ଙ୍କ ସଂସ୍ଥାପକ ମହାଶୟ ଧରମ୍ପାଲ୍ ଙ୍କ ସହ ଯୋଡିତ ୧୦ ଟି ବଡ଼ କଥା । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।