ମାତ୍ର ୭ଦିନରେ ଭଲ ହେଇଯିବ ହାଇ ବ୍ଲଡପ୍ରେସର, ବାସ କରିବାକୁ ହେବ ଏହି ସହଜ କାମ

ବନ୍ଧୁଗଣ ଆଜି ଆମେ ଉଚ୍ଚ ରକ୍ତ ଚାପ ବିଷୟରେ ଚର୍ଚ୍ଚା କରିବା । ଉଚ୍ଚ ରକ୍ତ ଚାପ ଏକ ମହାମାରୀ ଭଳି ପୁରା ଦେଶ ରେ ବ୍ୟାପି ଗଲାଣି । ଏହାର କାରଣ ଲୋକ ମାନଙ୍କ ଜୀଵନ ଶୈଳୀ ତାଙ୍କର ଅସ୍ୱାସ୍ଥ୍ୟ କର ଖାଦ୍ୟ ହିଁ ଏହି ଜିନିଷ କୁ ମହାମାରୀ ଭଳି ବ୍ୟାପିଯାଉଛି । ଏକ ରିପୋର୍ଟ ରେ ଦର୍ଶାଇ ଦିଆଯାଇଥିଲା କି ସହର ରେ ୨୦% ଲୋକ ଉଚ୍ଚ ରକ୍ତ ଚାପ ରେ ପୀଡ଼ିତ । ଏବଂ ଗ୍ରାମୀଣ ରେ ୧୦% ଲୋକ ଉଚ୍ଚ ରକ୍ତ ଚାପ ରେ ପୀଡିତ । ଏବଂ ଲୋକମାନେ ଯେବେ ଜାଣନ୍ତି କି ସେ ଉଚ୍ଚ ରକ୍ତ ଚାପ ର ରୋଗୀ ତେବେ ସେମାନେ ବ୍ୟସ୍ତ ହୋଇ ପଡ଼ନ୍ତି ଏବଂ ଡାକ୍ତର ଙ୍କ ପାଖରେ ଯାଇ ନିଜର ଚିକିତ୍ସା କରନ୍ତି ।

ଡାକ୍ତର ଙ୍କ ପାଖରେ ଗଲେ ସେମାନେ ଏକ ଟାଵଲେଟ ଦେବେ ଯାହା ପୁରା ଜୀଵନ ଯାକ ଖାଇବାକୁ ପଡିବ । ଯେ ପର୍ଯ୍ୟନ୍ତ ଆପଣ ସେ ଔଷଧ ଖାଉଥିବେ ସେ ପର୍ଯ୍ୟନ୍ତ ଏହା ନିଜ ନିୟନ୍ତ୍ରଣ ରେ ରହିବ । ଏବଂ ଥରେ ଔଷଧ ବନ୍ଦ କଲେ ଶରୀର ଅସୁସ୍ଥ ହୋଇପଡିବ । ସେଥିପାଇଁ ଆମେ ଆଜି ପ୍ରାକୃତିକ ଉପାୟ ରେ କିପରି ଏହି ଉଚ୍ଚ ରକ୍ତ ଚାପ କୁ ମୂଳ ରୁ ନିୟନ୍ତ୍ରଣ କରିବା ସେ ବିଷୟରେ ଆଲୋଚନା କରିବା । ଏବଂ ସେ ପ୍ରାକୃତିକ ଉପଚାର କଣ? ଓ କିପରି ତାହା ପ୍ରସ୍ତୁତ ହେବ?

ରାତିରେ ଶୋଇବା ପୂର୍ବରୁ ପାଣିରେ ମେଥିକୁ ଭିଜେଇ କି ରଖିଦେବା । ଏବଂ ସକାଳେ ସେହି ପାଣି କୁ ପିଇଦେବେ । ଏବଂ ମେଥି ର ଦାନା କୁ ଚୋବାଇ ଖାଇଦେବେ । ଏହା ଉଚ୍ଚ ରକ୍ତ ଚାପ କୁ ଶୀଘ୍ର ହିଁ କମ କରେଇ ଦିଏ । ପାଞ୍ଚ ଟି ତୁଳସୀ ପତ୍ର, ଏବଂ ଦୁଇଟି ନିମ ପତ୍ର କୁ ବାଟି ପାଣିରେ ମିଶେଇ ପିଇବା ଉଚିତ । ଏବଂ ଖାଲି ପେଟରେ ପିଇବା ଉଚିତ ।

ଉଚ୍ଚ ରକ୍ତ ଚାପ ରେ ରସୁଣ ମଧ୍ୟ ନିହାତି ଦରକାର । ରସୁଣ ର ଗୋଟିଏ ଫାଳ କୁ ଟାଵଲେଟ ଭଳି ଖାଇବା ଆବଶ୍ୟକ । ଏହକୁ ପ୍ରତିଦିନ ଖାଇବା ଉଚିତ । ଆପଣଙ୍କୁ ଗୋଟିଏ ପ୍ରଣ ନେବାକୁ ପଡିବ ଏହା କି ପ୍ରତିଦିନ ଗରମ ପାଣି । ଯେବେବି ଶୋଷ କରିବ ତେବେ ଉଷୁମ ପାଣି ପିଇବା ଆବଶ୍ୟକ । ଥଣ୍ଡା ପାଣି ଆମ ଶରୀର ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତେଣୁ ସର୍ଵଦା ନିଜ ପାଖରେ ରଖିବା ଆବଶ୍ୟକ ।

ଅଧ ଘଣ୍ଟା ବ୍ୟାୟାମ କରିବା ଯୋଗ କରିବା ଦ୍ୱାରା ମଧ୍ୟ ଆମେ ଆମ ଉଚ୍ଚ ରକ୍ତ ଚାପକୁ ନିଜ ନିୟନ୍ତ୍ରଣ ରେ ରଖିପାରିବା । ରାତିର ଖାଦ୍ୟ ଖାଇବା ପରେ ଏବଂ କିଛି ସମୟ ବାହାରେ ଚାଲିବା ଉଚିତ ଏବଂ ତା ପୂର୍ବରୁ ନିଜେ ସୁସ୍ଥ ରହିବା ଆବଶ୍ୟକ ଅଟେ । ଏହି ପ୍ରାକୃତିକ ଏକ ଘରୋଇ ଉପଚାର ରେ ଆମ ଭୟାନକ ଉଚ୍ଚ ରକ୍ତ ଚାପ ରୁ ମୁକ୍ତି ପାଇଁ ପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।