ମାତ୍ର ୨ ଥର ଏହା ପିଇ ନିଅନ୍ତୁ, ହାତ ଗୋଡ, ଅଣ୍ଟା ବିନ୍ଧା, କ୍ତର ଅଭାବ, ମୋଟାପଣ ଚର୍ବି ୯୦ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ- Health Tips

ଯଦି ଆପଣଙ୍କର ଗୋଡର ଆଣ୍ଠୁ ଗଣ୍ଠି ବା ମୁଣ୍ଡ ଦରଜ ହେଉଥାଏ ତେବେ ଆଜି ଆମେ ଏପରି ଏକ ସମାଧାନ କହିବୁ ଆପଣ ଯଦି କରିବେ ଯାହା ଫଳରେ ଆପଣ ଶୁଣି ବହୁତ ଖୁସି ହୋଇଯିବେ । ଏହି ରୋଗ କେବଳ ଆମ ଶରୀରରେ କ୍ୟାଲସିୟମ ଅଭାବରୁ ହିଁ ଆମର ଅଣ୍ଟା ଓ ଗଣ୍ଠି ଦରଜ ହୋଇଥାଏ ।  ଏହାକୁ ଆପଣ କରିବା ଦ୍ଵାରା ବହୁତ କମ ଦିନରେ ସେହି ରୋଗରୁ ମୁକ୍ତି ଲାଭ କରିବେ ।

ଏଥିପାଇଁ ଆମକୁ ପ୍ରଥମେ ସୁଣ୍ଠି ପାଉଡର ଦରକାର । ଏହା ଅଦା ସୁଖୀ ଗଲା ପରେ ହୋଇଥାଏ । ଏହା ଆପଣଙ୍କର ଘରେ ନିଶ୍ଚିତ ଭାବରେ ଥିବ । ଏହା ଆମକୁ ବହୁତ ରୋଗରୁ ମୁକ୍ତ କରିଥାଏ । ଏଥିରେ ଥିବା ଔଷଧୀୟ ଗୁଣ ହେଉଛି ହଜମ କରି ପାରୁଥିବା ଏକ ଏନଯାଇମ ଏହା ମଧ୍ୟରେ ଅଛି । ଯାହାକି ଜ୍ଵର କାସ ଥଣ୍ଡାରୁ ରକ୍ଷା କରିଥାଏ । ଏହା ଆମର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇ ଥାଏ ।

ସୁଣ୍ଠି ପାଉଡର ବ୍ୟବହାର କରିବା ଦ୍ଵାରା ଆପଣ ବହୁତ ଗୁଡିଏ ରୋଗରୁ ମୁକ୍ତି ପାଇ ପାରିବେ । ଯଦି ଆପଣଙ୍କ ଘରେ ସୁଣ୍ଠି ନାହିଁ ତେବେ ଆପଣ ଅଦା ବ୍ୟବହାର କରିପାରିବେ । ଏଥିରେ ଆଉ ଗୋଟିଏ ଜିନିଷ ଦରକାର ପଡେ ସେହେଉଛି ପାନ ମଧୁରୀ । ପାନ ମାଧୁରୀ ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ ଅଟେ । ଏହା ଆମ ଶରୀରକୁ ଠିକ ରଖିବା ସହିତ ଆମ ପେଟକୁ ଥଣ୍ଡା ମଧ୍ୟ ରଖିଥାଏ ।

ଏହା ଆମ ଖାଦ୍ୟକୁ ଭଲ ଭାବରେ ହଜମ କରିଥାଏ । ଏହା ଆମର ରୋଗ ପ୍ରତିସେଧକ ଶକ୍ତି ବଢାଇଥାଏ । ଗ୍ୟାସ ଭଳି ବଡ ରୋଗକୁ ମଧ୍ୟ ଏହା ବହୁତ ଶୀଘ୍ର ଭଲ କରିଥାଏ । ଯଦି ଆପଣ ଏହାକୁ ମିଠା କରିବାକୁ ଚାହୁଛନ୍ତି ତେବେ ଏଥିରେ ଆପଣ ସ୍ୱଳ୍ପ ମାତ୍ରାରେ ମିଶ୍ରି ମିଶାଇ ପାରିବେ । ଆମେ ଯଦି ମିଶ୍ରି ଖାଇବ ତେବେ ଏହା ଆମ ଶରୀରରେ ହିମୋ ଗ୍ଲୋବିନକୁ ବଢାଇ ଥାଏ ।

ଏହାକୁ ଆପଣ ନିତ୍ୟ ଦିନ ପାନ କରନ୍ତୁ ଦେଖିବେ ନିଜ ଶରୀରର ହେଉଥିବା ବିନ୍ଧା ବିନ୍ଧି ଆଣ୍ଠୁ ଗଣ୍ଠି ଦରଜ ସବୁ କମିଯିବା । ଏକ ପାତ୍ରରେ କ୍ଷୀର ନିଅନ୍ତୁ ଓ ଏହାକୁ ଗରମ କରନ୍ତୁ । ଏହା ପାରେ ଆପଣ ଏଥିରେ ଆପଣ ପାନ ମାଧୁରୀ ପକାନ୍ତୁ ଓ ଅଳ୍ପ ସୁଣ୍ଠି ମିଶାନ୍ତୁ । ଯଦି ଆପଣଙ୍କ ପାଖରେ ସୁଣ୍ଠି ନାହିଁ ତେବେ ଏଥିରେ ଆପଣ ଅଦା ମଧ୍ୟ ଛେଚି ପକାଇ ପାରିବେ ।

ଏହା ଦ୍ଵାରା ଆପଣଙ୍କର ରୋଗ ପ୍ରତିସେଧକ ବଢିଥାଏ ଓ କାସ ଥଣ୍ଡା ଭଳି ରୋଗ ମଧ୍ୟ ବହୁତ କମିଯାଏ । ଯଦି ଆପଣଙ୍କର ହାଡ ଜନିତ ରୋଗ ଓ ଏହା ସହିତ ଯଦି ଆପଣଙ୍କର ପାଦରେ ଯଦି କିଛି ଦରଜ ଦେଖା ଯାଉଥାଏ ତେବେ ଏହା ଶୀଘ୍ର କମିଯିବ । ଏବେ ଏହାକୁ ଯଦି ମିଠା କରିବାକୁ ଚହୁଁଛନ୍ତି ତେବେ ଏଥିରେ ଆପଣ ମିଶ୍ରି ପକାଇ ପାରିବେ ।

ଯଦି ଏହି ଜିନିଷ ପିଲା ମାନଙ୍କୁ ଦେବେ ତାଙ୍କ ମନେ ରଖିବା ଶକ୍ତି ବଢିବ ଓ ତାଙ୍କର ମନ ସ୍ତିର ରହିବ । ଏହାକୁ ଆପଣ ଯେକୌଣସି ସମୟରେ ସେବନ କରି ପାରିବେ । ଏହାର କିଛି ନିର୍ଧାରିତ ସମୟ ନାହିଁ ଆପଣ ଯେଉଁ ସମୟରେ ଚାହିଁବେ ପିଇ ପାରିବେ । ଆମେ ଯେଉଁ ମିଶ୍ରି ଓ ପାନ ମାଧୁରୀର ସେବନ କରିବା ପାଇଁ ପକାଇଲେ ସେଥିରେ ଆମର ଆଖି ପ୍ରତି ବହୁତ ଭଲ ଅଟେ । ଯେଉଁ ମାନଙ୍କର ପିଲା ଚଷମା ପିନ୍ଧୁଛନ୍ତି ତେବେ ଏହା ଆଉ ଦରକାର ହେବ ନାହିଁ । ସପ୍ତାହକୁ 4 ଥର ପିଅନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।