ସାବଧାନ! ମାସିକ ଧର୍ମ ସମୟରେ ମହିଳାମାନେ ଭୁଲରେ ବି କରନ୍ତୁନି ଏହି 8ଟି କାମ, ନହେଲେ ଭୋଗିବାକୁ ପଡିବ ଏହିସବୁ ପୀଡା

ନମସ୍କାର ବନ୍ଧୁଗଣ, ନାରୀର ପରିଚୟ ପାଇବା ପାଇଁ ଭଗବାନ ନାରୀକୁ ମାସିକ ଧର୍ମ ପ୍ରଦାନ କରିଛନ୍ତି । ଏହା ତ ସମସ୍ତ ନାରୀଙ୍କୁ ହୋଇଥାଏ ପ୍ରତି ମାସରେ ତେଣୁ ଏହା ଏକ ସାଧାରଣ କଥା ବୋଲି ସମସ୍ତେ ଭବିଥାନ୍ତି । ତେବେ ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏହି ମାସିକ ଧର୍ମ ସମୟରେ ଅନେକ କିଛି କାମ ରହିଛି ଯାହାକୁ ନାରୀମାନେ କରିବା ଅନୁଚିତ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ସେହିସବୁ କାମ ସମ୍ପର୍କରେ ଯେଉଁସବୁ କାମକୁ ନାରୀ ମାନେ ନିଜର ମାସିକ ଧର୍ମ ସମୟରେ କରିବା ଅନୁଚିତ ।

ପ୍ରଥମ: ମାସିକ ଧର୍ମ ସମୟରେ ଆପଣ ଗାଧୁଆ ଘରେ ବେଶୀ ସମୟ ରହିବା ଅନୁଚିତ । କାରଣ ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କ ପାଇଁ ପରେ ସମସ୍ୟା ସୃଷ୍ଟି କରିପାରେ । ଏହାର କାରଣ ଏହା ହୋଇଥାଏ କି ଟଇଲେଟରେ ଥିବା ବ୍ୟକ୍ଟେରିଆ ତାଙ୍କ ଶରୀର ଭିତରକୁ ପ୍ରବେଶ କରିଥାନ୍ତି । ଯାହାଫଳରେ ଭବିଷ୍ୟତରେ ଅନେକ ରୋଗ ହୋଇଥାଏ ।

ଦ୍ଵିତୀୟ: ଆପଣ ମାସିକ ଧର୍ମ ସମୟରେ ଅଧିକ ଚାହା ପିଇବା ଉଚିତ ନୁହେଁ । ଏହି ଚାହାର ସେବନ ମହିଳା ମାନଙ୍କ ଅଣ୍ଟାରେ ହେଉଥିବା କଷ୍ଟକୁ ବଢାଇଥାଏ । ତୃତୀୟ: ଯଦି ଆପଣ ମାସିକ ଧର୍ମ ସମୟରେ ମଦ୍ୟପାନ କରନ୍ତି ତେବେ ଆପଣଙ୍କ ମୁଣ୍ଡ ବିନ୍ଦା ହେବା ସହ ଆପଣଙ୍କ ମୁଡ ବାରମ୍ବାର ବଦଳିଥାଏ ଆପଣଙ୍କ ଭିତରେ ବେଶୀ ରାଗ ଆସିଥାଏ ।

ଚତୁର୍ଥ: ଆପଣ ମାସିକ ଧର୍ମ ସମୟରେ ସିଗାରେଟ ଟାଣିବା ଆପଣଙ୍କ ପାଇଁ କ୍ଷତିକାରୀ ସାବ୍ୟସ୍ତ ହୋଇପାରେ । ଯଦି ମହିଳା ମାନେ ଏହି ସମୟରେ ସିଗାରେଟ ଟାଣନ୍ତି ତେବେ ତାଙ୍କୁ ଏହି ସମୟରେ ଅତ୍ୟଧିକ କଷ୍ଟ ଅନୁଭବ ହୋଇଥାଏ । ପଞ୍ଚମ: ବେଶି ମିଠା ଖାଇବା ଅନୁଚିତ । କାରଣ ବେଶି ମିଠା ଖାଇବା ଫଳରେ ଶରୀରରେ ହରମୋନ ମାତ୍ରା କମିଯାଏ । ଯାହା ଫଳରେ ମାସିକ ଧର୍ମ ସମୟରେ ବହୁତ ଅଧିକ କଷ୍ଟ ଏବଂ ଚିଡି ଚିଡା ଅନୁଭବ ହୋଇଥାଏ ।

ଷଷ୍ଠ: ଅଧିକ ଲୁଣ ଖାଇବା ଉଚିତ ନୁହେଁ । କାରଣ ଅଧିକ ଲୁଣ ଖାଇବା ଫଳରେ ପ୍ରାୟ ମହିଳାଙ୍କର ପେଟ ଫୁଲିବା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଆପଣ ନିଜର ମାସିକ ଧର୍ମ ସମୟରେ ଲୁଣରେ ତିଆରି ହୋଇଥିବା କୌଣସି ଜିନିଶା ଖାଇବା ଅନୁଚିତ । ସପ୍ତମ: କିଛି ମହିଳା ମାସିକ ଧର୍ମ ସମୟରେ ହେଉଥିବା କଷ୍ଟ ପାଇଁ ଖାଦ୍ୟ ଖାଇ ନଥାନ୍ତି । କିନ୍ତୁ ଏହା କରିବା ଫଳରେ ଆପଣଙ୍କ ଶରୀରରେ ଏସିଡ କମ ହୋଇଯାଏ ଯାହାଫଳରେ ମହିଳାମାନେ କମଜୋର ହୋଇଯାନ୍ତି ।

ଅଷ୍ଟମ: ମାସିକ ଧର୍ମ ସମୟରେ ରାତିରେ ଭଲରେ ଶୋଇବା ଦରକାର । କାରଣ ଯଦି ଆପଣ ଭଲରେ ନ ସୋଇବେ ତେବେ ଆପଣଙ୍କ ମାସିକ ଧର୍ମ ସମୟ ବଢିପାରେ । ଆପଣଙ୍କୁ ଥକାପଣ ଅନୁଭବ ହୋଇପାରେ । ଯଦି ଆପଣ ମାନଙ୍କୁ  ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,ଶେୟାର କରିବାକୁ ଜମା ବି ଭୁଲିବେନି ।