Health Tips- ମାସରେ ଥରେ ଲଗାନ୍ତୁ ? ଜୀବନ ସାରା କେବେ ଧଳା କେଶ ଆସିବ ନାହିଁ !

କେଶକୁ ସବୁ ଦିନ ପାଇଁ କଳା କରିଦେବ ଏହି ରାମବାଣ ଘରୋଇ ଉପାୟ । ଆଜି ଏହି ବିଷୟରେ ଆମେ ଆଲୋଚନା କରିବା । ସେ ପୁରୁଷ ହେଉ ବା ନାରୀ ସମସ୍ତଙ୍କୁ ନିଜ କେଶ ବହୁତ ପସନ୍ଦ ଅଟେ ଓ ଯଦି ସେହି କେଶ ଧଳା ହୋଇଯାଏ ତେବେ ମଣିଷ ଏକଦମ ଚିନ୍ତାଗ୍ରସ୍ତ ହୋଇଯାଏ । କେଶକୁ କଳା କରିବା ପାଇଁ ବହୁତ ପ୍ରକାରର କେମିକାଲ ପ୍ରଡ଼କ୍ଟ ବ୍ୟବାହାର କରିବାକୁ ଲାଗେ । ଯାହା ଦ୍ଵାରା କେଶକୁ ବହୁତ କ୍ଷତି ପହଞ୍ଚିଥାଏ ।

ଏଥିପାଇଁ ମୁଁ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ ବିଷୟରେ କହିବି ଯାହାର ବ୍ୟବହାର ଦ୍ଵାରା ଆପଣ ଆପଣଙ୍କ ଧଳା କେଶକୁ କଳା କରି ପାରିବେ । ଏଥିପାଇଁ ଅଳ୍ପ ସମୟ ଲାଗିଥାଏ ଘରୋଇ ଉପଚାର ଦ୍ଵାରା । କିନ୍ତୁ ଆପଣଙ୍କ କେଶ ପ୍ରକୃତିକ ଉପାୟରେ କଳା ହୋଇଯାଏ ।

ବଢୁଥିବା ପ୍ରଦୂଷଣ, ବଢୁଥିବା ଟେନସନ ଓ ଭୋଜନରେ ଜରୁରୀ ମିନେରାଲ ର ଅଭାବ କାରଣରୁ ଆଜିକାଲି ଅସମୟରୁ କେଶ ଧଳା ହେବାକୁ ଲାଗୁଛି । ଏହି ଧଳା କେଶକୁ କଳା କରିବା ପାଇଁ ଆଜିର ଏହି ଉପାୟ ବହୁତ ଲାଭଦାୟକ ଅଟେ ।

ଭୁର୍ସଙ୍ଗ ପତ୍ର ସମସ୍ତଙ୍କ ଘରେ ନିହାତି ମିଳୁଥିବ କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି ଭୁର୍ସଙ୍ଗ ପତ୍ର ଖାଇବା ସହ କେଶ ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହା ଆମ ଧଳା କେଶକୁ କଳା କରିବା ପାଇଁ ଏକ ଜବରଦସ୍ତ ଘରୋଇ ଉପଚାର

କିପରି ତିଆରି କରିବେ

ଏଥିପାଇଁ ଆପଣଙ୍କୁ ଆବଶ୍ୟକ ୫୦ ଗ୍ରାମ ନଡିଆ ତେଲ ଓ ୧୦୦ ଗ୍ରାମ ଭୁର୍ସଙ୍ଗ ପତ୍ର । ଏବେ ଗ୍ଯାସ ରେ ଏକ ପ୍ୟାନ ବସାଇ ସେଥିରେ ୫୦ ଗ୍ରାମ ନଡିଆ ତେଲ ପକାନ୍ତୁ । ସେହି ତେଲକୁ ହାଲ୍କା ଗରମ ହେବାକୁ ଦିଅନ୍ତୁ । ହାଲ୍କା ଗରମ ହୋଇଗଲା ପରେ ସେଥିରେ ଭୁର୍ସଙ୍ଗ ପତ୍ରକୁ ପକାନ୍ତୁ ଏବଂ ଗ୍ଯାସ କୁ ସିମ କରି ଦିଅନ୍ତୁ । ଅତି କମ ରେ ୧୦ ମିନିଟ ଏହାକୁ ଫୁଟିବାକୁ ଦିଅନ୍ତୁ । ୧୦ ମିନିଟ ହୋଇଗଲା ପରେ ଦେଖିବେ ନଡିଆ ତେଲର ରଙ୍ଗ ବଦଳିଯିବ ।

 

ଏହାକୁ ଥଣ୍ଡା କରି କୌଣସି ବୋତଲରେ ଭରି ରଖନ୍ତୁ । ସପ୍ତାହକୁ ତିନିଥର ଏହି ତେଲ ଦ୍ଵାରା ନିଜ କେଶର ମାଲିସ କରନ୍ତୁ । ତା ପରେ ଆପଣ ଏହାର ଫାଇଦା ଦେଖିବେ । ବଞ୍ଚିଥିବା ପତ୍ରକୁ ଆପଣ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଏହାର ପେଷ୍ଟକୁ ନିଜ କେଶ ମୂଳରେ ଲଗାନ୍ତୁ । ଯାହା ଦ୍ଵାରା ଆମ କେଶ ନରମ ହୋଇଥାଏ ।

ଆପଣ ଦେଖିବେ ଏହି ଘରୋଇ ଉପାୟ ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ଉପାୟରେ ସବୁ ଦିନ ପାଇଁ କଳା ହୋଇଯିବ । ଏହା ଦ୍ଵାରା ଆପଣଙ୍କର କେଶ ଝଡିବା ମଧ୍ୟ ବନ୍ଦ ହୋଇଯିବ ଏବଂ ଆପଣଙ୍କ କେଶ ଘନ ଓ ସୁନ୍ଦର ଦେଖାଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।