୨୬ କିଲୋମିଟର ମାଇଲେଜ ବାଲା Marutiର ସବୁଠୁ ଶସ୍ତା ଫ୍ୟାମିଲି କାର ହେଲା ଲଞ୍ଚ, ଦାମ କେବଳ ଏତିକିରୁ ଆରମ୍ଭ

ଦେଶର ନମ୍ବର ୧ କାର ନିର୍ମାତା କମ୍ପାନୀ Maruti Suzuki ୭ ଫେବୃୟାରୀ ୨୦୨୦ରେ ନିଜର ଗ୍ରୀନ ଭେଇକଲ୍ସ ପୋର୍ଟଫୋଲିୟୋରେ Maruti Suzuki Ertiga S-CNG BS6 କଂପ୍ଲେଂଟକୁ ସାମିଲ କରି ଦେଇଛି । ମାଇଲେଜର କଥା କହିବା ତ Maruti Suzuki Ertiga S-CNG BS6 ପ୍ରତି ଲିଟର ରେ ୨୬.୦୮ କିଲୋମିଟର ମାଇଲେଜ ଦେଇ ପାରିବ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି Maruti Suzuki Ertiga S-CNG BS6 କେମିତି ଅଟେ ଓ ଏହାର ଫୀଚର୍ସ କଣ ଅଟେ ।

BS6 compliant Ertiga S-CNGର ଲଞ୍ଚିଙ୍ଗ ରେ ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡର ଡାୟରେକ୍ଟର (ମାର୍କେଟିଂଗ ଓ ସେଲ୍ସ) ଶଶାଂକ ଶ୍ରୀବାସ୍ତବ କହିଲେ କି ମାର୍କେଟର ଲିଡର ହେବା କାରଣରୁ କମ୍ପାନୀ ସ୍ଥିର ମୋବିଲିଟୀ ସଲ୍ୟୁସନକୁ ନେଇ କାମ କରୁଛି । Ertiga ମାର୍କେଟରେ MPVs ମାମଲାରେ ଲିଡରେ ଅଛି ଓ ବର୍ତ୍ତମାନ ନୂଆ BS6 S-CNG ଭ୍ୟାରିଏଂଟ ଅଧିକ ରୁ ଅଧିକ ଗ୍ରାହକମାନଙ୍କୁ ଯୋଡିବ । ଆଜି ଆମେ ନିଜର ଗ୍ରୀନ ଭେଇକଲ୍ସ ପୋର୍ଟଫୋଲିୟୋରେ ନୂଆ ଗାଡି ସାମିଲ କରି ବହୁତ ଗର୍ବ ଅନୁଭବ କରୁଛୁ । ଏମିତିରେ ଆମେ ଗ୍ରାହକମାନଙ୍କୁ ଅଧିକ ରୁ ଅଧିକ ରେଞ୍ଜର ଉପଲବ୍ଧ କରି ପାରିବୁ ।

ମାରୁତି ସୁଜୁକୀ S-CNG ଭେଇକଲ ଡ୍ୟୁଲ ଇଂଟରଡିପେଂଡେଂଟ ଇଲେକ୍ଟ୍ରୋନିକ କଂଟ୍ରୋଲ ୟୁନିଟ୍ସ ଓ ଇଂଟେଲୀଜେଂଟ ଇଂଜେକ୍ଶନ ସିସ୍ଟମ ଯୁକ୍ତ ଅଟେ । ଏହି ଗାଡିକୁ ଖାସକରି ଅଧିକ ପାୱାର ଦେବା ପାଇଁ ଓ ଅଧିକ ମାଇଲେଜ ଦେବା ପାଇଁ ତିଆରି କରାଯାଇଛି । ବର୍ତ୍ତମାନ ଫ୍ୟାକ୍ଟରୀ ଫିଟେଡ Ertiga BS6 S-CNG ଭ୍ୟାରିଏଂଟ ମାର୍କେଟରେ ଉପଲବ୍ଧ ଅଛି, ଯାହାର ଦାମ ର କଥା କହିବା ତ ଆରମ୍ଭରୁ ଏକ୍ସ ଶୋରୁମର ଦାମ Ertiga VXi CNG BS6 ୮,୯୫୦୦୦ ଟଙ୍କା ଅଟେ ।

ଡାଇମେଂଶନ, ସସ୍ପେଂଶନ ଓ ବ୍ରେକିଂଗ ସିସ୍ଟମ

ବ୍ରେକିଂଗ ସିସ୍ଟମ ମାମଲାରେ Maruti Suzuki BS6 Ertiga S-CNGର ଫ୍ରଂଟରେ ଭେଂଟୀଲେଟେଡ ଡିସ୍କ ବ୍ରେକ ଦିଆ ଯାଇଛି ଓ ରିୟର ରେ ଡ୍ରମ ବ୍ରେକ ଦିଆ ଯାଇଛି । ସସ୍ପେଂଶନ ମାମଲାରେ ମାରୁତି ସୁଜୁକୀ ଈକୋ ର ଫ୍ରଂଟରେ ମ୍ୟାକଫର୍ଶନ ସ୍ଟ୍ରଟ ଓ କ୍ୱାଇଲ ସ୍ପ୍ରିଂଗ ସସ୍ପେଂଶନ ଦିଆ ଯାଇଛି ଓ ରିୟରରେ ଟୋର୍ଶିୟନ ବୀମ ଓ କ୍ୱାଇଲ ସ୍ପ୍ରିଂଗ ସସ୍ପେଂଶନ ଦିଆ ଯାଇଛି । ଡାଇମେଂଶନ ମାମଲାରେ ମାରୁତି ସୁଜୁକୀ ଈକୋ ର ଲମ୍ବା ୪୩୯୫mm, ଚଉଡା ୧୭୩୫mm, ଉଚ୍ଚତା ୧୬୯୦mm, ଓଜନ ୧୮୦୦ କିଲୋ ଓ ତେଲ ଟାଙ୍କି ୪୦ ଲିଟର ର ଦିଆ ଯାଇଛି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।