ଏହି କାରଣରୁ ହିନ୍ଦୁ ଧର୍ମରେ ମରିବା ପରେ ମୃତ ଶରୀରକୁ ଜଳାଯାଏ , ଏହା ପଛରେ ରହିଛି ଏମିତି ଆଶ୍ଚର୍ଯ୍ୟକର କାରଣ

ଆଜିର ଆର୍ଟକିଲରେ ଆମେ ଆପଣଙ୍କୁ କହିବୁ କି ହିନ୍ଦୁ ଧର୍ମରେ ମରିବା ପରେ ଶରୀରକୁ କାହିଁକି ଜଳାଇ ଦିଆଯାଏ । ଏହା ପଛରେ କଣ କାରଣ ରହିଛି । ହିନ୍ଦୁ ଧର୍ମରେ ଆପଣ ଦେଖିଥିବେ କି କୌଣସି ବ୍ୟକ୍ତିର ଯଦି ମୃତ୍ୟୁ ହୋଇଯାଏ ତେବେ ତାକୁ ଜଳାଇ ଦିଆଯାଏ । ଏହା ପଛରେ ବହୁତ କାରଣ ଅଛି । ଏହାର ବୈଜ୍ଞାନିକ କାରଣ ଅଛି ଯାହାକି ଧାର୍ମିକ କାରଣ ବି ଅଟେ ।

ହିନ୍ଦ ଧର୍ମ କଥା କରିବା ତ ମଣିଷ ଶରୀର ୫ଟି ତତ୍ଵକୁ ମିଶାଇ ତିଆରି ହୋଇଥାଏ । ଯେମିତି କି ନିଆଁ, ପାଣି, ପବନ, ପୃଥିବୀ ଓ ଆକାଶ । ଏହି କାରଣରୁ କୌଣସି ବ୍ୟକ୍ତିର ମୃତ୍ୟୁ ହେଉଛି ତ ତାହର ଆତ୍ମା ତାହାର ଶରୀରରୁ ବାହାରି ଯାଏ । ଯେତେବେଳେ କି ଶରୀର ଥାଏ । ସେଥିପାଇଁ ତାହାକୁ ଜଳାଇ ଆକାଶକୁ ପଠାଇ ଦିଆଯାଏ । ଏହି କାରଣରୁ ଶରୀରକୁ ଜଳାଇ ଦିଆଯାଏ ।

ମନୁଷ୍ୟକୁ ପ୍ରଥମେ ଗଙ୍ଗାଜଳରେ ସ୍ନାନ ବି କରାଯାଏ ଓ ଏହା ପରେ ଅଗ୍ନି ପ୍ରଦାନ କରାଯାଏ । ପୁଣି ତାହାର ପାଉଁଶକୁ ଗଙ୍ଗାରେ ବିସର୍ଜନ କରାଯାଇଥାଏ । ବୈଜ୍ଞାନିକ କାରଣ ବିଷୟରେ କହିବା ତ ମଣିଷ ଭିତରେ ଥିବା ବହୁତ ରୋଗ ପବନରେ ବ୍ୟାପି ପାରେ ଯାହା ଅନ୍ୟ ବ୍ୟକ୍ତିଙ୍କ ପାଇଁ ଖରାପ ହୋଇପାରେ ।

ଏହା ସହିତ ଗୋଟିଏ ମନୁଷ୍ୟକୁ ଯେଉଁ ରୋଗ ହୋଇଥାଏ ଯଦି ସେହି ମନୁଷ୍ୟର ମୃତ୍ୟୁ ହୋଇଯାଏ ତେବେ ଅନ୍ୟ ଲୋକମାନଙ୍କୁ ବି ସେହି ରୋଗ ହେବାର ଡର ଥାଏ । ସେଥିପାଇଁ ଏହା ବି ଏକ କାରଣ ଅଟେ କି ମନୁଷ୍ୟର ମୃତ୍ୟୁ ପରେ ତାହାର ଶବକୁ ଜଳାଇ ଦିଆଯାଏ । ହିନ୍ଦୁ ଧର୍ମରେ ମନୁଷ୍ୟର ମୃତ୍ୟୁ ପରେ ତାହାର ଶରୀରକୁ ଅଗ୍ନି ଦାନ କରାଯିବା ଏକ ପ୍ରଥା ରୂପରେ ଚାଲି ଆସିଛି ।