Odia Gk: ମଣିଷ ଶରୀରରେ ଏମିତି କେଉଁ ଅଙ୍ଗ ରହିଛି ଯାହା ଜନ୍ମ ପରେ ଆସିଥାଏ ଓ ମୃତ୍ୟୁ ପୂର୍ବରୁ ଚାଲି ଯାଇଥାଏ ?

ପୃଥିବୀରେ ପ୍ରତିଦିନ ଏତେ ସବୁ ଘଟଣା ଘଟିଥାଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଥରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ୍ ହୋଇଯିବ ।

୧- କେଉଁ ଫଳର ଚୋପା ନଥାଏ କି ମଞ୍ଜି ନଥାଏ ?

ଉ: ମଲବେରୀ

୨- କେଉଁ ଦେଶର ଲୋକଙ୍କ ରହଣି ଚଳଣି ବିଲକୁଲ ଭାରତର ଲୋକଙ୍କ ଭଳି ହୋଇଥାଏ ?

ଉ: ଚୀନ

୩- ଦୁନିଆର ଏକମାତ୍ର କେଉଁ ପକ୍ଷୀ ନିଜ ପିଲାଙ୍କୁ ସ୍ତନ୍ୟପାନ କରାଏ ?

ଉ: ବାଦୁଡି (Bat)

୪- ଭାରତର ଏକମାତ୍ର କେଉଁ ମୁଖ୍ୟମନ୍ତ୍ରୀ ଯିଏ ଶପଥ ନେବା ମାତ୍ରେ ମରିଯାଇ ଥିଲେ ?

ଉ: ଶମଶେର ସିଂ

୫- କେଉଁ ମାନବ ସର୍ବପ୍ରଥମେ ଦୁଇ ଗୋଡରେ ଚାଲିଥିଲା ?

ଉ: ଆଷ୍ଟ୍ରେଲୋପିଥିକ୍ସ

୬- କେଉଁ ବୃକ୍ଷର ରକ୍ଷଣାବେକ୍ଷଣା ପାଇଁ ସରକାର ପ୍ରତିବର୍ଷ ୧୨ ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ?

ଉ: ବୋଧି ବୃକ୍ଷ

୭- ସବୁଠାରୁ ଅଧିକ ପ୍ରାକୃତିକ ଏବଂ ତାଜା ପାଣି ଭଣ୍ଡାର ଥିବା ଦେଶ କେଉଁଟି ?

ଉ: ବ୍ରାଜିଲ

୮- ହାତୀ କେତେ ବର୍ଷ ଯାଏଁ ଜୀବିତ ରହିଥାଏ ?

ଉ: ୫୭ ବର୍ଷ

୯- କେଉଁ ବ୍ୟକ୍ତିଙ୍କ ଅସ୍ଥି ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇଛି ?

ଉ: ନାଥୁରାମ ଗଡଶେ

୧୦- କେଉଁ ପଶୁ କେବେ ମଧ୍ୟ ପାଣି ପିଏ ନାହିଁ ?

ଉ: କୋଆଲା

୧୧- କେଉଁ ଦେଶରେ ସୁନାର ହୋଟେଲ ରହିଛି ?

ଉ: ଭିଏତନାମର ରାଜଧାନୀ ହନୋଇରେ

୧୨- ମଣିଷ ଶରୀରର କେଉଁ ଦୁଇ ଜାଗାର ସର୍ଜରୀ ପାଇଁ ସୂତା ବ୍ୟବହାର କରାଯାଏ ?

ଉ: ପେଟ ଏବଂ ମୁଣ୍ଡ

୧୩- EAT ଶବ୍ଦର ପୁରା ଅର୍ଥ କଣ ?

ଉ: Energy and Tasty

୧୪- ପାନିପୁରୀ ବା ଗୁପ୍ଚୁପକୁ ଇଂରାଜୀରେ କ’ଣ କୁହାଯାଏ ?

ଉ: ୱାଟର ବଲ୍ସ (Water balls)

୧୫- କିସମିସ ପାଣି ପିଇଲେ କ’ଣ ଫାଇଦା ମିଳିଥାଏ ?

ଉ: ଚେହେରା ଚମକିବାକୁ ଲାଗେ

୧୬- ଗାଈର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: ୧୬ ବର୍ଷ

୧୭- ଆପଣ କ’ଣ ଜାଣିଛନ୍ତି କି କେତେ କିସମର ସେଓ ରହିଛି ?

ଉ: ୨୦୦ରୁ ମଧ୍ୟ ଅଧିକ

୧୮- କେଉଁ ଜୀବ ରାତିରେ ଶିକାର କରିବାକୁ ବାହାରେ ?

ଉ: ବିଛା

୧୯- କେଉଁ ପଶୁର ଚମଡାରୁ ୪୦ ପ୍ରକାରର ଔଷଧ ପ୍ରସ୍ତୁତ କରାଯାଏ ?

ଉ: ଘୁଷୁରି

୨୦- ମଣିଷ ଶରୀରରେ ଏମିତି କେଉଁ ଅଙ୍ଗ ରହିଛି ଯାହା ଜନ୍ମ ପରେ ଆସିଥାଏ ଓ ମୃତ୍ୟୁ ପୂର୍ବରୁ ଚାଲି ଯାଇଥାଏ ?

ଉ: ଦାନ୍ତ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିଅପରି GK ପୋଷ୍ଟ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।