ଦେଖନ୍ତୁ ଭିଡିଓ: ଏହି ବୁଢିଆଣୀକୁ ଦେଖି କାହିଁକି ଲୋକମାନେ କହିଲେ – ଆସିଗଲା ସ୍ପାଇଡରମ୍ୟାନ, ଜାଣନ୍ତୁ

କିଛି କଥା ପ୍ରାୟତଃ ଚିନ୍ତା କରିବାକୁ ବାଧ୍ୟ କରିଦିଏ କି କଣ ଏମିତି ବି ହୋଇପାରେ । କହିବାକୁ ଗଲେ ଆଜିକାଲି ଖବର ସବୁ ଏହିଭଳି ହିଁ ହୋଇଥାଏ, ଯାହା ଉପରେ ବିଶ୍ଵାସ କରିବା ଅସମ୍ଭବ ହୋଇଥାଏ । କାରଣ ଯେତେବେଳେ ତାହା ସାମ୍ନାକୁ ଆସିଥାଏ ତେବେ ସମସ୍ତଙ୍କର ହୋସ ଉଡିଯାଏ । ଏମିତି ହିଁ କିଛି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହାକୁ ଜାଣିବା ପରେ ଆପଣଙ୍କର ରୁମ ଟାଙ୍କୁରି ଉଠିବ ।

କହିଦେଉଛୁ କି ବର୍ତ୍ତମାନ ଦିନରେ ଏକ ବୁଢିଆଣୀ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯାହାକୁ ଦେଖି ଲୋକମାନେ ବହୁତ ଭୟଭିତ ହେଉଛନ୍ତି । ଏହା ଏଥିପାଇଁ କାରଣ ଏହି ବୁଢିଆଣୀ ମଣିଷ ଭଳି ଦେଖା ଯାଉଛି ଓ ଏହି ବୁଢିଆଣୀକୁ ଚୀନରେ ଦେଖା ଯାଇଛି । ଏହି ବୁଢିଆଣୀର ଆଖି ଓ ମୁହଁ ବିଲକୁଲ ମଣିଷ ଭଳି ଅଟେ । ଏହି ବୁଢିଆଣୀ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର୍ଚାର ବିଷୟ ହୋଇ ଯାଇଛି । କହିଦେଉଛୁ କି People’s Daily, China ଗୋଟିଏ ଭିଡିଓ ଶେୟାର କରିଛି ।

ଏହି ଭିଡିଓକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି କି କଣ ଏମିତି ବି ହୋଇ ପାରେ । ଅନ୍ୟ ପଟେ ଟ୍ୱିଟରରେ ଏହି ଭିଡିଓକୁ ଶେୟାର କରି ଲେଖା ଯାଇଛି କି – ସ୍ପାଇଡରମ୍ୟାନ ମିଳିସାରିଛି ? ଚୀନର ହୁନାନରେ ଏକ ବୁଢିଆଣୀକୁ ମଣିଷ ଭଳି ଚେହେରାରେ ଦେଖା ଯାଇଛି । ଯାହା ଚୀନର ସୋସିଆଲ ମିଡିଆରେ ଭାଇରାଲ ହେଉଛି । କଣ ଆପଣ ଏହି ପ୍ରଜାତିକୁ ଜାଣିଛନ୍ତି ?

ସେ ଲୋକମାନଙ୍କୁ ଏହି ପ୍ରଜାତି ବିଷୟରେ ପଚାରୁଛନ୍ତି । ଆପଣ ଭିଡିଓରେ ସବୁଜ ରଙ୍ଗର ବୁଢିଆଣୀକୁ ଦେଖି ପାରିବେ । ଯାହାର ଚେହେରା ବିଲକୁଲ ମଣିଷଙ୍କ ଭଳି ଅଟେ । ମିଳିଥିବା ସୂଚନା ଅନୁସାରେ ଏହି ବୁଢିଆଣୀକୁ ହୁନାନର ୟୁଆନଜିଯାଂଗ ସହରର ଗୋଟିଏ ଗଛ ଉପରେ ଚାଲୁଥିବାର ଦେଖା ଯାଇଛି । ଏହି ବୁଢିଆଣୀକୁ ‘ଲୀ’ ନାମକ ଏକ ମହିଳା ଦେଖିଥିଲା ।

ସେ କହିଲେ କି ବୁଢିଆଣୀ ପିଠି ଉପରେ ଥିବା କଳା ରେଖାଗୁଡିକ ମଣିଷର ବାଳ ସହ ମିଶୁଛି । ଟ୍ୱିଟରରେ କେହି ଏହି ବୁଢିଆଣୀକୁ କେହି Venom କହୁଛି ତ କେହି କେହି ଭୟଭୀତ ହେଉଛନ୍ତି । ଏହି ଟ୍ୱିଟକୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ୱିଟରରେ ୫୦୦ରୁ ଅଧିକ ଲାଇକ୍ସ ଓ ୧୪୧ ରି – ଟ୍ୱୀଟ୍ସ ମିଳି ସାରିଛି ।