କେବଳ ଏହାର ଗୋଟିଏ ପତ୍ରରେ ବାଳ ହୋଇଯିବ କଳା, ଚେହେରାରେ ଆସିବ ଚମକ, ଶରୀର ରହିବ ନିରୋଗୀ

ଆଜି ଆମେ ଆପଣଙ୍କୁ ଏମିତି ଏକ ଗଛ ବିଷୟରେ କହିବୁ ଯିଏ ବାଳକୁ କଳା କରିବା, ଚେହେରାରେ ଚମକ ଆଣିବା, ଶରୀରକୁ ନିରୋଗୀ ରଖିବା, ଜଲ୍ଦି ବୁଢାପା ଆସିବ ନାହିଁ, ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ନିରୋଗୀ ରଖିବ । ଆଜ୍ଞା ହଁ ଏହା ହେଉଛି ସଦାବିହାରୀ ଗଛ । ଏହାକୁ ପୂଜାରେ ମଧ୍ୟ ବ୍ୟବହାର କରାଯାଏ କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି କି ଏହାକୁ ବିଉଟି ଓ ହେଲ୍ଥ ପାଇଁ ମଧ୍ୟ ବ୍ୟବହାର କରାଯାଏ ବୋଲି । ଆସନ୍ତୁ ଜାଣିବା ଏହାର ଉପଯୋଗ ନିଷୟରେ ।

Image courtesy: Google

ମଧୁମେହ ପାଇଁ ଲାଭକାରୀ

ମଧୁମେହ ରୋଗ ପାଇଁ ଏହା ସଞ୍ଜିବନୀ ବୁଟି ଭଳି କାମ କରିଥାଏ । ଏଥିପାଇଁ ଆପଣ ସଦାବିହାରୀ ର ୩-୪ ଟି କୋମଳ ପତ୍ରକୁ ଚୋବାଇ ତାର ରସ ଶୋଷି ନିଅନ୍ତୁ ଓ ତା ପରେ ଅଳ୍ପ ପାଣି ପିଅନ୍ତୁ । ୮-୧୦ ଦିନ ପର୍ଯ୍ୟନ୍ତ ଏପରି କଲେ ଆପଣଙ୍କ ଡାଇବେଟିସ କଣ୍ଟ୍ରୋଲ ରେ ଆସିଥାଏ ।

Image courtesy: Google

ଯଦି ଆପଣ ଏହାକୁ ଚୋବାଇ ଖାଇ ପାରିବେ ନାହିଁ ତେବେ ଏକ କପ ଗରମ ପାଣିରେ ସଦାବିହାରୀ ର ୩ ଟି ସଜ ଗୋଲାପି ଫୁଲକୁ ୫ ମିନିଟ ପର୍ଯ୍ୟନ୍ତ ଭିଯାଇ ରଖି ଦିଅନ୍ତୁ । ତା ପରେ ଫୁଲକୁ ବାହାର କରି ଦିଅନ୍ତୁ ଓ ଏହି ପାଣିକୁ ସକାଳେ ଖାଲି ପେଟରେ ପିଇ ନିଅନ୍ତୁ । ଏହାକୁ ଆପଣ ୧୦ ଦିନ କଲା ପରେ ସୁଗାର ଚେକ ଅବଶ୍ୟ କରନ୍ତୁ ।

କାଛୁ କୁଣ୍ଡିଆରୁ ମୁକ୍ତି

ଏଥିପାଇଁ ଆପଣ ସଦାବିହାରୀର ପତ୍ରକୁ ଛିଣ୍ଡାନ୍ତୁ । ସେଥିରୁ ଯେଉଁ କ୍ଷୀର ବାହାରିବ ତାହାକୁ କାଛୁ କୁଣ୍ଡିଆ ହୋଇଥିବା ଜାଗାରେ ଲଗାନ୍ତୁ । ଦିନରେ ୧-୨ ଥର ଏପରି କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଏହି ସମସ୍ଯା ବହୁତ ଶୀଘ୍ର ଭଲ ହୋଇଯିବ ।

ପିମ୍ପଲ ସମସ୍ୟା

Image courtesy: Google

ପିମ୍ପଲ ପାଇଁ ଆଜି କାଲି ସମସ୍ତେ ଚିନ୍ତିତ ଅଛନ୍ତି । ଗରମ ଦିନେ ଏହା ଆହୁରି ବଢିଯାଇଥାଏ । ଯଦି ଆପଣଙ୍କୁ ବାରମ୍ବାର ପିମ୍ପଲ ପ୍ରୋବ୍ଲେମ ରହୁଛି ତେବେ ଆପଣ ସଦାବିହାରୀ ର ୪-୫ ଟି ଫୁଲ ଓ ୫-୬ ଟି ପତ୍ର ନିଅନ୍ତୁ ଓ ତାହାକୁ ଧୋଇ ମିକ୍ସର ରେ ତାହାର ପେଷ୍ଟ ତିଆରି କରନ୍ତୁ । ସେହି ପେଷ୍ଟ କୁ ଆପଣ ପିମ୍ପଲ ଉପରେ ଅତି କମ୍ ରେ ଦିନକୁ ୨ ଥର ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କର ପିମ୍ପଲ ପ୍ରୋବ୍ଲେମ ବହୁତ ଜଲ୍ଦି ଦୂର ହୋଇଯିବ ।

ବାଳ କଳା ରଖିଥାଏ

ଯଦି ଆପଣ ସକାଳେ ଖାଲି ପେଟରେ ସଦାବିହାରୀ ର ୨-୩ ଟି ଫୁଲ ଚୋବାଇ ଖାଆନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ବାଳ ଲମ୍ବା ସମୟ ପର୍ଯ୍ୟନ୍ତ କଳା ରହିଥାଏ । ସଦାବିହାରୀ ଫୁଲରେ ଏମିତି କିଛି ତତ୍ତ୍ଵ ଥାଏ ଯାହା ଆପଣଙ୍କ ବାଳକୁ ଲମ୍ବା ସମୟ ପର୍ଯ୍ୟନ୍ତ କଳା ରଖିଥାଏ ।

ଇମ୍ୟୁନିଟି ବଢାଇଥାଏ

ପ୍ରତିଦିନ ଯଦି ଆପଣ ଏହାର ୨ ଟି ଫୁଲ ଖାଲି ପେଟରେ ଚୋବାଇ ଖାଉଛନ୍ତି ତେବେ ଆପଣଙ୍କର ଇମ୍ୟୁନିଟି ପାୱାର ବଢିଥାଏ ଓ ଆପଣଙ୍କୁ ଜଲ୍ଦି କୌଣସି ରୋଗ ହୋଇ ନ ଥାଏ ।

ଅଧିକ ଦିନ ରଖିଥାଏ ଯବାନ

ସଦାବିହାରୀ ର ୨ଟି ଫୁଲ ଓ ୩-୪ ଟି ପତ୍ର ଯଦି ଆପଣ ପେଷ୍ଟ ତିଆରି କରି ଖାଇବେ ତେବେ ଆପଣଙ୍କର ସ୍କିନ ବହୁତ ଦିନ ପର୍ଯ୍ୟନ୍ତ ଯବାନ ରହିଥାଏ ।

ମୋଟାପା କରେ ଦୂର

Image courtesy: Google

ଯଦି ଆପଣ ଏହାର ଫୁଲ ବା ପତ୍ରର ଚା ବା କାଢା କରି ପିଅନ୍ତି ସକାଳେ ଖାଲି ପେଟରେ ତେବେ ଆପଣଙ୍କୁ ମୋଟାପା ରୁ ମୁକ୍ତି ମିଳିଥାଏ । ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।