Vastu Tips- ଜାଣନ୍ତୁ ଘରେ କେଉଁଠି ରଖିଲେ ମନିପ୍ଲାଣ୍ଟ ହେଇଥାଏ ପ୍ରଚୁର ଧନଲାଭ ? କିନ୍ତୁ ଏହି 1 ଜାଗାରେ କେବେ ବି ରଖିବେନି ମନିପ୍ଲାଣ୍ଟ, ହେଇଯିବେ ବର୍ବାଦ

ମନିପ୍ଲାଣ୍ଟକୁ ଘରେ ଲଗେଇବାବେଳେ କେଉଁ ସବୁ କଥାକୁ ଧ୍ୟାନ ରଖିବାକୁ ପଡିବ । ମାନିପ୍ଲାଣ୍ଟ ନିଜ ସହିତ ଗୁପ୍ତ ଧନକୁ ଆକର୍ଷିତ କରିଥାଏ । ଏମିତି କଥା ଲୋକମାନେ କୁହନ୍ତି ଯେଉଁ ଘରେ ମାନିପ୍ଲାଣ୍ଟ ଗଛ ଲଗା ହୋଇଥାଏ, ସେହି ଘରେ ଧନର ଅଭାବ ହୋଇନଥାଏ । ଏମିତି ହେଲେ ଘରକୁ ଆର୍ଥିକ କ୍ଷମତାର ସାମ୍ନା କରିବାକୁ ପଡେ ନାହିଁ । ଏହାକୁ ଛାଡ଼ି ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ ଲଗେଇଲେ ଘରେ ଧନ ଓ ସମ୍ପତ୍ତିର ଅଭାବ ହୁଏ ନାହିଁ । ଏହି ମାନିପ୍ଲାଣ୍ଟ ଗଛ ଭୁଲ ଦିଗରେ ଲଗେଇଲେ ବହୁତ୍ କ୍ଷତି ହୁଏ ।

ଏହି ଗଛ ଲଗେଇଲେ ମଧ୍ୟ ଏହାର ସକାରାତ୍ମକ ପରିଣାମ ମିଳେ ନାହିଁ । ଆମେ ସେହି ବିଷୟରେ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗରେ ଗଛ ଲଗେଇଲେ ଭଲ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ସବୁ ଭଲ ହୋଇଥାଏ। ମନିପ୍ଲାଣ୍ଟ କେଉଁ ଦିଗରେ ଲଗେଇବା ଓ କେଉଁ ଦିଗରେ ଲଗେଇବା ଉଚିତ୍ ନୁହେଁ।

ବାସ୍ତୁ ଶାସ୍ତ୍ର ଅନୁସାରେ ବର୍ଣ୍ଣିତ ଅଛି, ଘରର ଐଶାନ୍ୟ କୋଣରେ ଲଗେଇବା ଉଚିତ୍ ନୁହେଁ। ଦେବ ଗୁରୁ ବୃହସ୍ପତି ଓ ଶୁକ୍ର ଗ୍ରହ ନିଜ ଭିତରେ ଶତ୍ରୁତା ଅଛି । ତାଙ୍କ ସତୃତାର କାରଣ, ଦେବଗୁରୁ ବୃହସ୍ପତି ଅଟନ୍ତି ଓ ରାକ୍ଷସଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ଅଟନ୍ତି ।

ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ପୂର୍ବ କୋଣର ଗୁରୁ ଦେବଗୁରୁ ବୃହସ୍ପତି ଅଟନ୍ତି। ମନିପ୍ଲାଣ୍ଟ ଗୁରୁ ଶୁକ୍ରଦେବ ଅଟନ୍ତି । ଏହି ଦିଗରେ ଲଗେଇଲେ ବହୁତ୍  ଖରାପ ପ୍ରଭାବ ପଡିଥାଏ। ସେଥିପାଇଁ ମାନିପ୍ଲାଣ୍ଟ ଓ ଶୁକ୍ରଦେବଙ୍କ ସହିତ ଶତ୍ରୁତା ଅଛି ।। ସେଥିପାଇଁ ଶୁକ୍ର ଗ୍ରହ ରାକ୍ଷସଙ୍କର ଗୁରୁ ଅଟନ୍ତି । ଏହି ଦିଗରେ ମନିପ୍ଲାଣ୍ଟ ଲଗେଇଲେ ସବୁ ଶୁଭ ହୋଇଥାଏ । ବାତ୍ତାବରଣ ଭଲ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ପୂର୍ବ ଦିଗରେ ଲଗେଇଲେ ଶୁଭ ହୋଇଥାଏ । କେଉଁ ଦିଗରେ ଲଗେଇଲେ ଭଲ ହୁଏ । ମଣିପ୍ଲାଣ୍ଟର ଦିଗରେ କଣ କଲେ ଭଲ ହୁଏ । ଏହି ସବୁଦିଗରେ ଯାତ୍ରା କଲେ ଶୁଭ ହୋଇଥାଏ।

ଦକ୍ଷିଣ ପୂର୍ବ ଦିଗରେ ମନିପ୍ଲାଣ୍ଟ ଶୁଭ ହୁଏ । ଉତ୍ତରପୂର୍ବ ଦିଗରେ ମନିପ୍ଲାଣ୍ଟ ଲଗେଇଲେ ଶୁଭ ହୁଏ । ଏହି ଦିନରେ ମନିପ୍ଲାଣ୍ଟ ଲଗେଇଲେ ଆର୍ଥିକ ଅବସ୍ଥାକୁ ସାମ୍ନା କରିବାକୁ ପଡେ। ଏହିପରି ଗଛ ଲଗେଇଲେ ମନୁଷ୍ୟ ଚିନ୍ତାଗ୍ରସ୍ତ ଜୀବନ ଆରମ୍ଭ କରିଥାଏ । ଏହାକୁ ଛାଡ଼ି ଉତ୍ତର ପୁର୍ବ ଦିଗର ଦେବତା ଗଣେଶଙ୍କୁ ମାନନ୍ତି । ଯିଏ ସବୁ କାମକୁ ଦୁର କରନ୍ତି ସବୁ ଭଲହୁଏ। ଏହି ଦିଗରେ ମନିପ୍ଲାଣ୍ଟ ଲଗେଇଲେ ଘରକୁ ସୁଖ ସମୃଦ୍ଧି ଆସେ ଓ ଘରେ ଶାନ୍ତିର ବାତାବରଣ ରହେ। ଏହି ପ୍ଲାଣ୍ଟ ଲଗେଇଲେ ଶୁଭ ହୁଏ।

ବାସ୍ତୁଶାସ୍ତ୍ର ଅନୁସାରେ ମନିପ୍ଲାଣ୍ଟକୁ ସବୁଜ ଶ୍ୟାମଳ ଓ ସତେଜ ରଖିଲେ ଧନର ଅଭାବ ହୁଏ ନାହିଁ। ସବୁବେଳେ ପାଣି ଦେଇ ଯତ୍ନ ନେଲେ ଶୁଭ ଫଳ ମିଳେ। ବାସ୍ତୁଶାସ୍ତ୍ରରେ କୁହାଯାଇଛି ମନିପ୍ଲାଣ୍ଟ ଉପରକୁ ବଢ଼ିଲେ ଶୁଭ ହୁଏ। ଏହାର ପତ୍ର ଭୂମି ଉପରେ ପଡ଼ିଲେ ନକରାତ୍ମକ ଶକ୍ତି ପ୍ରବେଶ କରେ । ମନିପ୍ଲାଣ୍ଟକୁ ବାନ୍ଧି, ବାଡ଼ି ସହିତ ଉପରକୁ ରହିଲେ ଶୁଭ ଫଳ ମିଳେ। ମନିପ୍ଲାଣ୍ଟକୁ ଘର ଭିତରେ ରଖିଲେ ଶୁଭ ହୁଏ ।

ଘର ବାହାରେ ରଖିଲେ ଅଶୁଭ ଫଳ ମିଳେ।ଏମିତି କଲେ ଘର ସୁଖଶାନ୍ତି ସବୁବେଳେ ରହେ ଓ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ବୋତଲ ଭିତରେ ଏହି ଗଛ ଲଗେଇଲେ ଶୁଭ ହୁଏ । କେବଳ ଏହି କଥାର ଧ୍ୟାନ ରଖିବେ ବୋତଲ ପାଣି ପରିବର୍ତ୍ତନନ କରିବେ । ଏହି ଗଛକୁ ଥଣ୍ଡା ସ୍ଥାନରେ ଲଗାନ୍ତୁ ଗଛ ଭଲରେ। ବଞ୍ଚିବ। ଏମିତି କଲେ ସକରାତ୍ମକ ଶକ୍ତି ପ୍ରବେଶ କରିପାରିବ ଓ ସମସ୍ତେ ଖୁସିରେ ରହିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।