ମଙ୍ଗଲ କଲେ ରାଶି ପରିବର୍ତ୍ତନ, ରାଶି ଅନୁସାରେ ଜାଣନ୍ତୁ କଣ ରହିବ ଆପଣଙ୍କ ଉପରେ ପ୍ରଭାବ

ମଙ୍ଗଳ ଅର୍ଥାତ ମାର୍ସର ତାହାର ଲାଲିମା କାରଣରୁ ତାକୁ ନାଲି ଗ୍ରହ ବି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଦାର୍ଶନିକ ଖଣ୍ଡ ଅନୁସାରେ ମଙ୍ଗଳକୁ ସେନାପତି ରୂପରେ ବି ଦର୍ଶା ଯାଇଛି । ମଙ୍ଗଳକୁ ଶକ୍ତି, ସାହସ ଓ ପୌରୁଷର କାରକ ଗ୍ରହ ବୋଲି ବି କୁହାଯାଏ । ବ୍ୟକ୍ତିର ଜୀବନରେ ମଙ୍ଗଳ ଫିଜିକଲ ଓ ମେଣ୍ଟାଲ ଏନର୍ଜୀ ଓ ସ୍ଟ୍ରେଂଥର ପ୍ରତିନିଧିତ୍ୱ କରିଥାଏ । ମଙ୍ଗଳର ପ୍ରଭାବ ଦ୍ଵାରା ବ୍ୟକ୍ତିର କନ୍ଫିଡେଂସ ଆସିଥାଏ ।

ମଙ୍ଗଳ ପ୍ରଧାନ ବ୍ୟକ୍ତି କୌଣସି ବି ପ୍ରକାରର ପ୍ରଭାବ ଆଗରେ ମୁଣ୍ଡ ତଳକୁ କରେ ନାହିଁ । ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳକୁ ରକ୍ତ ଜନିତ କାର୍ଯ୍ୟର କାରକ ବୋଲି ବି କୁହାଯାଏ । ଏହାକୁ ୱେସ୍ଟର୍ନ ଆସ୍ଟ୍ରୋଲୋଜୀ ରେ “ବ୍ଲଡୀ ପ୍ଲନେଟ” ବି କୁହାଯାଏ । ଆଜି ମଙ୍ଗଳ କୁମ୍ଭ ରାଶିକୁ ଛାଡି ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛି । ଆସନ୍ତୁ ଜାଣିବା ମଙ୍ଗଳର ଏହି ରାଶି ପରିବର୍ତ୍ତନ ଦ୍ଵାରା ୧୨ଟି ରାଶିରେ ଜୀବନ ଉପରେ କଣ ପ୍ରଭାବ ପଡିବ ।

ମେଷ ରାଶି

Image courtesy: Google

ମଙ୍ଗଳର ଏହି ରାଶି ପରିବର୍ତ୍ତନ ଦ୍ଵାରା ନିବେଶ ଲାଭ ହେବ । ଅଟକିଥିବା ଟଙ୍କା ପୁନଃ ପ୍ରାପ୍ତି ହେବ । ଯାତ୍ରା ପ୍ରତିକୂଳ ରହିବ । ବିଜନେସ ପାର୍ଟନର ଦ୍ଵାରା ବିବାଦର ଯୋଗ ଅଛି । କୋର୍ଟ କେସର ସମସ୍ୟାରୁ ମୁକ୍ତି ମିଳିବ । ଲାଇଫ ପାର୍ଟନରର ସ୍ୱାସ୍ଥ୍ୟର ଚିନ୍ତା ରହିବ ।

ବୃଷ ରାଶି

ମଙ୍ଗଳର ରାଶି ପରିବର୍ତ୍ତନ ଦ୍ଵାରା ବାଦ ବିବାଦ ବଢିବ ଓ ଶତ୍ରୁ ବି ପରାସ୍ତ ହେବେ । କୋର୍ଟ କେସରୁ ବଞ୍ଚିବେ । ପ୍ରଚୁର ଲାଭର ଯୋଗ ଅଛି । ପାରିବାରିକ ଜୀବନ ଆନନ୍ଦମୟ ରହିବ । ବାଧା ଦୂର ହେବ । ପ୍ରଫେଶନରେ ସୁଧାର ଆସିବ । ନିବେଶ ମାମଲାରେ ସମସ୍ୟା ଜନ୍ମ କରିବେ ।

ମିଥୁନ ରାଶି

ମଙ୍ଗଳର ଗୋଚର ଦ୍ଵାରା ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିପାରେ । ଶତ୍ରୁ ବିଜୟ ଲାଭ କରିବେ । ବିବାଦ ଜଲ୍ଦି ସମାଧାନ ହୋଇଯିବ । ଆର୍ଥିକ ସମସ୍ୟା ବି ଜଲ୍ଦି ଶେଷ ହୋଇଯିବ । ପ୍ରେମ ଜୀବନରେ ଅଳ୍ପ ସମସ୍ୟା ଅନୁଭବ କରି ପାରନ୍ତି ।

କର୍କଟ ରାଶି

Image courtesy: Google

ବଡ ବଡ ଆର୍ଥିକ କାର୍ଯ୍ୟରେ ସଫଳ ମିଳିବ । ପାରିବାରିକ ସହଯୋଗ ମିଳିବ । ବନ୍ଧୁଙ୍କ ମାମଲାରେ ଦାଖଲ ଦିଅନ୍ତୁ ନାହିଁ । ପରିଜନଙ୍କ ଚିନ୍ତା ରହିବ । ଖର୍ଚ ଅଧିକ ରହିବ ।

ସିଂହ ରାଶି

ଆପଣଙ୍କ କନ୍ଫିଡେନ୍ସ ବଢିବ । ପ୍ରୟାସରେ ସଫଳତା ମିଳିବ । ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ । ନୂଆ ବିଜନେସ ଆରମ୍ଭ ହେବାର ଯୋଗ ଅଛି । ଯାତ୍ରା ସଫଳ ହେବ । ସଂଚାର ସଂଶାଧନ ଦ୍ଵାରା ଭଲ ଖବର ମିଳିବ । ବିରୋଧୀ ପରାସ୍ତ ହେବେ ।

କନ୍ୟା ରାଶି

ପରିଜନଙ୍କ କାରଣରୁ ଟେନସନ ବଢିପାରେ । ଛୋଟ ଛୋଟ କଥାରେ ବିବାଦ ହେବ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଶାନ୍ତି ଓ ଧର୍ଯ୍ୟର ସହ କାମ କରନ୍ତୁ । ଆର୍ଥିକ ଲାଭରେ ଅସୁବିଧା ଆସିବ । ଗାଡି ଦ୍ଵାରା ଦୁର୍ଘଟଣା ପ୍ରବଳ ଯୋଗ ଅଛି ।

ତୁଳା ରାଶି

Image courtesy: Google

ସ୍ୱାସ୍ଥ୍ୟ କମଜୋର ରହିବ । ଟେନସନ ବଢିବ । ଆଘାତ ଲାଗିବାର ଭୟ ରହିବ । ଆପଣଙ୍କ କାମରେ ବାଧା ଆସିପାରେ । ମୁଣ୍ଡ ବ୍ୟଥାର ସମସ୍ୟା ହୋଇପାରେ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ସମୟ ଆସି ଯାଇଛି ।

ବିଚ୍ଛା ରାଶି

ସ୍ୱାସ୍ଥ୍ୟ ସମସ୍ୟା ରହିବ । ମାନସିକ ଚିନ୍ତା ରହିବ । ଦୂର ଯାତ୍ରାରେ ବାଧା ଆସିବ । ଅଧିକ ଖର୍ଚ ଉପରେ ଚିନ୍ତିତ ହେବେ । ଆମଦାନୀର ସ୍ରୋତ କମଜୋର ପଡିଯିବ ।

ଧନୁ ରାଶି

ଇଚ୍ଛା ପୁର୍ତି ହେବ । ସ୍ଥାୟୀ ସମ୍ପତ୍ତି ପ୍ରାପ୍ତି ହେବ । ନୂତନ ଗାଡି ପ୍ରାପ୍ତି ହୋଇପାରେ । ବନ୍ଧୁମାନଙ୍କ ଠାରୁ ଲାଭ ମିଳିବ । ଅଟକିଥିବା କାର୍ଯ୍ୟ ପୂର୍ଣ ହୋଇଯିବ । ଲମ୍ବା ଯାତ୍ରା ସଫଳ ରହିବେ । ପାରିବାରିକ ଜୀବନରେ ଭଲ ରହିବ ।

ମକର ରାଶି

Image courtesy: Google

ଆପଣଙ୍କ କନ୍ଫିଡେନ୍ସ ବଢିବ । ଶୁଭ ସମାଚାର ପ୍ରାପ୍ତି ହେବ । ସମ୍ପତ୍ତି ମାମଲାରେ ସଫଳତା ମିଳିବ । ବିଜନେସ ବିସ୍ତାର ହେବ । ନୂଆ ବିଜନେସ ଆରମ୍ଭ ହେବାର ଯୋଗ ଅଛି । ରାଗ ବଢିବ ।

କୁମ୍ଭ ରାଶି

ପିତାଙ୍କ ସହ ମତଭେଦ ହେବ । ପିତାଙ୍କ ସ୍ଵାତଶୀ ଚିନ୍ତା ରହିବ । ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ସମ୍ପତ୍ତି ମାମଲାରେ ସଫଳତା ମିଳିବ । ଆମଦାନୀରେ ଉନ୍ନତି ଆସିବ । ଆୟର ନୂତନ ସ୍ରୋତ ମିଳିବ । ଲମ୍ବା ଯାତ୍ରା ବିଫଳ ହେବ ।

ମୀନ ରାଶି

ଭାଷା କଟାକଟି ହେବ । ପରିଜନଙ୍କ ସହ ସମ୍ବନ୍ଧ ଖରାପ ହୋଇପାରେ । ଅକସ୍ମାତ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଗାଡି ଦ୍ଵାରା ଦୁର୍ଘଟଣାର ଯୋଗ ଅଛି । ସମ୍ପତ୍ତି ସମ୍ବନ୍ଧିତ ସମସ୍ୟାର ସମଧାନ ହୋଇଯିବ ।