ମଙ୍ଗଳବାର ଦିନ କରନ୍ତୁ ଏହି ୫ଟି ଉପାୟ, ମଙ୍ଗଳ ଦୋଷରୁ ମିଳିବ ମୁକ୍ତି

ଜ୍ୟୋତିଷଶାସ୍ତ୍ର ଅନୁସାରେ ସବୁ ଲୋକଙ୍କର କୁଣ୍ଡଳୀ ରହିଥାଏ । କୁହାଯାଇଛି କି ବ୍ୟକ୍ତିର କୁଣ୍ଡଳୀରେ ବିଭିନ୍ନ ପ୍ରକରାର ଦୋଷ ରହିଥାଏ ସେଥି ମଧ୍ୟରୁ ଗୋଟିଏ ହେଉଛି ମଙ୍ଗଳ ଦୋଷ । ଜ୍ୟୋତିଷବିଦ୍ୟା ଜାଣିଥିବା ବ୍ୟକ୍ତିମାନେ ଲୋକଙ୍କର କୁଣ୍ଡଳୀ ଦେଖି କହିଦେଇଥାନ୍ତି କି ମଙ୍ଗଳ ଦୋଷ କେତେ ହାନିକାରକ ଏବଂ କେତେ ଲାଭକାରୀ ଅଟେ । ଯଦି କୌଣସି ବ୍ୟକ୍ତିର ଜନ୍ମ କୁଣ୍ଡଳୀରେ ମଙ୍ଗଳ ଦୋଷ ଅଶୁଭ ହୋଇଥାଏ ତାହେଲେ ସେମାନଙ୍କୁ ତାଙ୍କ ଜୀବନରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଭୂମି ସମ୍ବନ୍ଧିତ କାମ କରୁଥିବା ବ୍ୟକ୍ତିଙ୍କ ଉପରେ ମଙ୍ଗଳର ସବୁଠାରୁ ଅଧିକ ପ୍ରଭାବ ପଡିଥାଏ ।

ଆଜି ଆମେ ଆପଣଙ୍କୁ ଏହି ମଙ୍ଗଳ ଦୋଷରୁ ମୁକ୍ତି ପାଇବା ପାଇଁ ୫ଟି ଉପାୟ କହିବୁ ଯାହାକୁ ଆପଣଙ୍କୁ ମଙ୍ଗଳବାର ଦିନ ହିଁ କରିବାକୁ ହେବ । ଏହା କରିବା ଦ୍ଵାରା ମଙ୍ଗଳଦେବ ଆପଣଙ୍କର ସବୁ ସମସ୍ୟାକୁ ଦୂର କରିଦେବେ । ଆସନ୍ତୁ ଜାଣିବା ଏହି ୫ଟି ଉପାୟ ବିଷୟରେ ।

ମଙ୍ଗଳବାର ଦିନ ବ୍ରତ ରଖନ୍ତୁ

ହନୁମାନଙ୍କୁ ପୂଜା କରିବା ଦ୍ଵାରା ମଙ୍ଗଳ ଦୋଷ ଦୂର ହୋଇଥାଏ । ଏଥିପାଇଁ ମଙ୍ଗଳ ଦୋଷ ଥିବା ବ୍ୟକ୍ତି ମଙ୍ଗଳବାର ଦିନ ବ୍ରତ ରଖି ହନୁମାନଙ୍କର ଆରାଧନା କରନ୍ତୁ ।

ମାଙ୍କଡମାନଙ୍କୁ ଗୁଡ ଏବଂ ଚଣା ଖୁଆନ୍ତୁ

ଆପଣ ମଙ୍ଗଳବାର ଦିନ ହନୁମାନଙ୍କର ପୂଜା ସାରିବା ପରେ ଗୁଡ ଏବଂ ଚଣା ମାଙ୍କଡ ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ ଏହାଦ୍ଵାରା ଆପଣଙ୍କୁ ଶୁଭ ଫଳ ମିଳିବ ।

ସୁନ୍ଦରାକାଣ୍ଡ ର ପାଠ କରନ୍ତୁ

ମଙ୍ଗଳ ଦୋଷରୁ ମୁକ୍ତି ପାଇବା ପାଇଁ ହନୁମାନାଷ୍ଟକ ଏବଂ ବଜରଙ୍ଗ ବାଣ ର ଜପ କରିବା ସହିତ ଏକ ଲାଲ କପଡାରେ ମସୁର ଡାଲି ବାନ୍ଧି ଭିକାରିକୁ ଦାନ କରନ୍ତୁ ।

ଲାଲ ପଥର

ଯେଉଁ ବ୍ୟକ୍ତି ମଙ୍ଗଳ ଦୋଷରୁ ମୁକ୍ତି ପାଇ ନିଜର ଘର ତିଆରି କରିବାକୁ ଚାହୁଁଛନ୍ତି ସେମାନେ ଲାଲ ରଙ୍ଗର ପଥର ବ୍ୟବହାର କରିବା ନିହାତି ଦରକାର ।

ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ

ମଙ୍ଗଳ ଦୋଷ ଥିବା ବ୍ୟକ୍ତି କେବେ ହେଲେ ବି ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ଏହାଦ୍ୱାରା ଆପଣଙ୍କର କ୍ଷତି ହୋଇପାରେ ।

ଘରେ ଲାଲ ଫୁଲର ଗଛ ଲଗାନ୍ତୁ

ଯେଉଁ ବ୍ୟକ୍ତି ମଙ୍ଗଳ ଦୋଷ ପାଇଁ ଚିନ୍ତିତ ଅଛନ୍ତି ସେମାନେ ନିଜର ଘର ବାଲକୋନୀ ବା ଦୁଆରେ ଲାଲ ରଙ୍ଗର ଫୁଲ ଗଛ ଲଗାନ୍ତୁ କାରଣ ଏହାଦ୍ୱାରା ଆପାନନ୍କୁ ଶୁଭଫଳ ମିଳିଥାଏ ।

ହନୁମାନ ଙ୍କର କୃପା

ହନୁମାନଙ୍କୁ ଅଷ୍ଟ ସିଦ୍ଧି ଏବଂ ନବ ନିଧି ବୋଲି କୁହାଯାଇଥାଏ । ହନୁମାନ ଙ୍କର କୃପା ଆପାନ୍ନ୍କା ଉପରେ ଥିଲେ କୌଣସି ଗ୍ରହ ଆପଣଙ୍କୁ କଷ୍ଟ ଦେଇପାରି ନଥାନ୍ତି । ଏଥିପାଇଁ ଆପଣ ହନୁମାନ ଙ୍କର ଆରାଧନା କରିବା ନିହାତି ଆବଶ୍ୟକ ଅଟେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।