ମାମୁଲି ଗାଁ ରୁ ଭାରତର ଏହି ୪ ଜଣ ଖେଳାଳି କରିଛନ୍ତି ନିଜ କ୍ୟାରିୟର ର ଆରମ୍ଭ, No.1 କୁ ଦେଖି ହେବ ନାହିଁ ବିଶ୍ଵାସ

ଆଜି ଆମେ ଆପଣମାନଙ୍କୁ ଭାରତର ଏମିତି ୪ ଟି ଖେଳାଳିଙ୍କ ବିଷୟରେ କହିବୁ, ଯେଉଁ ମାନେ ଛୋଟ ଛୋଟ ଗାଁରୁ ଆସି ନିଜ କ୍ୟାରିୟର ବନେଇଛନ୍ତି । ଏହି ଖେଳାଳି ମାନେ ନିଜ କ୍ୟାରିୟରରେ ସଫଳତା ମଧ୍ୟ ହାସଲ କରିଛନ୍ତି । ଏମାନେ ତାଙ୍କ ଜୀବନରେ ବହୁତ ସଂଘର୍ଷ କରି ଏହି ସଫଳତାକୁ ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଖେଳାଳିମାନଙ୍କ ବିଷୟରେ ।

୧. ଉମେଶ ଯାଦବ

ଉମେଶ ଯାଦବ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଏକ ମାରାତ୍ମକ ବୋଲର । ଗୋଟେ ଛୋଟ ଗାଁରୁ ଆସି ସେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ନିଜ ନାମକୁ ଉଚ୍ଚ କରିଛନ୍ତି । ଉମେଶ ମହାରାଷ୍ଟ୍ରର ନାଗପୁର ପାଖରେ ଥିବା ଏକ ଛୋଟ ଗାଁର ବାସିନ୍ଧା ଅଟନ୍ତି ।

୨. ଦୀପିକା କୁମାରୀ

୨୦୧୦ରେ କମନୱେଲଥ୍ ଗେମ ରେ ଦୁଇଟି ଗୋଲ୍ଡ ମେଡାଲ ଆଣିଥିଲେ ଦୀପିକା । ସେ ଝାରଖଣ୍ଡର ରତୁଚେଟି ଗାଁରୁ ଆସିଥିଲେ, ତାଙ୍କ ପିତା ଥିଲେ ଜଣେ ସାମାନ୍ୟ ଅଟୋ ଡ୍ରାଇଭର । ହେଲେ ବର୍ତ୍ତମାନ ପୁରା ବିଶ୍ଵ ତାଙ୍କୁ ଜାଣିଛି ।

୩. ଏମସି ମ୍ୟାରି କମ

ମ୍ୟାରି କମ ହେଉଛନ୍ତି ଭାରତର ଜଣେ ସଫଳ ବକ୍ସର ଚାମ୍ପିୟନ । ଏମସି ମ୍ୟାରି କମ ଭାରତ ପାଇଁ ବହୁତ ଗୋଲ୍ଡ ମେଡାଲ ଆଣିସାରିଛନ୍ତି । ମ୍ୟାରି କମ ମଣିପୁର ପରି ଛୋଟ ଗାଁର ବାସିନ୍ଧା ଥିଲେ ।

୪. ସୁଶୀଲ କୁମାର

ସୁଶୀଲ କୁମାର ହେଉଛନ୍ତି ଭାରତର ଜଣେ ପ୍ରସିଦ୍ଧ ରେସଲର । ସେ ଲଗାତାର ବହୁତ ଅଲମ୍ପିକ ମେଡାଲ ଜିତି ସାରିଛନ୍ତି । ସୁଶୀଲ ମଧ୍ୟ ଏକ ଛୋଟ ଗାଁରୁ ଆସିଥିଲେ ।