ମାମୁ ଙ୍କ ସହିତ ଯାଇଥିଲେ ଭାଣିଜି, ଯେବେ ରାତିରେ କଷ୍ଟ ହେଲା ତ ମା କୁ କହିଲେ ଛାତି ଥରେଇ ଦେଲାଭଳି ସତ

ଆଜି ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନା କୁ ଆସିଛି, ଯାହାକୁ ଶୁଣିଲେ ଆପଣ ଙ୍କ ହୃଦୟ ଥରି ଉଠିବ। ଏ ମାମଲା ଟି ଛତିଶଗଡ଼ ର  ଯାଞ୍ଜଗିରି ର ଅଟେ। ଏକ ପୋଲିସ କନେଷ୍ଟବଳ ନିଜ ହିସାବର ଭାଣିଯି ସହ ଦୁଷ୍କର୍ମ କରିଛନ୍ତି। ଏ ଘଟଣା ର ଖୁଲାସା , ଘଟିବାରେ ୨ ଦିନ ପରେ ହେଇଥିଲା। ଏସବୁ ପରେ ଆରୋପି କୁ ପୋଲିସ୍ ହିଫଜତ୍ କୁ ନେଇ ଥିଲେ ।

ପୋଲିସ୍ ଗିରଫ କରିବା ପରେ କୋର୍ଟ କୁ ନେଇଥିଲେ , ସେଠୁ ସେ ସିଧା ଜେଲ୍ କୁ ଯାଇଥିଲେ ।

ଏଇ ଘଟଣା ଟି ରବିବାର ର ସନ୍ଧ୍ୟା ବେଳ ର ଥିଲା । ଆରୋପି କନେଷ୍ଟବଳ ଦେବ୍ କୁମାର ପଟେଲ ସବୁବେଳେ ପୀଡ଼ିତା ଙ୍କ ଘରକୁ ଯିବା ଆସିବା ଥିଲା । ସମସ୍ତେ ତାକୁ ବିଶ୍ୱାସ କରୁଥିଲେ । ଘରେ ରହୁଥିବା ୧୫ ବର୍ଷ ର ଝିଅ କୁ ନିଜ ଭାଣିଯି କହୁଥିଲା । ଗୋଟେ ଦିନ ଝିଅ ଟିର ଚପଲ ଛିଣ୍ଡି ଯିବାରୁ ଧରମ ମାମୁ କହିଲା ଚାଲ୍ ମୁଁ  ଠିକ୍ କରି ଦେବି ।

ସନ୍ଧ୍ୟା ରେ ଭାଣିଯି କୁ ବାଇକ୍ ରେ ନେଇ ମୋଚି ପାଖକୁ ନେଇ ଥିଲେ । ଆସିଲା ବେଳକୁ ବେଶୀ ଅନ୍ଧାର ହେଇଗଲା ତ ଅରୋପି ମନରେ ପାପ ଆସିଲା । ତାପରେ ସେ ଅନ୍ଧାର ର ଲାଭ ଉଠାଇ ଝିଅ ଟିକୁ ତହସିଲ ନ୍ୟାୟାଳୟ ପଛ ପଟକୁ ଥିବା ବନ୍ଦୀ ଘର କୁ ନେଇ ଝିଅ ଟିକୁ ଡରେଇ ଧମକେଇ ତ ସହ ଦୁଷ୍କର୍ମ କରିଥିଲା ।

ସେ ବିଷୟରେ କାହାକୁ ନ କହିବା କୁ କହି ସେ ଦୁଇଜଣ ଘର କୁ ଯାଇଥିଲେ। ରାତି ରେ ଝିଅ ଟି ଯନ୍ତ୍ରଣାରେ ଛଟପଟ ହେବାରୁ ତା ମାଆ ପଚାରିଥିବା ରୁ ସେ ଘଟଣା ଟି ବିଷୟ ରେ କହିଥିଲେ । ମା ଝିଅ ଟି ର ବାପା ଭାଇ କୁ ଜଣେଇବା ରୁ ସେମାନେ ସକାଳୁ ଯାଇ ଥାନା ରେ କନେଷ୍ଟବଳ ଦେବ୍ କୁମାର ନା ରେ ଏଫଆୟର ଦେଇଥିଲେ ।

ପୋଲିସ୍ ତାକୁ ଗିରଫ କରି ଆରୋପୀ ଖିଲାପ ରେ ମକଦ୍ଦମା ଚାଲିଛି । ଆମେ ଏଇ ଉଦ୍ୟମ କରୁଚୁ ଯେ ନିରୀହ ଝିଅ କୁ ନ୍ୟାୟ ନିଶ୍ଚିତ ମିଳିବ ।