ଡାକୁ ମଲଖାନ ସିଂହ ପାକିସ୍ତାନକୁ କହିଲେ ଏମିତି କଥା, ୭୦୦ ବିଦ୍ରୋହୀଙ୍କ ସହିତ ପାକିସ୍ତାନକୁ ତାର.. ଯଦି ସରକାର କହିବେ ଆତଙ୍କବାଦୀଙ୍କୁ..

ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ୪୦ ଜଣ ଯବାନଙ୍କର ପ୍ରତିଶୋଧ ନେବା ପାଇଁ ସମସ୍ତେ ଏକତ୍ରିତ ହୋଇ ସାରିଛନ୍ତି । ସମସ୍ତେ କୌଣସି ନା କୌଣସି ଉପାୟରେ ସହିଦ ହୋଇଥିବା ଯବାନମାନଙ୍କର ପରିବାରକୁ ସାହାର୍ଯ୍ୟ କରୁଛନ୍ତି । ଏହା ମଧ୍ୟରେ ଚମ୍ବଲର ସିଂହ କୁହ  ଯାଉଥିବା ଦସ୍ୟୁ ସରଗନା ମଲଖାନ ସିଂହ ବି ବର୍ତ୍ତମାନ ପାକିସ୍ତାନକୁ ଚୁନୌତୀ ଦେଉଛନ୍ତି ଏବଂ କହୁଛନ୍ତି କି କେବଳ ଥରେ ସରକାର କହି ଦିଅନ୍ତୁ ତେବେ ପାକିସ୍ତାନକୁ ଧୂଳିରେ ମିଶାଇ ଦେବି । ସେ ପାକିସ୍ତାନକୁ ନିଜର ସିଂହ ଭଳି ଆବାଜ କରି ପାକିସ୍ତାନକୁ ତାହାର ଔକାତ ଦେଖାଇବାର କଥା କହିଛନ୍ତି ।

୭୦୦ ବିଦ୍ରୋହୀଙ୍କ ସହିତ ଯୁଧ୍ୟ ପାଇଁ ପ୍ରସ୍ତୁତ

ଡାକୁ ମଲଖାନ ସିଂହ କହିଲେ କି ଏମପୀରେ ୭୦୦ ବିଦ୍ରୋହୀ ବଞ୍ଚିଛନ୍ତି । ଯଦି ସରକାର ଚାହିଁବେ ତ ବିନା ଶର୍ତ, ବିନା ବେତନରେ ଆମକୁ ବର୍ଡରରେ ପଠାଇ ଦିଅନ୍ତୁ । ଆମେ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ । ମାତା ଭବାନୀଙ୍କର କୃପା ରହିବ ତ ମଲଖାନ ସିଂହଙ୍କୁ କିଛି ବି ହେବନାହିଁ । କିନ୍ତୁ ପାକିସ୍ତାନକୁ ଧୁଳି ମିଶାଇ ଦେବି ଏବଂ ତାକୁ ତାହାର ଔକାତ ବି ଦେଖାଇଦେବି । ଗ୍ରାମ ଏବଂ ଜିଲ୍ଲାର ବିଦ୍ରୋହୀ ରହିଥିଲି ଦେଶର ନୁହେଁ ।

କହିଦେଉଛୁ ଯେ ମଲଖାନ ସିଂହ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ନେଇ ବହୁତ ଆକ୍ରୋଶରେ ଅଛନ୍ତି ଏବଂ ପାକିସ୍ତାନ ସହିତ ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ।

ଡାକୁ ମଲଖାନ ସିଂହ ପୁଲୱାମା ଆକ୍ରମରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରନ୍ଧାଜଳି ଦେବା ପାଇଁ କାନପୁର ଯାଇଥିଲେ । ଏହି ମାମଲାରେ ସେ ବିଜେପି ଉପରେ ଟାର୍ଗେଟ କରି କହିଲେ କି ଯେତେବେଳେ ପ୍ରତିଜ୍ଞା ପୁରା କରିବ ନାହିଁ ତେବେ ହାରିବ ହିଁ ତ । ସେ ଲୋକସଭା ଇଲେକ୍ସନ ଲଢିବାର ଇଛା ବିଷୟରେ ବି କହିଲେ । ଯଦି କାଶ୍ମୀର ଉପରେ କୌଣସି ନିଷ୍ପତି ନ ନିଆଯାଏ ତେବେ କେହି ବି ରାଜନୀତି ଉପରେ ବିଶ୍ଵାସ କରିବେ ନାହିଁ । ବର୍ତ୍ତମାନ ସମୟ ଆସି ଯାଇଛି, ପାକିସ୍ତାନ ଭିତରେ ପଶି ତାଙ୍କୁ ମାରିବାର ଅଛି ।

ଜିଲାର ବିଦ୍ରୋହୀ ଅଟେ, ଦେଶର ବିଦ୍ରୋହୀ ନୁହେଁ…

ମଲଖାନ ସିଂହ ୧୯୮୨ରେ ଆତ୍ମସମର୍ପଣ କରିଥିଲେ  ସେହି ସମୟରେ ଅର୍ଜୁନ ସିଂହ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ଏହି ଆତ୍ମସମର୍ପଣ ଇନ୍ଧିରା ଗାନ୍ଧୀଙ୍କର ଅନୁମତିରେ ହୋଇଥିଲା । ସେ କହିଲେ କି ସେ ଅନ୍ୟାୟ ବିରୁଦ୍ଧରେ ରାଜନୀତି କରିବେ । ଆମେ ରାଜନୀତି ପେଟ ଭର୍ତ୍ତି କରିବା ପାଇଁ କରୁ ନଥିଲୁ ।

ଆଗକୁ କହିଲେ କି ଆମେ ଗ୍ରାମ ଏବଂ ଜିଲ୍ଲାର ବିଦ୍ରୋହୀ ଅଟୁ କିନ୍ତୁ ଦେଶର ବିଦ୍ରୋହୀ କେବି ବି ନଥିଲୁ । ଆମେ ଦେଶ ପାଇଁ ସହିଦ ହେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ ।

ଚମ୍ବଲର ସିଂହ କୁହାଯାଉଥିବା ଡାକୁ ମଲଖାନ ସିଂହ : ଦେଖନ୍ତୁ ଏହି ଭିଡିଓ

ପୋଷ୍ଟଟି ଭଲ ଲାଗିଲେ ଶେୟାର କରନ୍ତୁ ଓ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।