ମାହୁନ୍ତ ର ମୃତ୍ୟୁ ପରେ କାନ୍ଦି କାନ୍ଦି ହାତୀ ଏମିତି ଦେଲା ଶେଷ ବିଦାୟ, ଥରେ ଦେଖନ୍ତୁ ଏହି Video, ଆପଣଙ୍କ ଆଖିରେ ବି ଲୁହ ଚାଲି ଆସିବ

ମଣିଷ ଜୀବନରେ ଅନେକ ଲୋକ ମାନଙ୍କ ସହ ସମ୍ପର୍କ ରଖିଥାଏ । କିନ୍ତୁ ପଶୁ ଓ ମଣିଷ ମଧ୍ୟରେ କିଛି ବି ସମ୍ପର୍କ ନ ଥାଏ । କେବେ ବି ଜଣେ ମଣିଷ ପଶୁ ସହ ସମ୍ପର୍କ ରଖିବା ତ ଦୂରର କଥା ଏ ବାବଦରେ ଭାବିବା ପାଇଁ ମଧ୍ୟ ମାନବ ଜାତିକୁ ସମୟ ନ ଥାଏ ।

ଗୋଟେ ପଶୁ ମଣିଷର କେତେ ବିଶ୍ବାସ ହୋଇପାରେ ତାହା ହୁଏ ତ ଆଜିର ମଣିଷ ବୁଝିପାରିବ ନାହି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଦୁଖଭରା କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ଜଣେ ମାଲିକ ଓ ହାତୀ ମଧ୍ୟରେ ଅଟେ ଯାହାକୁ ଶୁଣିଲେ ଆପଣ ମାନଙ୍କ ଆଖିରେ ଲୁହ ଆସିଯିବ । ଏଠାରେ ଆମେ ଯେଉଁ ଦୁଖଦାୟକ କାହାଣୀ ବିଷୟରେ କହିବାକୁ ଯାଉଛୁ ତାହା ବାସ୍ତବ ଜୀବନରେ ଆପଣଙ୍କୁ ଭାବୁକ କରି ଦେବ ଯାହା ଜଣେ ମାଲିକ ଓ ହାତୀ ମଧ୍ୟରେ  ଅଟେ ।

ଏହି ହାତୀଟି ନିଜ ମାହାନ୍ତଙ୍କ ପାଖରେ ଦୀର୍ଘ ୨୫ ବର୍ଷ ହେବ ରହି ଆସିଥିଲା । ମାହାନ୍ତ ଜଣକ ମଧ୍ୟ ହାତୀଟିକୁ ନିଜ ବନ୍ଧୁ ଭାବେ ମାନୁଥିଲେ । କେବେ ବି ହାତିକୁ ସେ ମା-ରି ନାହାନ୍ତି । ସୂଚନା ଅନୁସାରେ ଆଖିକୁ ଭିଜେଇ ଦେଇଥିବା ଏହି ଘଟଣାଟି ହେଉଛି କେରାଳର ଯେଉଁଠି ଗୋଟେ ହାତୀ ନିଜ ମାହାନ୍ତର ଶେଷ ଦର୍ଶନ କରିବାକୁ ୨୦ କିମି ଦୂରରୁ ଆସି ପହଞ୍ଚି ଥିଲା ।

ସମ୍ପର୍କର ମୂଲ୍ୟ ବୁଝି ସମସ୍ତଙ୍କର ହୃଦୟକୁ ଜିତିଥିବା ଏହି ହାତୀର ନାଁ ହେଉଛି ବ୍ରହ୍ମାତାଥନ । ଯେଉଁ ମାହାନ୍ତଙ୍କର ନି-ଧ-ନ ହୋଇଛି ସେ ହେଉଛନ୍ତି ୭୪ ବର୍ଷୀୟ ଓମା ରାଚେତନ ଯିଏ କ୍ୟାନ୍ସରରେ ପୀଡିତ ଥିବାରୁ ସବୁ ଦିନ ପାଇଁ ଏ ଦୁନିଆରୁ ବି-ଦା-ୟ ନେଇଛନ୍ତି ।

ହାତୀଟି ନିଜ ମାଲିକର ଶେଷ ଦର୍ଶନ କରିବା ପାଇଁ ଆସି ଏତେ ଭାବୁକ ହୋଇଥିଲା ଯେ କହିବା ସମ୍ଭବ ହେଉ ନାହି । ନିଜ ମାହାନ୍ତର ଦେ-ହା-ନ୍ତରେ ହାତୀଟି ନିଜ ହୃଦୟରୁ କାନ୍ଦି ପକାଇଛି ଯାହାକୁ ଦେଖିଲେ ହୃଦୟ ଭରିଯିବ । ଏଭଳି ଦୃଶ୍ୟ ପଥର ହୃଦୟକୁ ବି ତରଳାଇ ଦେବ । ଏଠାରେ ହାତୀଟି ଯେଉଁ ମହାନ କାମ କରିଛି ତାହା ହୁଏ ତ କେହି ନିଜ ଲୋକ ମଧ୍ୟ କରି ପାରିବେ ନାହି ।

ନିଜ ମାହାନ୍ତର ମୃ-ତ୍ୟୁରେ ହାତୀଟି ଏତେ ଭାଙ୍ଗି ପଡିଛି ଯେ ନିଜ ଶୁଣ୍ଢ ହଲାଇ ନିଜ ମନ କଥା ପରିପ୍ରକାଶ କରିଛି । ବନ୍ଧୁଗଣ ଆପଣ ମାନେ ହାତୀ ଓ ମଣିଷର କାହାଣୀ ଅନେକ ଫିଲ୍ମରେ ଦେଖିଥିବେ । କିନ୍ତୁ ଏଠାରେ ଯେଉଁ ହାତୀ ଓ ମଣିଷର କାହାଣୀ ବିଷୟରେ କୁହା ଯାଇଛି ତାହା ହୁଏ ତ ଆପଣ ମାନେ ପ୍ରଥମ ଥର ଶୁଣିବେ ଯାହା ବାସ୍ତବ ଜୀବନରେ ଅତି ଭାବପୂର୍ଣ୍ଣ ଅଟେ ।

ହାତୀ ଓ ମଣିଷର ଏହି ସମ୍ପର୍କକୁ ନେଇ ଏହି ସ୍ନେହଭରା ସ୍ମୃତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମ୍ପର୍କ ସ୍ଵାର୍ଥପର ମଣିଷକୁ କିପରି ସମ୍ପର୍କ ନିଭାଇବାକୁ ପଡେ ତାହା ଏହି ହାତୀ ବୁଝାଇ ଦେଇଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।