ICC ଦେଲା ଧୋନୀଙ୍କୁ ସମ୍ମାନ, କହିଲା ‘MS ଧୋନୀ ଏକ ଏମିତି ନାମ, ଯିଏ ବଦଳାଇ ଦେଲା ଭାରତୀୟ କ୍ରିକେଟର ଚେହେରା’ ଆହୁରି କହିଲା କି …

ମହେନ୍ଦ୍ର ସିଂହ ଧୋନୀଙ୍କର କ୍ରିକେଟ ଦୁନିଆର କଣ ପୋଜିସନ ଅଛି ତାହା ବିଷୟରେ କହିବା କିଛି ଦରକାର ନାହିଁ । ଏମିତିରେ ଧୋନୀଙ୍କର କ୍ୟାରିୟରକୁ ସେଲିବ୍ରେଟ କରିବା ଏପାଇଁ ICC ତାଙ୍କୁ ଟ୍ରିବ୍ଯୂଟ ଦେଇ ଏକ ଭିଡିଓ ଜାରି କରିଛି । ICCର କହିବା ଅଟେ କି ଧୋନୀ ଏକ ଏମିତି ବ୍ୟକ୍ତି ଅଟେ ଯିଏ ଭାରତୀୟ କ୍ରିକେଟର ଚେହେରାକୁ ବଦଳାଇ ଦେଇଛି ।

ଧୋନୀଙ୍କ କାରଣରୁ ଭାରତୀୟ କ୍ରିକେଟରେ ବହୁତ ଚେଞ୍ଜେସ ଦେଖିବାକୁ ମିଳିଛି । ଆପଣଙ୍କୁ କହିଦେଛୁ ଯେ ଧୋନୀ ଜଣେ ଏମିତି କ୍ୟାପଟେନ ଅଟନ୍ତି ଯିଏ ODI World Cup (2011), T20 World Cup (2007) ଓ ଚାମ୍ପିୟନ୍ସ ଟ୍ରଫି ୩ଟି ହାସଲ କରିଛନ୍ତି । ୭ ଜୁଲାଇ ୨୦୧୯ରେ ଧୋନୀ ୩୮ ବର୍ଷର ହୋଇ ଯାଇଛନ୍ତି । ଏମିତିରେ ଧୋନୀଙ୍କର ଉପଲବ୍ଧି ଗୁଡିକୁ ସେଲିବ୍ରେଟ କରିବା ପାଇଁ ICC ଏକ ଭିଡିଓ ଶେୟାର କରିଛି ।

ଭିଡିଓ ଶେୟାର କରି ICC ନିଜର ଟ୍ୱିଟର ଉପରେ ଲେଖିଛି କି “ଗୋଟିଏ ନାମ ଯିଏକି ଭାରତୀୟ କ୍ରିକେଟର ଚେହେରାକୁ ବଦଳାଇ ଦେଇଛି । ଗୋଟିଏ ନାମ ଯିଏକି ଦୁନିଆରେ ଲକ୍ଷ ଲକ୍ଷ ଲୋକମାନଙ୍କୁ ପ୍ରେରିତ କରିଛି । ଏକ ନାମ ଯାହାର ଅଖଣ୍ଡତା ଅଟେ, ଏମ ଏସ ଧୋନୀ – କେବଳ ଗୋଟିଏ ନାମ ନୁହେଁ ।“

ICC ଦ୍ଵାରା ଛଡା ଯାଇଥିବା ଏହି ଭିଡିଓରେ ବିରାଟ କୋହଳି ଓ ଜସପ୍ରୀତ ବୁମରାହ କହିଲେ କି କେଉଁ ଭଳି ଭାବରେ ଧୋନୀ ତାଙ୍କୁ ପ୍ରେରିତ କରିଛନ୍ତି । ଭିଡିଓରେ ସବୁଠୁ ପ୍ରଥମେ କୋହଲି କହିଲେ କି “ଆପଣ ଯେଉଁ ଜିନିଷର ବାହାର ଦେଖୁଛନ୍ତି ତାହା ତୁଳନାରେ ତାହା ଭିତରୁ ବହୁତ କିଛି ଅଲଗା ହୋଇଥାଏ । ଧୋନୀ ସବୁବେଳେ ଶାନ୍ତ ଓ ସନ୍ତୁଳିତ ରୁହନ୍ତି । ତାଙ୍କ ଠାରୁ ଆପଣ ବହୁତ କିଛି ଶିଖି ପାରିବେ । ସେ ମୋର କ୍ୟାପଟେନ ଥିଲେ ଓ ସବୁବେଳେ ମୋର କ୍ୟାପଟେନ ରହିବେ । ଆମ ଦୁଇ ଜଣଙ୍କର ଅଂଡରସ୍ଟୈଂଡିଂଗ ବି କମାଲ ଅଟେ । ମୁଁ ସବୁବେଳେ ତାଙ୍କର ଉପଦେଶ ଶୁଣିବା ପାଇଁ ପ୍ରସ୍ତୁତ ଥାଏ ।“

ଏହା ପରେ ବୁମରାହ କହିଲେ “ ଯେତେବେଳେ ମୁଁ ୨୦୧୬ରେ ଟିମରେ ସାମିଲ ହେଲି ତେବେ ସେ କ୍ୟାପଟେନ ଥିଲେ । ତାଙ୍କର ଶାନ୍ତ ସ୍ଵଭାବ ସମସ୍ତଙ୍କୁ ପ୍ରେରିତ କରିଥିଲା । ସେ ଅନ୍ୟର ସାହାର୍ଯ୍ୟ ପାଇଁ ସବୁବେଳେ ଆଗରେ ରୁହନ୍ତି ।“

ଏହା ପରେ ଇଂଗ୍ଲୈଂଡର ଅଳ ରାଉଣ୍ଡର ବେନ ସ୍ଟୋକ୍ସ ଧୋନୀଙ୍କର ପ୍ରଶଂସା କରି କହିଲେ କି “ଧୋନୀ ସବୁଠୁ ମହାନ ଓ ଭଲ ୱିକେଟ କିପର ଅଟନ୍ତି । ମୋତେ ଲାଗୁ ନାହିଁ କି ତାଙ୍କ ଭଳି ଆଉ କେହି ହୋଇ ପାରିବ ।“

ଏହା ପରେ ଇଂଗ୍ଲୈଂଡର ଖେଳାଳି ଜୋସ ବଟଲର କହିଲେ କି ଧୋନୀ ଏକ ସାଥି ୱିକେଟ କିପର ଅଟନ୍ତି ଯିଏ ସବୁବେଳେ ମୋର ଆଦର୍ଶ ରହିବେ । ମିସ୍ଟର କୂଲ । ସେ ଏହି ଖେଳର ସବୁଠୁ ବଡ ଆମ୍ବାସଡର ଅଟନ୍ତି ଓ ମୁଁ ତାଙ୍କର ବହୁତ ବଡ ଫ୍ୟାନ ।“

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।